Daily Archives

ବଡ଼ବନ୍ଧରେ ବଢ଼ୁଛି ରାଜନୈତିକ ଉଷ୍ମତା : ଘର ଘର ବୁଲି ଭୋଟ ଭିକ୍ଷା କରୁଛନ୍ତି ଅନ୍ତର୍ଯ୍ୟାମୀ

ଦେଓଗାଁ, (ମନୀଷ କୁମାର ସାହୁ) : ପଞ୍ଚାୟତ ନିର୍ବାଚନକୁ ଆଉ କିଛି ଦିନ ଥିବା ବେଳେ ଗ୍ରାମାଞ୍ଚଳରେ ଜମୁଛି ପ୍ରାର୍ଥୀଙ୍କ ପ୍ରଚାର । ଦେଓଗାଁ ବ୍ଲକ ବଡ଼ବନ୍ଧ ପଞ୍ଚାୟତରେ ସରପଞ୍ଚ ପଦବୀ ପାଇଁ ନିର୍ବାଚନ ଲଢ଼ୁଛନ୍ତି ପୂର୍ବତନ ସରପଞ୍ଚ ଅନ୍ତର୍ଯ୍ୟାମୀ ଭୋଇ । ପଞ୍ଚାୟତର ଗାଁ ଗାଁରେ ଘରକୁ ଘର ବୁଲି
Read More...

ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ବିଜେଡିକୁ ଭୋଟ ନ ଦେବା ପାଇଁ ନିଷ୍ପତ୍ତି ନେଲା ଗୁହୁରିଆମୁଣ୍ଡା ଆଦିବାସୀ ସଂଘ

ପାଟଣାଗଡ଼, (ଗୋରେଖନାଥ ବରିହା) : ବଲାଙ୍ଗିର ଜିଲ୍ଲା ପାଟଣାଗଡ଼ ବ୍ଲକ ଗୁହୁରିଆମୁଣ୍ଡା ଗ୍ରାମ ଆଦିବାସୀ କଲ୍ୟାଣ ସଂଘର ସଭାପତି ଚନ୍ଦ୍ର ଧରୁଆଙ୍କ ସଭାପତିତ୍ୱରେ ଏକ ଏକ ପ୍ରସ୍ତୁତି ବୈଠକ ଅନୁଷ୍ଠିତ ହୋଇଯାଇଛି । ବୈଠକରେ ଚଳିତ ବର୍ଷ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ରାଜ୍ୟ ସରକାର
Read More...

ଲ୍ୟାଣ୍ଡମାଇନ୍ ବିସ୍ଫୋରଣରେ ମୃତ ସାମ୍ବାଦିକ ରୋହିତ ବିଶ୍ୱାଳଙ୍କ ଏକାଦଶାହ ଅବସରରେ ଶୋକସଭା

ମ.ରାମପୁର, (ହେମନ୍ତ ସାହୁ) : ଲ୍ୟାଣ୍ଡ ମାଇନ ବିସ୍ଫୋରଣରେ ସହିଦ ହୋଇଥିବା ସାମ୍ବାଦିକ ରୋହିତଙ୍କ ଏକାଦଶାହ ଅବସରରେ ଆଜି କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଲକ ମୋହନଗିରିସ୍ଥିତ ତାଙ୍କ ଘରେ ଅନୁଷ୍ଠିତ ହୋଇଥିଲା । ଜିଲ୍ଲା ଏବଂ ଜିଲ୍ଲା ବାହାରୁ ସାମ୍ବାଦିକ, ବୁଦ୍ଧିଜୀବୀ, ମାନ୍ୟଗଣ୍ୟ
Read More...

କୋଭିଡ଼ରେ ମୃତ୍ୟୁବରଣ କରିଥିବା ସାମ୍ବାଦିକ ସବ୍‌ନମ୍‌ ସିରିନ୍‌ଙ୍କ ପରିବାରକୁ ରାଜ୍ୟ ସରକାରଙ୍କ ତରଫରୁ ୧୫ ଲକ୍ଷ…

ଭୁବନେଶ୍ୱର, (କେପିଏନ୍‌ଏସ୍‌) : କୋଭିଡରେ ପ୍ରାଣ ହରାଇଥିବା ନ୍ୟୁଜ୍‌-୭ର କାର୍ଯ୍ୟକ୍ରମ ବ୍ୟବସ୍ଥାପିକା ତଥା ସାମ୍ବାଦିକା ସ୍ୱର୍ଗୀୟା ସବନମ୍‌ ସିରିନ୍‌ଙ୍କ ପରିବାରକୁ ଆଜି ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ର ୧୫ ଲକ୍ଷ ଟଙ୍କାର ଅନୁକମ୍ପାମୂଳକ ଆର୍ଥିକ ସହାୟତା ପ୍ରଦାନ
Read More...

ଇସଲାମିକ ଦେଶଗୁଡ଼ିକର ସଂଗଠନ ଓଆଇସି ଭାରତ ଉପରେ ଅସନ୍ତୋଷ ବ୍ୟକ୍ତ କଲା

ନୂଆଦିଲ୍ଲୀ : ହରିଦ୍ୱାରରେ ଧର୍ମ ସଂସଦ, କର୍ଣ୍ଣାଟକରେ ହିଜାବ ବିବାଦ ଏବଂ ମୁସଲମାନମାନଙ୍କ ପ୍ରତି ଘୃଣାଭାବ ସମ୍ପର୍କରେ ଓଆଇସି ଚିଂତା ପ୍ରକଟ କରିବା ସହ ଏକ ବିବୃତ୍ତି ଜାରି କରିଛି । ଓଆଇସିର ମହାସଚିବଙ୍କ ଦ୍ୱାରା ଜାରି ଏକ ବିବୃତ୍ତିରେ କୁହାଯାଇଛି ଯେ, ଭାରତର ହରିଦ୍ୱାରରେ
Read More...

ଜଙ୍ଗଲ ନିଆଁ ନିରାକରଣ ଉପରେ ସଚେତନତା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପଖଣ୍ଡ ପାଇକମାଲ ବନବିଭାଗ ପକ୍ଷରୁ ଜଙ୍ଗଲକୁ ନିଆଁ ଦାଉରୁ ରକ୍ଷା କରିବା ପାଇଁ ଜଙ୍ଗଲ ନିଆଁ ନିରାକରଣ ଉପରେ ସଚେତନତା ଶିବିର ସ୍ଥାନୀୟ ରେଞ୍ଜ ଅଫିସ ପରିସରରେ ଅନୁଷ୍ଠିତ ହୋଇଯାଇଛି । ଜଙ୍ଗଲକୁ ନିଆଁ ଲଗାଇ ଦେବାରୁ ଗଛ ପୋଡ଼ି ପାଉଁଶ ହେବା
Read More...

ବଲାଙ୍ଗିର ଜୋନ୍ ନଂ-୨୩ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସଂଗୀତା ସୁନାଙ୍କ ପାଇଁ ପ୍ରଚାର କଲେ ଯୁବନେତା ଅର୍କେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜୋନ୍ ନଂ-୨୩ ଜିଲ୍ଲା ପରିଷଦ ପ୍ରାର୍ଥିନୀ ସଂଗୀତା ସୁନାଙ୍କ ପାଇଁ କୂଡାସିଂହା ଓ ଶିରିସ ଗାଁର ଘରକୁ ଘର ବୁଲି ପ୍ରଚାର କରୁଛନ୍ତି ବିଜେଡ଼ି ଯୁବନେତା ଅର୍କେଶ ନାରାୟଣ ସିଂହଦେଓ ଓ ତାଙ୍କ ଧର୍ମପତ୍ନୀ ଶ୍ରୀମତୀ ଆଦ୍ରିଜା ମଂଜରୀ ସିଂହଦେଓ । ବିଜେଡ଼ି
Read More...

ବିଜେଡ଼ିର ନିର୍ବାଚନ ପ୍ରଚାରକୁ ତୀବ୍ର ବିରୋଧ କଲା ଜିଲ୍ଲା ଆଦିବାସୀ କଲ୍ୟାଣ ସଂଘ

ଲୋଇସିଂହା, (କେପିଏନ୍‌ଏସ୍‌) : ଆସନ୍ତା ୧୮ ତାରିଖ ଦିନ ଲୋଇସିଂହା ବ୍ଲକ୍‌ରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ ପାଇଁ ମତଦାନ ହେବାକୁ ଥିବା ବେଳେ ପ୍ରାର୍ଥୀମାନଙ୍କ ପକ୍ଷରୁ ଘମାଘୋଟ ପ୍ରଚାର ଚାଲିଛି । ଏଥିପାଇଁ ଦଳୀୟ ତୁଙ୍ଗ ନେତାମାନେ ନିଜ ନିଜ ପ୍ରାର୍ଥୀଙ୍କ ପାଇଁ ପ୍ରଚାର କରିବାକୁ
Read More...

ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଅବସରପ୍ରାପ୍ତ ପୋଲିସ କର୍ମଚାରୀଙ୍କ ଆତ୍ମହତ୍ୟା

କଣିହାଁ : ଚଳନ୍ତା ଟ୍ରେନ୍ ଆଗକୁ ଡେଇଁ ଅବସରପ୍ରାପ୍ତ ପୋଲିସ କର୍ମଚାରୀ ଆତ୍ମହତ୍ୟା କରିଥିବା ଜଣାପଡ଼ିଛି । ଆତ୍ମହତ୍ୟା କରିଥିବା ବ୍ୟକ୍ତି ଜଣକ ହେଲେ କଣିହାଁ ଥାନା ଜରଡା ଗ୍ରାମର ଅବସରପ୍ରାପ୍ତ ପୁଲିସ୍ କର୍ମଚାରୀ ବିରଞ୍ଚି ପ୍ରଧାନ(୬୩) । ଅନୁଗୁଳ ଜିଲ୍ଲା କଣିହାଁ ବ୍ଲକ୍ ବିଜିଗୋଳ
Read More...

ଜୁରାବନ୍ଦ ପଞ୍ଚାୟତରେ ନିର୍ବାଚନୀ ହିଂସା : ସରପଞ୍ଚ ପ୍ରାର୍ଥୀଙ୍କ ୨ ଜଣ ସମର୍ଥକଙ୍କୁ ଆକ୍ରମଣ

ସଇଁତଲା, (ପ୍ରମୋଦ ସେଲମା) : ଚଳିତ ତ୍ରିସ୍ତରୀୟ ପଂଚାୟତ ନିର୍ବାଚନ ପ୍ରଚାର ସରଗରମ ଚାଲିଥିବା ବେଳେ ଗତକାଲି ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଜୁରାବନ୍ଧ ପଂଚାୟତରେ ଏକ ନିର୍ବାଚନୀ ହିଂସା ଘଟିଛି । ଏଥିରେ ଜୁରାବନ୍ଧ ସରପଞ୍ଚ ପ୍ରାର୍ଥୀ ସତ୍ୟବସନ୍ତ ତାଣ୍ଡିଙ୍କ ୨ ଜଣ ସମର୍ଥକଙ୍କୁ ଆକ୍ରମଣ
Read More...
error: Content is protected !!