pakka

ବ୍ରଜରାଜନଗର ସିଟିଜନ କମିଟି ପକ୍ଷରୁ ବ୍ରଜରାଜନଗର ରେଳଷ୍ଟେସନରେ ବିଭିନ୍ନ ଟ୍ରେନ ରହଣି ଦାବୀରେ ରେଳମନ୍ତ୍ରୀଙ୍କୁ ଦାବୀପତ୍ର ପ୍ରଦାନ

bbehera

ବ୍ରଜରାଜନଗର : ବ୍ରଜରାଜନଗର ସିଟିଜନ କମିଟି ପକ୍ଷରୁ ବ୍ରଜରାଜନଗର ରେଳଷ୍ଟେସନରେ ବିଭିନ୍ନ ଟ୍ରେନ ରହଣି ଦାବୀରେ ରେଳରୋକ ଡାକରା ଦିଆଯାଇଥିବା ଜଣାପଡ଼ିଛି । ତେବେ ଅନେକ ଟ୍ରେନର ରହଣି ପୂର୍ବପରି ବ୍ରଜରାଜନଗର ଷ୍ଟେସନରେ ହେଉନାହିଁ । ଏନେଇ ଦକ୍ଷିଣ-ପୂର୍ବ ମଧ୍ୟ ରେଲୱେ ବିଲାସପୁର ଡ଼ିଭିଜନ ମହାପ୍ରବନ୍ଧ ସମେତ ରେଳମନ୍ତ୍ରୀଙ୍କୁ ବ୍ରଜରାଜନଗର ସିଟିଜନ ଓ ବିଭିନ୍ନ ଅନୁଷ୍ଠାନ ପକ୍ଷରୁ ଦାବୀପତ୍ର ଦିଆଯାଇଛି । ତେବେ ଆଜି ବ୍ରଜରାଜନଗର ସିଟିଜନ ପକ୍ଷରୁ ଡିଭିଜନ ମହାପ୍ରବନ୍ଧକଙ୍କୁ ଦିଆଯାଇଥିବା ଦାବୀ ପତ୍ରରେ ଉଲ୍ଲେଖ ଅଛି ଯେ, ଟ୍ରେନ୍‌ଗୁଡ଼ିକ ଏହିଷ୍ଟେସନ୍‌ରେ ରହଣି ନହେଲେ ଆସନ୍ତା ୩ ତାରିଖରୁ ସେମାନେ ରେଳ ରୋକ ଆନ୍ଦୋଳନରେ ଓହ୍ଲାଇବେ ବୋଲି କୁହାଯାଇଛି ।

jay balangir
Leave A Reply

Your email address will not be published.

four × four =

error: Content is protected !!