Daily Archives

ବିପୁଳ ପରିମାଣର ବିଦେଶୀ ମଦ ଜବତ ସହ ୨ ଜଣ ଅଭିଯୁକ୍ତ ଗିରଫ

ରାଇରଙ୍ଗପୁର : ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ବିଜାତଳା ହାଟ ବଜାର ନିକଟରେ ଅବକାରୀ ବିଭାଗ ଚଢାଉ କରି ଏକ ଘରୁ ବିପୁଳ ପରିମାଣର ବିଦେଶୀ ଓ ନକଲି ମଦ ଜବତ କରିବା ସହ ୨ ଜଣ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଜବତ ହୋଇଥିବା ମଦର ଆନୁମାନିକ ମୂଲ୍ୟ ୩ଲକ୍ଷ ଟଙ୍କାରୁ ଅଧିକ ହେବ ବୋଲି
Read More...

ଅବକାରୀ ବିଭାଗର ଚଢାଉ : ୨୦ ଲିଟର ଦେଶୀ ମଦ ସହ ୧ ଗିରଫ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ଗାଁରେ ଅବକାରୀ ବିଭାଗ ଚଢାଉ କରି ୨୦ ଲିଟର ଦେଶୀ ମଦ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିରରେ ବଢୁଥିବା ନିଶା କାରବାରକୁ ଦୃଷ୍ଟିରେ ରଖି ମଦ ମାଫିଆଙ୍କୁ ଗିରଫ କରିବା ପାଇଁ ବଲାଙ୍ଗିର
Read More...

ଶିକ୍ଷକଙ୍କୁ ତୁରନ୍ତ ଖୋଜିବା ପାଇଁ ଶିକ୍ଷକ ସଂଘର ଦାବୀ

ବୌଦ୍ଧ, (ମମତା ମହାକୁର) : ବୌଦ୍ଧ ଜିଲ୍ଲା କଣ୍ଟାମାଲ ବ୍ଲକ ଉଡେର ପ୍ରାଥମିକ ବିଦ୍ୟାଳୟର ଶିକ୍ଷକ ବାସୁଦେବ ଭୋଇ ଗତ ତା ୧୨ ଫେବୃଆରୀରୁ ଘରୁ କୁଆଡେ ଗଲା ପରେ ନିଖୋଜ ଅଛନ୍ତି । ଏନେଇ ତାଙ୍କ ଘର ଲୋକ କଣ୍ଟାମାଲ ଥାନାରେ ମଧ୍ୟ ଅଭିଯୋଗ କରିଥିଲେ । ତେବେ ଆଜି ମିଳିତ ଶିକ୍ଷକ ସଂଘ କଣ୍ଟାମାଲ
Read More...

ଡମପଡା ବ୍ଲକରେ ୭୯.୮୦ ପ୍ରତିଶତ ମତଦାତା କଲେ ମତଦାନ

ବାଙ୍କୀ : ବାଙ୍କୀ ନିର୍ବାଚନ ମଣ୍ଡଳୀ ଅଧିନସ୍ଥ ଡମପଡା ବ୍ଲକର ୨୬୨ଟି ବୁଥ୍‌ରେ ଗତକାଳି ଶାନ୍ତିପୂର୍ଣ୍ଣ ଭାବରେ ମତଦାନ ଶେଷ ହୋଇଯାଇଥିବା ବେଳେ ୭୯.୮୦ ପ୍ରତିଶତ ସତନାନ ହୋଇଥିବା ଜଣାପଡିଛି । ସୂଚନା ଅନୁଯାୟୀ ଏହି ବ୍ଲକରେ ମୋଟ୍‍ ୭୯.୮୦ ପ୍ରତିଶତ ମତଦାନ ହୋଇଥିବା ସୂଚନା ମିଳିଛି । ୩୭ ଓ ୩୮
Read More...

ଭୋଟର ତାଲିକାରେ ନାଁ ନଥିବାରୁ ବିଡିଓଙ୍କୁ ଅଟକ ରଖିଲେ ଗ୍ରାମବାସୀ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଚଳିତ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ସମୟରେ ସରକାରୀ ଅଧିକାରୀମାନଙ୍କ ଉପରେ ଆକ୍ରମଣ ମାମଲା ବଢିଚାଲିଛି । ଆଜି ଗଞ୍ଜାମ ଜିଲ୍ଲା ପାତ୍ରପୁର ବିଡ଼ିଓ ପ୍ରକାଶ ଦାସଙ୍କୁ କେତେକ ଗ୍ରାମବାସୀ ଆକ୍ରମଣ କରିବା ସହ ଅଟକ ରଖିଥିବା ସୂଚନା ମିଳିଛି । ସୂଚନା ଅନୁସାରେ
Read More...

ସାମ୍ବାଦିକ ଶିବ ପ୍ରସାଦ ତ୍ରିପାଠୀଙ୍କ ବିୟୋଗରେ ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘ ପକ୍ଷରୁ ଶୋକ ପ୍ରକାଶ

ସମ୍ବଲପୁର : ସମ୍ବଲପୁର ଜିଲ୍ଲା ସାମ୍ବାଦିକ ସଂଘର ପୂର୍ବତନ ସଭାପତି ଶିବ ପ୍ରସାଦ ତ୍ରିପାଠୀଙ୍କ ବିୟୋଗରେ ସଂଘ ପକ୍ଷରୁ ଗଭୀର ଶୋକ ପ୍ରକଟ କରାଯାଇଛି । ସଂଘ ସଭାପତି ସୁବାସ ପାଣିଗ୍ରାହୀ ଏବଂ ସମ୍ପାଦକ ଶଂକର ବେହେରା କହିଛନ୍ତି ଯେ ସଂଘ ସଭାପତି ଭାବରେ ସଂଗଠାନତ୍ମକ କାର୍ଯ୍ୟରେ ଶିବ ପ୍ରସାଦ
Read More...

ରୋଟାରୀ ସଂଗଠନର ୧୧୭ତମ ଜନ୍ମୋତ୍ସବ ପାଳନ

ବ୍ରହ୍ମପୁର, (ସତ୍ୟ ନାରାୟଣ ରେଡ୍ଡୀ) : ରୋଟାରୀ କ୍ଳବ ଅଫ୍ ବ୍ରହ୍ମପୁର ଇଷ୍ଟ ତରଫରୁ ରୋଟାରୀ ସଂଗଠନର ୧୧୭ତମ ଜନ୍ମୋତ୍ସବ ବ୍ରହ୍ମପୁର ଆସିକା ରୋଡ୍ ସ୍ଥିତ ସରକାରୀ ବାଳିକା ଉଚ୍ଚ ବିଦ୍ୟାଳୟଠାରେ ପାଳିତ ହୋଇଯାଇଛି । କ୍ଳବର ସଭାପତି କାମରାଜୁ ମହାରଣାଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି
Read More...

ଯୁବକଙ୍କୁ ପଥରରେ ଛେଚି ହତ୍ୟା ଅଭିଯୋଗ

ଉଦଳା : ଶରତ ଥାନା ଶ୍ରୀପଦମଞ୍ଜରୀ ଗ୍ରାମରେ ଯୁବକଙ୍କୁ ପଥରରେ ଛେଚି ନୃଶଂସ ଭାବେ ହତ୍ୟା କରାଯାଇଥିବା ଅଭିଯୋଗ ହୋଇଛି । ମୃତକ ଜଣକ ଶ୍ରୀପତମଞ୍ଜରୀ ଗ୍ରାମର ଲେଣ୍ଡୁ ସିଂ ବୋଲି ଜଣାପଡିଛି । ସୂଚନା ଅନୁସାରେ ଗତକାଲି ନିକଟସ୍ଥ ହାଟକୁ ମାଂସ ବିକ୍ରି କରିବାକୁ ଯାଇ ଲେଣ୍ଡୁ ଆଉ ଘରକୁ ଫେରି
Read More...

ରୁଷିଆର ଯୁଦ୍ଧଖୋର ମାନସିକତା ମହଙ୍ଗା ପଡ଼ିଲା : ପଶ୍ଚିମ ରାଷ୍ଟ୍ରରୁ ମିଳୁଥିବା ଆର୍ଥିକ ସହାୟତା ଉପରେ ଲାଗିଲା…

ୱାଶିଂଟନ୍‌ : ରୁଷିଆ ଓ ଯୁକ୍ରେନ୍‌ ମଧ୍ୟରେ ବିବାଦ ଆହୁରି ଜଟିଳ ହେଉଥିବା ବେଳେ ଆମେରିକା ଯୁଦ୍ଧ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଇସାରିଛି । ତଥାପି ସୀମାରେ ରୁଷିଆ ପକ୍ଷରୁ ଆହୁରି ସୈନ୍ୟ ଠୁଳ ଓ ଯୁଦ୍ଧଖୋର ମାନସିକତା ଯୋଗୁଁ ସାରା ବିଶ୍ୱର ନଜର ରହିଛି । ଏହି ସ୍ଥିତି ଉପରେ
Read More...

ବ୍ରଜରାଜନଗର ସିଟିଜନ କମିଟି ପକ୍ଷରୁ ବ୍ରଜରାଜନଗର ରେଳଷ୍ଟେସନରେ ବିଭିନ୍ନ ଟ୍ରେନ ରହଣି ଦାବୀରେ ରେଳମନ୍ତ୍ରୀଙ୍କୁ…

ବ୍ରଜରାଜନଗର : ବ୍ରଜରାଜନଗର ସିଟିଜନ କମିଟି ପକ୍ଷରୁ ବ୍ରଜରାଜନଗର ରେଳଷ୍ଟେସନରେ ବିଭିନ୍ନ ଟ୍ରେନ ରହଣି ଦାବୀରେ ରେଳରୋକ ଡାକରା ଦିଆଯାଇଥିବା ଜଣାପଡ଼ିଛି । ତେବେ ଅନେକ ଟ୍ରେନର ରହଣି ପୂର୍ବପରି ବ୍ରଜରାଜନଗର ଷ୍ଟେସନରେ ହେଉନାହିଁ । ଏନେଇ ଦକ୍ଷିଣ-ପୂର୍ବ ମଧ୍ୟ ରେଲୱେ ବିଲାସପୁର ଡ଼ିଭିଜନ
Read More...