pakka

ବଲାଙ୍ଗିର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନରେ ୭୦.୨୪ ଶତକଡା ଭୋଟ ପଡିଲା

bbehera

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲାରେ ପ୍ରଥମ ପର୍ଯ୍ୟାୟ ନିର୍ବାଚନ ସମାପ୍ତ ହୋଇଥିବା ବେଳେ ଖପ୍ରାଖୋଲ, ବେଲପଡା ଓ ପାଟଣାଗଡ ବ୍ଲକରେ ଶାନ୍ତି ଶୃଙ୍ଖଳାର ସହ ମତଦାନ ହୋଇଥିବା ସୂଚନା ମିଳିଛି । ତେବେ ଖପ୍ରାଖୋଲ ବ୍ଲକରେ ୬୪.୨୬ ଶତକଡା, ବେଲପଡା ବ୍ଲକରେ ୬୪.୬୬ ଶତକଡା ଏବଂ ପାଯଣାଗଡ ବ୍ଲକରେ ୮୦.୩୨ ଶତକଡା ମତଦାନ ହୋଇଛି । ଆଜିର ନିର୍ବାଚନରେ ୧୩୯୧୯୭ ଜଣ ପୁରୁଷ ଭୋଟରଙ୍କ ମଧ୍ୟରୁ ୯୬୧୯୧ ଜଣ ଏବଂ ୨୭୨୩୧୭ ଜଣ ମହିଳା ଭୋଟରଙ୍କ ମଧ୍ୟରୁ ୯୫୦୭୪ ଜଣ ମତଦାନ କରିଛନ୍ତି ।

jay balangir
Leave A Reply

Your email address will not be published.

16 + nineteen =