Browsing Tag

brajarajnagar news

ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ଆଗମନ

ବ୍ରଜରାଜନଗର : ହୀରାକୁଦ ଜଳଭଣ୍ଡାରକୁ ବିଦେଶୀ ପକ୍ଷୀଙ୍କ ଆଗମନ ବଢ଼ିଛି । ପ୍ରତିବର୍ଷ ଭଳି ଚଳିତ ବର୍ଷ ମଧ୍ୟ ଆସନ୍ତା ୮ତାରିଖ ଦିନ ଜଳଭଣ୍ଡାରରେ ପକ୍ଷୀ ଗଣନା କରାଯିବ । ଏହି କାର୍ଯ୍ୟ ସକାଳ ୫ଟାରୁ ଅପରାହ୍ନ ୫ଟା ପର୍ଯ୍ୟନ୍ତ ଚାଲିବ । ବ୍ରଜରାଜନଗରର ହୀରାକୁଦ ଜଳଭଣ୍ଡାର ପାର୍ଶ୍ଵକୁ ଲାଗିଥିବା
Read More...

ବିଷଧର ଜୀବ କାମୁଡାରେ ଶିଶୁ ମୃତ

ବ୍ରଜରାଜନଗର : ଝାରସୁଗୁଡା ଜିଲ୍ଲା ବେଲପାହାଡ ଥାନା ଜୁରାବଗା ଆର୍‌ସିପିପଡାରେ ଏକ ବିଷଧର ଜୀବ କାମୁଡାରେ ରାକେଶ ମହତୋଙ୍କ ୩ ବର୍ଷର ପୁଅର ମୃତ୍ୟୁ ଘଟିଥିବା ଜଣାପଡିଛି । ଶୁକ୍ରବାର ସକାଳ ୭.୩୦ ମିନିଟ୍‌ରେ ଶିଶୁଟି ଖେଳୁଥିବା ସମୟରେ କିଛି ସରୀସୃପ ଜାତୀୟ ଜୀବ ଗୋଡରେ କାମୁଡି ଦେଇଥିବା ନେଇ
Read More...

ମଦ୍ୟପ ଟ୍ରକ ଚାଳକ ଗିରଫ

ବ୍ରଜରାଜନଗର : ଓରିଏଣ୍ଟ ଥାନା ପକ୍ଷରୁ ସୋମବାର ବିଳମ୍ବିତ ରାତିରେ ମଦୁଆ ଗାଡି ଚାଳକ ଧରିବା ପାଇଁ ୯ ନଂ ଛକରେ ଯାଞ୍ଚ କରାଯାଇଥିଲା । ଜଣେ ଟ୍ରକ ଚାଳକ ମଦ ପିଇ ଗାଡି ଚଳାଉଥିବା ଟେଷ୍ଟରୁ ଜଣାପଡିଥିଲା । ଫଳରେ ପୁଲିସ ତାଙ୍କୁ ଗିରଫ କରିଥିବା ଜଣାପଡିଛି ।
Read More...

ପୂର୍ବ ଶତୃତାରୁ ନେଇ ଆକ୍ରମଣ ଅଭିଯୋଗ : ୧ ଆହତ

ବ୍ରଜରାଜନଗର, (କେପିଏନ୍‌ଏସ୍‌) : ବ୍ରଜରାଜନଗର ଥାନା ତେଲେନପାଲିରେ ପୂର୍ବ ଶତୃତାକୁ ନେଇ ହୋଇଥିବା ଆକ୍ରମଣରେ ସ୍କୁଲପଡାର ସୁରେନ୍ଦ୍ର ସିଂହ ଆହତ ହୋଇଥିବା ଜଣାପଡିଛି । ଏନେଇ ବ୍ରଜରାଜନଗର ଥାନାରେ ଏକ ମାମଲା ରୁଜୁ ହୋଇଛି । ଅଭିଯୋଗ ଅନୁସାରେ, ରବିବାର ରାତିରେ ସୁରେନ୍ଦ୍ର ଯାଉଥିବା ବେଳେ
Read More...

ଠିକା କମ୍ପାନିର ଗାଡି ଅଟକାଇବା ଅଭିଯୋଗରେ ୫ ଗିରଫ

ବ୍ରଜରାଜନଗର : ବ୍ରଜରାଜନଗର ଥାନା ଲଜକୁରା କୋଇଲା ଖଣିରେ କାର୍ଯ୍ୟରତ ହିଲ୍‌ଟପ ଠିକା କମ୍ପାନିର ଗାଡିକୁ ଅଟକାଇବା ନେଇ ଲଜକୁର ପ୍ରକଳ୍ପ ଅଦିକାରୀ ରବିବାର ଦିନ ଥାନାରେ ଅଭିଯୋଗ କରିଥିଲେ । ଏହି ମାମଲାରେ ପୁଲିସ ସେମାବାର ଅଭିଯୁକ୍ତ କୁଳେଶ୍ୱର ସାହୁ, ଲୋକେଶ୍ୱର ଭୋଇ, ସୁରେଶ ରଣବିଡା, ପାଏଲ
Read More...

ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ

ବ୍ରଜରାଜନଗର : ବ୍ରଜରାଜନଗରରେ ଆଜି ପଣ୍ଡିତ ଗୋପବନ୍ଧୁ ଦାସଙ୍କ ଶ୍ରାଦ୍ଧ ଦିବସ ପାଳିତ ହୋଇଯାଇଛି । ଏହି ଅବସରରେ ଇଏସ୍‌ଆଇ ଛକ ସ୍ଥିତ ଉତ୍କଳମଣିଙ୍କ ପ୍ରତିମୂର୍ତ୍ତିରେ ସାମୁହିକ ଭାବେ ବିଭିନ୍ନ ସଂସ୍ଥା, ସଂଗଠନ, ରାଜନୈତିକ ଦଳ ଓ ବ୍ୟକ୍ତି ବିଶେଷମାନଙ୍କ ତରଫରୁ ମାଲ୍ୟାର୍ପଣ କରି
Read More...

ଯୁବକଙ୍କ ସନ୍ଦେହଜନକ ମୃତ୍ୟୁ

ବ୍ରଜରାଜନଗର : ଝାରସୁଗୁଡା ଜିଲ୍ଲା ବେଲପାହାଡ ବଜାର ପଡାରେ ରହୁଥିବା ଅଭିଜିତ ଘୋଷଙ୍କ ଗତକାଲି ସନ୍ଦେହଜନକ ଭାବେ ମୃତ୍ୟୁ ଘଟିଛି । ପରିବାର ଲୋକଙ୍କ କହିବା ଅନୁସାରେ ଅଭିଜିତ ଗାଧୁଆ ଘରୁ ବାହାରିବା ସମୟରେ ପଡିଯାଇଥିଲେ । ତାଙ୍କୁ ଚିକିତ୍ସା ପାଇଁ ବେଲପାହାଡ ସରକାରୀ ହସ୍ପିଟାଲକୁ
Read More...

ବ୍ରଜରାଜନଗର ଉପନିର୍ବାଚନରେ ବିଜୟିନୀ ହେଲେ ଅଳକା ମହାନ୍ତି

ବ୍ରଜରାଜନଗର : ବ୍ରଜରାଜନଗର ଉପନିର୍ବାଚନରେ ବିଜୟିନୀ ହେଲେ ଅଳକା ମହାନ୍ତି । ପ୍ରାୟ ୬୫ ହଜାରରୁ ଉର୍ଦ୍ଧ୍ଵ ଭୋଟରେ ବିଜୟିନୀ ହେଲେ ଅଳକା ମହାନ୍ତି । କଂଗ୍ରେସ ପ୍ରାର୍ଥୀ କିଶୋର ପଟେଲଙ୍କୁ ହରାଇ ଅଳକା ଜିତାପଟ୍ ମାରିଛନ୍ତି । ସେହିପରି ବିଜେପି ପ୍ରାର୍ଥୀନୀ ରାଧାରାଣୀ ପଣ୍ଡା ତୃତୀୟ
Read More...

ବ୍ରଜରାଜନଗର ସିଟିଜନ କମିଟି ପକ୍ଷରୁ ବ୍ରଜରାଜନଗର ରେଳଷ୍ଟେସନରେ ବିଭିନ୍ନ ଟ୍ରେନ ରହଣି ଦାବୀରେ ରେଳମନ୍ତ୍ରୀଙ୍କୁ…

ବ୍ରଜରାଜନଗର : ବ୍ରଜରାଜନଗର ସିଟିଜନ କମିଟି ପକ୍ଷରୁ ବ୍ରଜରାଜନଗର ରେଳଷ୍ଟେସନରେ ବିଭିନ୍ନ ଟ୍ରେନ ରହଣି ଦାବୀରେ ରେଳରୋକ ଡାକରା ଦିଆଯାଇଥିବା ଜଣାପଡ଼ିଛି । ତେବେ ଅନେକ ଟ୍ରେନର ରହଣି ପୂର୍ବପରି ବ୍ରଜରାଜନଗର ଷ୍ଟେସନରେ ହେଉନାହିଁ । ଏନେଇ ଦକ୍ଷିଣ-ପୂର୍ବ ମଧ୍ୟ ରେଲୱେ ବିଲାସପୁର ଡ଼ିଭିଜନ
Read More...

ଆତ୍ମହତ୍ୟା କଲେ ଯୁବକ

ବ୍ରଜରାଜନଗର : ଝାରସୁଗୁଡ଼ା ଜିଲ୍ଲା ଓରିଏଣ୍ଟ ଥାନା ଅନ୍ତର୍ଗତ ଗଜପତି ନଗରରେ ସିଭିକେ ମାରୁତି ରାଓ(୪୫) ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଗତକାଲି ଅପରାହ୍ନ ୩ଟାରେ ଶ୍ରୀ ରାଓ ନିଜ ଘରେ ଇଲେକ୍ଟ୍ରି ତାର ବାନ୍ଧି ପଙ୍ଖାରେ ଝୁଲି ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ତାଙ୍କ
Read More...