Daily Archives

ଚାଲିଗଲେ ବିଶିଷ୍ଟ ସାହିତ୍ୟିକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକ

ଭୁବନେଶ୍ବର, (କେପିଏନ୍‌ଏସ୍‌) : ବିଶିଷ୍ଟ ସାହିତ୍ୟିକ, କବି, ଅଧ୍ୟାପକ ଓ ସମ୍ପାଦକ ହରପ୍ରସାଦ ପରିଚ୍ଛା ପଟ୍ଟନାୟକଙ୍କ ୬୯ ବର୍ଷ ବୟସରେ ଆଜି ପରଲୋକ ହୋଇଥିବା ସୂଚନା ମିଳିଛି । ଭୁବନେଶ୍ୱରରେ ଚିକିତ୍ସାଧୀନ ଅବସ୍ଥାରେ ତାଙ୍କର ଦେହାନ୍ତ ଘଟିଥିବା ଜଣାପଡିଛି । ଇଂରାଜୀ ଏବଂ ଓଡିଆା ଭାଷାରେ
Read More...

ସମିତି ସଭ୍ୟ ପ୍ରାର୍ଥୀଙ୍କୁ ମରଣାନ୍ତକ ଆକ୍ରମଣ ଅଭିଯୋଗ

କଟକ : କଟକ ଜିଲ୍ଲା ସାଲେପୁର ନିର୍ବାଚନ ମଣ୍ଡଳୀ ଶିଶୁଆ ପଞ୍ଚାୟତ ସମିତି ସଭ୍ୟ ପ୍ରାର୍ଥୀ ମାନସ କୁମାର ଦାସଙ୍କୁ ମରଣାନ୍ତକ ଆକ୍ରମଣ କରିଥିବା ଅଭିଯୋଗ ହୋଇଛି । ପ୍ରଚାର କାର୍ଯ୍ୟ ସାରି ଗତକାଲି ବିଳମ୍ବିତ ରାତିରେ ଘରକୁ ଫେରୁଥିବା ବେଳେ ଆକ୍ରମଣ ହୋଇଥିବା ନେଇ ମାନସ କୁମାର ଦାସ ସାଲେପୁର
Read More...

ନିର୍ବାଚନରେ ନିୟୋଜିତ ଗାଡି ଡ୍ରାଇଭରଙ୍କୁ ଅଣଦେଖା ଯୋଗୁଁ ଅସନ୍ତୋଷ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଚଳିତ ପଂଚାୟତ ନିର୍ବାଚନ ପାଇଁ ବିଭିନ୍ନ ଗାଡିକୁ ଆକ୍‌ସନରେ ନେଇଛି ଜିଲ୍ଲା ପ୍ରଶାସନ । ଆକ୍‌ସନରେ ଯାଇଥିବା ଗାଡି ଡ୍ରାଇଭର ମାନଙ୍କ ରହିବା ଏବଂ ଖାଇବା ଆଦି ସୁବିଧା ଯୋଗାଇ ଦେବା ପାଇଁ ଜିଲ୍ଲାପାଳଙ୍କ ଦ୍ୱାରସ୍ତ ହୋଇଛନ୍ତି କିଛି ଡ୍ରାଇଭର । ଗାଡି
Read More...

ନାବାଳିକାଙ୍କୁ ଉଦ୍ଧାର କଲା ରମ୍ଭା ପୋଲିସ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ଜିଲ୍ଲା ପ୍ରସିଦ୍ଧ ହୁମା ହାଟରୁ ଜଣେ ନାବାଳିକାଙ୍କୁ କେହି ଅପହରଣ କରିଥିବା ନାବାଳିକାଙ୍କ ବାପା ମା' ରମ୍ଭା ଥାନାରେ ଅଭିଯୋଗ କରିଥିଲେ । ଅଭିଯୋଗ ପରେ ରମ୍ଭାଥାନା ପୋଲିସ ଚାରିଆଡେ ଖୋଜାଖୋଜି କରିବା ପରେ ସେହିଦିନ ହିଁ ହୁମା ଅଂଚଳରୁ ଉକ୍ତ
Read More...

ପ୍ରାର୍ଥୀଙ୍କ ମୃତ୍ୟୁ ଯୋଗୁଁ ପ୍ରଥମ ପର୍ଯ୍ୟାୟରେ ୨୩ଟି ସ୍ଥାନରେ ମତଦାନ ବନ୍ଦ

ଭୁବନେଶ୍ଵର : ପଞ୍ଚାୟତ ନିର୍ବାଚନକୁ ନେଇ ଗାଁ ରାଜନୀତି ସରଗରମ ରହିଥିବା ବେଳେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ପ୍ରଥମ ପର୍ଯ୍ୟାୟ ମତଦାନ ଶେଷ ହୋଇଛି । ଆଜି ସକାଳୁ ବିଭିନ୍ନ ମତଦାନ କେନ୍ଦ୍ରରେ ଉତ୍ତେଜନାମୂଳକ ପରିସ୍ଥିତି ସୃଷ୍ଟି ହୋଇଥିବା ବେଳେ ରାଜନୈତିକ ହିଂସା ମଧ୍ୟ ଦେଖିବାକୁ
Read More...

ନିରାଶ୍ରୟା ମହିଳାଙ୍କୁ ସରକାରୀ ଆବାସ ମିଳିବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ଗାଁର ଗୌରୀ ଖର୍ସେଲ ରହିବାକୁ ଘର ଖଣ୍ଡିଏ ନଥିବାରୁ ସେ ଅତି ଦୁଖଦ ପରିସ୍ଥିତିରେ ଏକ ପଲିଥିନ ଘରେ ନିଜ ସ୍ୱାମୀ ଓ ଦୁଇ ସନ୍ତାନଙ୍କୁ ନେଇ ରହୁଛନ୍ତି । ସରପଞ୍ଚ ଓ ୱାର୍ଡ ମେମ୍ବରଙ୍କୁ ଘର ଖଣ୍ଡିଏ ପାଇଁ
Read More...

ଜୁନିୟର ମିଷ୍ଟର ଇଣ୍ଡିଆରେ ଗଞ୍ଜାମରୁ ଭାଗ ନେବେ ଡମ୍ବରୁଧର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆସନ୍ତା ୨୨ ତାରିଖରେ ପୁଡୁଚେରୀରେ ହେବାକୁ ଥିବା ୧୨ତମ ଜୁନିୟର ବଡିବିଲ୍ଡିଂ ଚାମ୍ପିୟାନ ସିପ୍‌ରେ ଗଂଜାମ ସହରର ଯୁବ ବଡିବିଲ୍ଡଂର ଜି.ଡମ୍ବରୁଧର ରାଓ (୨୦) ଭାଗ ନେଉଥିବା ଜଣାପଡିଛି । ସେ ୫୫ ବର୍ଗ କେଟେଗୋରୀରେ ସୁନ୍ଦର ସ୍ୱାସ୍ଥ୍ୟ ପ୍ରତିଯୋଗିତାରେ ଭାଗ
Read More...

ଗାଁ ରାସ୍ତା ନିର୍ମାଣ ହେବ କେବେ ?

ତୁରେକେଲା, (କୈଳାଶ ସଗ୍ରିଆ) : ବଡଡକଲା ଗ୍ରାମ ପଞ୍ଚାୟତ ଅନ୍ତର୍ଗତ ତେନ୍ତୁଳିଖୁଣ୍ଟି ବସ୍ତି ଛକରୁ ଘୁନେଶ ଯାଇଥିବା ପିଡବ୍ଲୁଡି ରାସ୍ତା ଓ ବସ୍ତି ଛକରୁ ନାଗଫେନା ଯିବା ରାସ୍ତା ଏବଂ ବସ୍ତି ଛକରୁ ଗୁର୍ଲାଉଢା ଯିବାକୁ ଥିବା ରାସ୍ତା ଅତି କଦର୍ଯ୍ୟ ଓ ଶୋଚନୀୟ ହୋଇ ପଡିଥିବା ଅଭିଯୋଗ ହେଉଛି ।
Read More...

ଜନ୍ମ କଲା ମା’କୁ ମାରିଲା ନୃଶଂସ ପୁଅ

କନ୍ଧମାଳ : କନ୍ଧମାଳ ଜିଲ୍ଲା ଫିରିଙ୍ଗିଆ ବ୍ଲକ କେଲାପଡା ପଂଚାୟତ ଗୁରୁପଡା ଗାଁରେ ଜଣେ ପୁଅର ଟାଙ୍ଗିଆ ଚୋଟରେ ମାଆ ଗୁରୁତର ହୋଇ ମେଡିକାଲରେ ଭର୍ତ୍ତି ହୋଇଥିବା ଭଳି ଏକ ଅଭାବନୀୟ ଘଟଣା ଦେଖିବାକୁ ମିଳିଛି । ସୂଚନା ଅନୁସାରେ ଗୁରୁପଡା ଗାଁର ବୈକୁଣ୍ଠ ମିଶ୍ରଙ୍କ ସାନ ପୁଅ ଅଶ୍ୱିନୀ ମିଶ୍ର
Read More...

୧୫ ନମ୍ବର ଜୋନରେ ଚଳଚ୍ଚିତ୍ର ଅଭିନେତ୍ରୀ ପୁନମ ଓ ବିଧାୟକଙ୍କ ମାରାଥନ ପ୍ରଚାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଆଗାମୀ ୨୦ତାରିଖରେ ଗଞ୍ଜାମ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ରହିଥିବା ବେଳେ ନିର୍ବାଚନ ମଇଦାନ ସରଗରମ ହେବାରେ ଲାଗିଛି । ବୁଧବାର ୧୫ ନମ୍ବର ଜୋନରେ ଜିଲ୍ଲା ପରିଷଦ ପ୍ରାର୍ଥି ସନାତନ ବେହେରାଙ୍କ ପାଇଁ ବିଜେଡି ପକ୍ଷରୁ ମାରାଥନ ପ୍ରଚାର
Read More...