pakka

ରୁଷିଆର ଯୁଦ୍ଧଖୋର ମାନସିକତା ମହଙ୍ଗା ପଡ଼ିଲା : ପଶ୍ଚିମ ରାଷ୍ଟ୍ରରୁ ମିଳୁଥିବା ଆର୍ଥିକ ସହାୟତା ଉପରେ ଲାଗିଲା ପ୍ରତିବନ୍ଧକ

bbehera

ୱାଶିଂଟନ୍‌ : ରୁଷିଆ ଓ ଯୁକ୍ରେନ୍‌ ମଧ୍ୟରେ ବିବାଦ ଆହୁରି ଜଟିଳ ହେଉଥିବା ବେଳେ ଆମେରିକା ଯୁଦ୍ଧ ରୋକିବା ପାଇଁ ସମସ୍ତ ପ୍ରକାର ପଦକ୍ଷେପ ନେଇସାରିଛି । ତଥାପି ସୀମାରେ ରୁଷିଆ ପକ୍ଷରୁ ଆହୁରି ସୈନ୍ୟ ଠୁଳ ଓ ଯୁଦ୍ଧଖୋର ମାନସିକତା ଯୋଗୁଁ ସାରା ବିଶ୍ୱର ନଜର ରହିଛି । ଏହି ସ୍ଥିତି ଉପରେ ପଶ୍ଚିମ ରାଷ୍ଟ୍ରରୁ ମିଳୁଥିବା ଆର୍ଥିକ ସହାୟତା ଉପରେ ଲାଗିଛି ପ୍ରତିବନ୍ଧକ । ବ୍ୟବସାୟ ମଧ୍ୟରେ ଆମେରିକା ସହ ଜାପାନ ମଧ୍ୟ ଲଗାଇଛି କଟକଣା । ଅନ୍ୟପକ୍ଷରେ ୟୁକ୍ରେନ୍‌ ସହ ଯୋଗଯୋଗରେ ରହିଛି ଆମେରିକା ଓ ୟୁକ୍ରେନକୁ ସମସ୍ତ ପ୍ରକାର ସହାୟତା ଯୋଗାଇଦେବାକୁ ଆମେରିକା ପ୍ରତିଶ୍ରୁତି ବଦ୍ଧ ହୋଇଛି ।

jay balangir
Leave A Reply

Your email address will not be published.

three × one =