pakka

ଅବକାରୀ ବିଭାଗର ଚଢାଉ : ୨୦ ଲିଟର ଦେଶୀ ମଦ ସହ ୧ ଗିରଫ

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଗୁଡଭେଲା ଗାଁରେ ଅବକାରୀ ବିଭାଗ ଚଢାଉ କରି ୨୦ ଲିଟର ଦେଶୀ ମଦ ସହ ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ସୂଚନା ଅନୁସାରେ ବଲାଙ୍ଗିରରେ ବଢୁଥିବା ନିଶା କାରବାରକୁ ଦୃଷ୍ଟିରେ ରଖି ମଦ ମାଫିଆଙ୍କୁ ଗିରଫ କରିବା ପାଇଁ ବଲାଙ୍ଗିର ଅବକାରୀ ବିଭାଗ ଏକ ସ୍ୱତନ୍ତ୍ର ଟିମ୍‌ ଗଠନ କରିଛି । ଆଜି ଏହି ଟିମ୍‌ ପକ୍ଷରୁ ଗୁଡଭେଲା ଗ୍ରାମରେ ଚଢାଉ କରାଯାଇଥିବା ବେଳେ ୧୦ ଲିଟର ଦେଶୀ ରନ୍ଧା ମଦ ଜବତ କରି ଜଣେ ଅଭିଯୁକ୍ତଙ୍କୁ ଗିରଫ କରିଥିବା ଜଣାପଡିଛି । ଗିରଫ ଅଭିଯୁକ୍ତ ଜଣକ ଗୁଡଭେଲା ଗ୍ରାମର ଭୋଜରାଜ ବାଗ ବୋଲି ଜଣାପଡିଛି ।

jay balangir
Leave A Reply

Your email address will not be published.

four × 1 =