pakka

ସଡକ ଦୁର୍ଘଟଣାରେ ୧ ମୃତ, ୨ ଆହତ

bbehera

ଜି.ଉଦୟଗିରି : ଆଜି ସକାଳ ପ୍ରାୟ ୭.୩୦ ଘଣ୍ଟା ସମୟରେ ଜି.ଉଦୟଗିରି ଥାନା ଅନ୍ତର୍ଗତ ରାଇପଦା ନିକଟରେ ଏକ ସ୍ୱୀଫ୍ଟ ଡିଜାୟର କାର ଦୁର୍ଘଟଣା ଗସ୍ତ ହୋଇ ଘଟଣା ସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ଏକ ସ୍ୱୀଫ୍ଟ ଡିଜାୟର କାର ନଂ ଓଡି୦୫ଏନ୍‌୦୧୫୪ ଯୋଗେ ତିନି ଜଣ ଯୁବକ ବାଲିଗୁଡା ବରଖମାରୁ ଭୁବନେଶ୍ୱର ଅଭିମୂଖେ ଯାଉଥିବା ବେଳେ ଜି.ଉଦୟଗିରି ବ୍ଲକ କଳିଙ୍ଗା ପଞ୍ଚାୟତର ରାଇପଦା ନିକଟରେ ଏକ ଆମ୍ବ ଗଛ ସହ ଧକ୍କା ହେବା ଫଳରେ ଜଣେ ଘଟଣାସ୍ଥଳରେ ଜଣେ ମୃତ୍ୟୁବରଣ କରିଥିବା ବେଳେ ୨ ଜଣ ଆହତ ହୋଇଥିବା ସୂଚନା ରହିଛି ।

jay balangir
Leave A Reply

Your email address will not be published.

16 − 9 =

error: Content is protected !!