Daily Archives

୩୦୦ ବୋତଲ କଫ ସିରଫ ଓ ୨ କେଜି ଗଞ୍ଜେଇ ଜବତ ସହ ଜଣେ ଗିରଫ

ଖୋର୍ଦ୍ଧା : ଖୋର୍ଦ୍ଧା ପୁବୁସାହି ଗ୍ରାମରେ ଅବକାରୀ ପୋଲିସ ଚଢ଼ାଉ କରି ୩୦୦ ବୋତଲ କଫ ସିରଫ ସହ ୨ କେଜି ଗଞ୍ଜେଇ ଜବତ କରିଥିବା ଜଣାପଡିଛି । ଏହି ଘଟଣାରେ ସଂପୃକ୍ତ ଥିବା ଅଭିଯୁକ୍ତ ଗଣେଶ କୁମାର ପାତ୍ରଙ୍କୁ ଅବକାରୀ ବିଭାଗ ଗିରଫ କରିଥିବା ଜଣାପଡିଛି । ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ
Read More...

ଲୋଇସିଂହା ବ୍ଲକ ଠାକୁରପାଲି ବୁଥରେ ସାନି ମତଦାନ

ଲୋଇସିଂହା, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ ସରଗାଡ଼ ପଞ୍ଚାୟତ ଠାକୁରପାଲି ଗାଁରେ ଆଜି ସାନି ମତଦାନ ଅନୁଷ୍ଠିତ ହୋଇଥିବା ଜଣାପଡିଛି । ଗତ ୧୮ ତାରିଖରେ ଏହି ବ୍ଲକରେ ଦ୍ଵିତୀୟ ପର୍ଯ୍ୟାୟ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହୋଇଥିଲା । ଠାକୁରପାଲି ଗାଁରେ ୬
Read More...

ପାଇକମାଲ ୟୁକୋ ବ୍ୟାଙ୍କ ସମ୍ମୁଖରେ ସଡ଼କ ଦୁର୍ଘଟଣା, ୧ ଗୁରୁତର

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ୟୁକୋ ବ୍ୟାଙ୍କ ସମ୍ମୁଖରେ ଆଜି ୧୨ଟା ୩୦ ମିନିଟ୍‌ ସମୟରେ ଶତାବ୍ଦୀ ବସ୍‌ (ଓଡି୧୭କ୍ୟୁ ୨୭୧୧) ଏକ ମହିଳାଙ୍କୁ ଧକ୍କା ଦେଇ ଘଟଣାସ୍ଥାନରୁ ଡ୍ରାଇଭର ଓ ହେଲ୍ପର ଫେରାର ହୋଇ ଯାଇଥିବା ଜଣାପଡ଼ିଛି । ଘଟଣାସ୍ଥଳରେ ବସ ତଳେ ଯୁବତୀ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକ ବକଟି ଗ୍ରା.ପ.ରୁ ଜଣେ ଓ ପାଟଣାଗଡ ବ୍ଲକ ଡାଙ୍ଗବାହାଲ ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟ ଗଣତି ସଂପର୍କୀତ ସୂଚନା ଜାରି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପ୍ରଶାସନ ପକ୍ଷରୁ ଭୋଟ ଗଣତି ସଂପର୍କୀତ ସୂଚନା ଜାରି କରାଯାଇଛି । ପାଟଣାଗଡ ବ୍ଲକର ତିନୋଟି ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ ପାଇଁ ପାଟଣାଗଡ ଜବହାରଲାଲ କଲେଜରେ ଗଣତି ହେବ । ବେଲପଡା ବ୍ଲକର ନିନୋଟି ଜିଲ୍ଲା ପରିଷଦ ନିର୍ବାଚନ ମଣ୍ଡଳୀ
Read More...

ଭୋଟ ନଦେଲେ ଜୀବନରେ ମାରି ଦେବା ପାଇଁ ଧମକ ଅଭିଯୋଗ : ସରପଞ୍ଚ ପ୍ରାର୍ଥୀ ସଇଁତଲା ଥାନାରେ ଅଟକ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା କୁଇକେଡ଼ା ପଞ୍ଚାୟତ ନିର୍ବାଚନରେ ତାତି ଥିବା ବେଳେ ଏହି ନିର୍ବାଚନକୁ ନେଇ ଏବେ ହିଂସା କଥା ମଧ୍ୟ ସାମ୍ନାକୁ ଆସିଛି । ପ୍ରକାଶ ଯେ, କୁଇକଡା ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀ ଦେବରାଜ ମହାନନ୍ଦ ଆଜି ରେଙ୍ଗାଲି ପଟେଲ ପଡାର
Read More...

୨୫ରେ ୯ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା

ଭୁବନେଶ୍ୱର, (ସୁଶାନ୍ତ ସାହୁ) : ୨୫ରେ ୯ ଜିଲ୍ଲାରେ ଘଡ଼ଘଡ଼ି ସହ ବର୍ଷା ସମ୍ଭାବନା ନେଇ ପାଣିପାଗ କେନ୍ଦ୍ର ପକ୍ଷରୁ ସୂଚନା ମିଳିଛି । ପାଣିପାଗ କେନ୍ଦ୍ରର ସୂଚନା ମୁତାବକ, ଆସନ୍ତା ୨୫ ତାରିଖ ଦିନ ସୁନ୍ଦରଗଡ଼, ଦେବଗଡ଼, ଅନୁଗୁଳ, ଢେଙ୍କାନାଳ, କେନ୍ଦୁଝର, ମୟୂରଭଞ୍ଜ, ଯାଜପୁର, ଭଦ୍ରକ ଓ
Read More...

୩ ଦିନ ହେଲା ସାମ୍ବାଦିକ ନିଖୋଜ ଅଭିଯୋଗ

ବାଲିପାଟଣା : ୩ ଦିନ ହେଲା ବାଲିଅନ୍ତା ସାମ୍ବାଦିକ ପୀତବାସ ଦାଶ ନିଖୋଜ ହୋଇଥିବା ନେଇ ପରିବାର ପକ୍ଷରୁ ଲିଖିତ ଅଭିଯୋଗ ହୋଇଛି । ସୂଚନା ଅନୁସାରେ ସୋମବାର ସନ୍ଧ୍ୟା ୭ଟାରେ ମୋବାଇଲ୍ ଚାର୍ଜ ନଥିବାରୁ ଘରେ ମୋବାଇଲ୍ ରଖି ବଜାରକୁ ଯାଇଥିବା ବେଳେ ଛକରେ ତାଙ୍କ ବାଇକ୍ ଚାବି ଲଗା ଅବସ୍ଥାରେ ଥିବା
Read More...

ମକ୍କା ବୋଝେଇ ପିକ୍‌ଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ଥ, ଡ୍ରାଇଭର ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଥାନା ସମ୍ମୁଖ ୧୬ ନମ୍ବର ଜାତୀୟ ରାଜପଥରେ ଭୋର ସମୟରେ ଏକ ମକ୍କା ବୋଝେଇ ପିକ୍‌ଅପ୍‌ ଭ୍ୟାନ ଦୁର୍ଘଟଣାଗ୍ରସ୍ଥ ହୋଇ ଡ୍ରାଇଭର ଗୁରୁତର ଆହତ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନାନୁଯାୟୀ ମଙ୍ଗଳବାର ଭୋର ସମୟରେ ଓଡ଼ି୦୭ଜି୪୩୮୦ ନମ୍ବର ବିଶିଷ୍ଟ ଏକ
Read More...

ରକ୍ତଦାନ କରି ସାତଦିନିଆ ଶିଶୁର ଜୀବନ ବଞ୍ଚାଇଲେ ବ୍ଲଡ଼ ଡୋନର ଲାଇଭ ସେଭର୍‌ର ଯୁବ ସଦସ୍ୟ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରିଷିଡ଼ାର ଜଣେ ସାତଦିନିଆ ଶିଶୁ ଅସୁସ୍ଥତା କାରଣ ହେତୁ ବଲାଙ୍ଗିର ଭୀମ ଭୋଇ ମେଡ଼ିକାଲ କଲେଜ ଓ ହସ୍ପିଟାଲରେ ଭର୍ତ୍ତି ହୋଇଛନ୍ତି । ତେବେ ଶିଶୁର ଶରୀରରେ ରକ୍ତର ପରିମାଣ କମ୍‌ ଥିବା ହେତୁ ଡାକ୍ତର ତୁରନ୍ତ ଓ ନେଗେଟିଭ୍‌ ରକ୍ତର ଆବଶ୍ୟକ ରହିଥିବା ନେଇ ପରିବାର
Read More...