Daily Archives

ଆଉ ୨ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ, ନିର୍ବାଚନ ସ୍ଥଗିତ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଗତକାଲି ଜଣେ ପ୍ରାର୍ଥୀ ଙ୍କ ମୃତ୍ୟୁ ହେବା ପରେ ନିର୍ବାଚନ ସ୍ଥଗିତ ହୋଇଥିଲା । ଆଜି ପୁଣି ଆଉ ଦୁଇ ଜଣ ପ୍ରାର୍ଥୀଙ୍କ ମୃତ୍ୟୁ ହେବା ଯୋଗୁଁ ନିର୍ବାଚନକୁ ସ୍ଥଗିତ ରଖିଛନ୍ତି ନିର୍ବାଚନ ଅଧିକାରୀ । ଆଜି ବରଗଡ଼ ବ୍ଲକ ଅନ୍ତର୍ଗତ ଗୋବିନ୍ଦ ପୁର ପଞ୍ଚାୟତ ର
Read More...

ପଦ୍ମପୁର ପୂର୍ବତନ ବିଧାୟକ ପ୍ରଦୀପ ପୁରୋହିତ ନିଜ ମାଆଙ୍କ ସାଙ୍ଗରେ ଭୋଟ ଦେଲେ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପଦ୍ମପୁର ଉପଖଣ୍ଡ ପାଇକମାଲ, ଝାରବନ୍ଧ ବ୍ଲକରେ ପ୍ରଥମ ପର୍ୟ୍ୟାୟରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ଭୋଟ ଗ୍ରହଣ ହୋଇଛି । ସାଧାରଣ ଭୋଟରଙ୍କ ସହ ପଦ୍ମପୁର ନିର୍ବାଚନ ମଣ୍ଡଳୀର ପୂର୍ବତନ ବିଧାୟକ ତଥା ବିଜେପି ଦଳର ଟାଣୁଆ ନେତା ପ୍ରଦୀପ ପୁରୋହିତଙ୍କ
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ : ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଶେଷ, ଜିଲ୍ଲାରେ ୭୯.୩୭ ମତଦାନ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଜିଲ୍ଲାରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ ଆଜି ଶେଷ ହୋଇଛି । ୪ଟି ବ୍ଲକରେ ଅନୁଷ୍ଠିତ ଉକ୍ତ ନିର୍ବାଚନରେ ୭୯.୩୭ ମତଦାନ ହୋଇଥିବା ଜିଲ୍ଲା ପଞ୍ଚାୟତ ଅଧିକାରୀଙ୍କ ପକ୍ଷରୁ ସୂଚନା ମିଳିଛି । ପ୍ରଥମ ପର୍ଯ୍ୟାୟରେ ଭଟଲି
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଓ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୨୭ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତାକାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସୋନପୁର, ତରଭା, ଉଲୁଣ୍ଡା, ବିନିକା
Read More...

ଲୋଇସିଂହା ନିର୍ବାଚନ ମଣ୍ଡଳୀର ୩୩ ନମ୍ବର ଜୋନରେ ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ଲଢୁଛନ୍ତି ଲକ୍ଷ୍ମୀପ୍ରିୟା ମିଶ୍ର

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ନିର୍ବାଚନ ମଣ୍ଡଳୀର ୩୩ ନମ୍ବର ଜୋନରେ ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ଲକ୍ଷ୍ମୀପ୍ରିୟା ମିଶ୍ର ପ୍ରତିଦ୍ୱନ୍ଦିତା କରୁଥିବା ଦେଖିବାକୁ ମିଳିଛି । ବିଜେପି ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟା ଭୋଟରମାନଙ୍କ ଘରକୁ ଘର ଯାଇ ଭୋଟ ପ୍ରଚାର କରିବା ସହ ଆଗାମୀ
Read More...

ବଲାଙ୍ଗିର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୦.୨୪ ଶତକଡା ଭୋଟ ପଡିଲା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହୋଇଥିବା ବେଳେ ଖପ୍ରାଖୋଲ, ବେଲପଡା ଓ ପାଟଣାଗଡ ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ହୋଇଥିବା ସୂଚନା ମିଳିଛି । ତେବେ ଖପ୍ରାଖୋଲ ବ୍ଲକରେ ୬୪.୨୬ ଶତକଡା, ବେଲପଡା ବ୍ଲକରେ ୬୪.୬୬ ଶତକଡା ଏବଂ
Read More...

ଡମ୍ବରୁ ମାଝିଙ୍କୁ କେବେ ମିଳିବ ବାର୍ଦ୍ଧକ୍ୟ ଭତ୍ତା ?

ତୁରେକେଲା, (କୈଳାଶ ସଗ୍ରିଆ) : ହିଆଲ ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ହିଆଲ ଗାଁ ଗଉନ୍ତିଆପଡାର ଡମ୍ବରୁ ମାଝି (୬୮) ନିଃସନ୍ତାନ ଭୂମିହୀନ ବୃଦ୍ଧ ଅନେକ ଥର ୱାର୍ଡ ମେମ୍ବର, ସରପଞ୍ଚ, ସମିତି ସଭ୍ୟକୁ ବାର୍ଦ୍ଧକ୍ୟ ଭତ୍ତା ପାଇବା ଆଶାରେ ଦୁଃଖ ଗୁହାରି କରିଥିଲେ ସୁଦ୍ଧା ଏଯାଏଁ ଭତ୍ତା ପାଇବାରୁ
Read More...

ସରିଲା ଭୋଟଦାନ : ମୋହରରେ ଛକିଚିହ୍ନ ନଥିବାରୁ ଭୋଟର ଅସନ୍ତୁଷ୍ଟ, ବ୍ଲକ ନିର୍ବାଚନ ଅଧିକାରୀଙ୍କ ନିକଟରେ ଅଭିଯୋଗ

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକ ଉମା ଗ୍ରାମ ପଞ୍ଚାୟତ ୧ ନମ୍ବର ବୁଥ ଫଟାମୁଣ୍ତାରେ ଆଜି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ମତଦାନ ହୋଇଥିଲା । ସର୍ବମୋଟ ୪୧୭ ଜଣ ଭୋଟର ମଧ୍ୟରୁ ମହିଳା ୧୬୬ ଏବଂ ପୁରୁଷ ୧୭୮ ଜଣ ସମେତ ୩୪୪ ଜଣଙ୍କର ଭୋଟଦାନ ହୋଇଥିଲା । କେନ୍ଦ୍ରରେ ଶାନ୍ତି
Read More...

ଭୋଟଦାନ କରି ଖୁସିବ୍ୟକ୍ତ କଲେ ଭୋଟର

ବୌଦ୍ଧ, (ବଂଶୀଧର ମାଝୀ) : କଣ୍ଟାମାଳ ବ୍ଲକରେ ଆଜି ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟାୟ ମତଦାନ ଆରମ୍ଭ ହୋଇଯାଇଛି । ବ୍ଲକର ୨୪ଟି ପଞ୍ଚାୟତରେ ୪୬୫ଜଣ ୱାର୍ଡ ସଭ୍ୟ, ୯୨ ଜଣ ସରପଞ୍ଚ, ୭୧ ଜଣ ସମିତିସଭ୍ୟ ଏବଂ ୧୨ଜଣ ଜିଲ୍ଲା ପରିଷଦ ପ୍ରାର୍ଥୀ ରହିଥିବା ବେଳେ ସମୁଦାୟ ୬୪୦ଜଣ ପ୍ରାର୍ଥୀ ଓ
Read More...

ଏନ୍‌କେଏଫ୍‌ଏ ଫୁଟ୍‌ବଲ ପ୍ରତିଯୋଗିତା ଉଦ୍‌ଯାପିତ : ହାତୀସରାକୁ ହରାଇ ମାକରଚୁଆଁ ଚାମ୍ପିଅନ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ସ୍ଥିତ ନେହେରୁ ଖେଳ ପଡ଼ିଆରେ ଏନ୍‌କେଏଫ୍‌ଏ ଆନୁକୂଲ୍ୟରେ ରବିବାର ଦିନରୁ ଆରମ୍ଭ ହୋଇଥିବା ଫୁଟ୍‌ବଲ ପ୍ରତିଯୋଗିତା ଆଜି ଉଦ୍‌ଯାପିତ ହୋଇଯାଇଛି । ଫାଇନାଲ ମ୍ୟାଚରେ ମାକରଚୁଆଁ ଦଳ ୧-୦ ଗୋଲରେ ହାତୀସରାକୁ ହରାଇ ଚାମ୍ପିଅନ ହୋଇଥିଲା । ଆଜିର
Read More...