Daily Archives

ରାତିରେ ପାହିଲେ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ : ମାଓ ଇଲାକାରେ ବୁଥ୍‌କୁ ଜଗିବ ଡ୍ରୋନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ରାତି ପାହିଲେ ପ୍ରଥମ ପର୍ଯ୍ୟାୟ ପଂଚାୟତ ନିର୍ବାଚନ । ଅବାଧ ଓ ନିରପେକ୍ଷ ନିର୍ବାଚନ କରାଇବା ପାଇଁ ସବୁ ଦିଗରୁ ପ୍ରସ୍ତୁତ ହୋଇ ରହିଛି ବଲାଙ୍ଗିର ଜିଲ୍ଲା ପ୍ରଶାସନ । ତଥାବି ମାଓ ପ୍ରବଣ ଅଂଚଳରେ ନିର୍ବିଘ୍ନରେ ମତ ଦାନ କରାଇବା ବଲାଙ୍ଗିର ପୋଲିସ ପ୍ରଶାସନ
Read More...

ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ନୃଶଂସ ରୋଷେୟା ଦ୍ୱାରା ଜଳି ଯାଇଥିବା ମହିଳା ଶ୍ରମିକ ମୃତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନୃଶଂସ ରୋଷେୟା ମାନସ ମିଶ୍ର ଦ୍ୱାରା ଜଳି ଯାଇଥିବା ବିଧବା ମହିଳା ଶ୍ରମିକ ମନ୍ଦାର ଧରୁଆଙ୍କ ବୁର୍ଲା ମେଡ଼ିକାଲରେ ଚିକିତ୍ସାଧୀନ ଅବସ୍ଥାରେ ଆଜି ରାତି ପ୍ରାୟ ସାଢେ଼ ୧୦ଟା ସମୟରେ ମୃତ୍ୟୁ ଘଟିଥିବା ତାଙ୍କ ପରିବାର ସୂତ୍ରରୁ ଜଣାପଡ଼ିଛି । ସୂଚନାଯୋଗ୍ୟ ଯେ,
Read More...

ହାଇୱା ଧକ୍କାରେ ସାଇକେଲ ଆରୋହିଙ୍କ ମୃତ୍ୟୁ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ଜାତୀୟ ରାଜପଥ ୧୪୩ ହକି ଛକରେ ହାଇୱା ଧକ୍କାରେ ସାଇକେଲ ଆରୋହିଙ୍କ ମୃତ୍ୟୁ ହୋଇଥିବା ଜଣାପଡଛି । ମୃତ ବ୍ୟକ୍ତିଙ୍କ ପରିଚୟ ମିଳି ପାରିନଥିବା ବେଳେ ଗାଡି ସହ ଚାଳକ ରଘୁନାଥପାଲି ଥାନାରେ ସମର୍ପଣ କରିଥିବା ଜଣାପଡିଛି ।
Read More...

ସଡକ ଦୁର୍ଘଟଣାରେ ୧ ମୃତ, ୨ ଆହତ

ଜି.ଉଦୟଗିରି : ଆଜି ସକାଳ ପ୍ରାୟ ୭.୩୦ ଘଣ୍ଟା ସମୟରେ ଜି.ଉଦୟଗିରି ଥାନା ଅନ୍ତର୍ଗତ ରାଇପଦା ନିକଟରେ ଏକ ସ୍ୱୀଫ୍ଟ ଡିଜାୟର କାର ଦୁର୍ଘଟଣା ଗସ୍ତ ହୋଇ ଘଟଣା ସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏକ ସ୍ୱୀଫ୍ଟ ଡିଜାୟର କାର ନଂ
Read More...

ଭୋଟ ଗ୍ରହଣ କେନ୍ଦ୍ରରେ ଦୁଇ ବର୍ଷ ହେଲା ନଳକୂପ ଅଚଳ ଥିବା ଅଭିଯୋଗ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଲୋଇସିଂହା ବ୍ଲକ୍ ଅନ୍ତର୍ଗତ ରେଙ୍ଗାଲି ଗ୍ରାମର ପ୍ରାଥମିକ ବିଦ୍ୟାଳୟରେ ଥିବା ନଳକୂପଟି ଦୀର୍ଘ ଦୁଇ ବର୍ଷରୁ ଅଧିକ ହେବ ଅଚଳ ହୋଇ ପଡ଼ିରହିଥିବା ଅଭିଯୋଗ ହୋଇଛି । ସ୍ଥାନୀୟ ପଂଚାୟତ ତଥା ବ୍ଲକ୍ ପ୍ରଶାସନକୁ ବାରମ୍ବାର ଅଭିଯୋଗ କଲା ସତ୍ତ୍ୱେ
Read More...

ପଞ୍ଚସଖା ଗଳିରେ ସିସି ଟିଭି ଯୋଗୁଁ ଚୋର ଧରା ପଡିଲା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଗତକାଲି ବରପାଲିପଡା ପଞ୍ଚସଖା ଗଳିରେ ନୁର ମହମ୍ମଦ କୁରେସିଙ୍କ ଘରକୁ ଚୋରି କରିବାକୁ ପଶିଥିବା ରାଜ ଦଲାଇକୁ ଲୋକେ ଧରିବାରେ ସକ୍ଷମ ହୋଇଥିବା ବେଳେ ସଙ୍ଗେ ସଙ୍ଗେ ପିସିଆରକୁ ଖବର ଦେଇ ତାକୁ ପୋଲିସ ହାତରେ ହସ୍ତାନ୍ତର କରାଯାଇଛି । ଗତ ଫେବୃୟାରୀ ୧ ତାରିଖ
Read More...

ନିର୍ବାଚନ ସମୟରେ ଆଦିବାସୀଙ୍କୁ ଦମନ କରିବା ନିନ୍ଦନୀୟ : ନରସିଂହ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ପୁଇଁନ୍ତଲା ବ୍ଲକ ୧୭ନଂ ଜୋନରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର କଂଗ୍ରେସ ପ୍ରାର୍ଥୀ ଶୁଭ୍ରାଂଶୁ ଶେଖର ପଣ୍ଡାଙ୍କ ସହ ନିର୍ବାଚନ ପ୍ରଚାର କରିଥିବା ଜଣାପଡିଛି । ଶ୍ରୀ ମିଶ୍ର ପ୍ରଚାର ସମୟରେ କହିଛନ୍ତି ଯେ, ପ୍ରତ୍ୟେକ ନିର୍ବାଚନରେ ଉଭୟ କେନ୍ଦ୍ର ଓ
Read More...

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୨ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ପୁଇଁନ୍ତଲା ବ୍ଲକ ଭାଲେର ଗ୍ରା.ପ.ରୁ ୧ ଜଣ ଓ ଲୋଇସିଂହା ବ୍ଲକ ରେଙ୍ଗାଲି ଗ୍ରା.ପ.ରୁ ଜଣେ ଚିହ୍ନଟ ହୋଇଥିବା ଜଣାପଡିଛି ।
Read More...

ଆମେରିକା ପାକିସ୍ତାନକୁ ଲାଲ ତାଲିକାରେ ରଖି ଭାରତ ଉପରେ ନରମତା ଦେଖାଇଲା

ୱାଶିଂଟନ୍‌ : ଧାର୍ମିକ ସ୍ୱାଧୀନତାକୁ ଉଲ୍ଲଂଘନ କରୁଥିବା ଦେଶମାନଙ୍କ ପାଇଁ ଆମେରିକାର ବୈଦେଶିକ ସଚିବ ଆଣ୍ଟୋନି ବ୍ଲିଙ୍କେନ୍ ଗତ ବୁଧବାର ଦିନ 'କନ୍‌ଟ୍ରି ଅଫ୍‌ ପାର୍‌ଟିକୁଲାର୍‌ କନ୍‌ସର୍ନ'ର ଏକ ତାଲିକା ପ୍ରକାଶ କରିଛନ୍ତି । ଧାର୍ମିକ ସ୍ୱାଧୀନତାର ମୂଲ୍ୟାଙ୍କନ କରୁଥିବା ଆମେରିକୀୟ
Read More...

ଯାଦବ ଭବନଠାରେ ଯୁବକମାନଙ୍କ ସୁସ୍ଥତା, ସକରାତ୍ମକ ଜୀବନଶୈଳୀ ଏବଂ ଫିଟ୍‌ ଇଣ୍ଡିଆର ତାଲିମ ଶିବିର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ଯାଦବ ଭବନଠାରେ ନେହେରୁ ଯୁବ କେନ୍ଦ୍ର ଏବଂ ସ୍ମାଇଲ ଫର୍‌ ଅଲ୍‌ ଫାଉଣ୍ଡେସନର ମିଳିତ ଉଦ୍ୟମରେ ଯୁବକମାନଙ୍କ ସୁସ୍ଥତା, ସକରାତ୍ମକ ଜୀବନଶୈଳୀ ଏବଂ ଫିଟ୍‌ ଇଣ୍ଡିଆର ଏକ ତାଲିମ ଶିବିର ଅନୁଷ୍ଠିତ ହୋଇଯାଇଛି । ଏଥିରେ ମୁଖ୍ୟ ଅତିଥି ଭାବେ ରସରାଜ
Read More...