pakka

ଲୋଇସିଂହା ନିର୍ବାଚନ ମଣ୍ଡଳୀର ୩୩ ନମ୍ବର ଜୋନରେ ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ଲଢୁଛନ୍ତି ଲକ୍ଷ୍ମୀପ୍ରିୟା ମିଶ୍ର

bbehera

ଲୋଇସିଂହା, (କେପିଏନ୍‌ଏସ୍‌) : ଲୋଇସିଂହା ନିର୍ବାଚନ ମଣ୍ଡଳୀର ୩୩ ନମ୍ବର ଜୋନରେ ଜିଲ୍ଲା ପରିଷଦ ସଭ୍ୟ ପଦବୀ ପାଇଁ ଲକ୍ଷ୍ମୀପ୍ରିୟା ମିଶ୍ର ପ୍ରତିଦ୍ୱନ୍ଦିତା କରୁଥିବା ଦେଖିବାକୁ ମିଳିଛି । ବିଜେପି ପ୍ରାର୍ଥିନୀ ଲକ୍ଷ୍ମୀପ୍ରିୟା ଭୋଟରମାନଙ୍କ ଘରକୁ ଘର ଯାଇ ଭୋଟ ପ୍ରଚାର କରିବା ସହ ଆଗାମୀ ସମୟରେ ନିଜ ଅଞ୍ଚଳର ସର୍ବାଙ୍ଗୀନ ଉନ୍ନତି ପାଇଁ ନିଜର ସଂକଳ୍ପବଦ୍ଧତା ସମ୍ପର୍କରେ ଭୋଟରଙ୍କୁ ବୁଝାଉଛନ୍ତି ।

jay balangir
Leave A Reply

Your email address will not be published.

4 × four =