Browsing Tag

g.udayagiri news

ଯାତ୍ରୀବାହୀ ବସ୍ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା

ଜି.ଉଦୟଗିରି : ଯାତ୍ରୀବାହୀ ବସ୍ ଓ ପିକ୍ଅପ୍ ଭ୍ୟାନ୍ ମୁହାଁମୁହିଁ ଧକ୍କା । ଦୁର୍ଘଟଣାରେ ବସ୍ ଡ୍ରାଇଭରଙ୍କ ସହ ଦୁଇ ଜଣ ଗୁରୁତର । କନ୍ଧମାଳ ଜିଲ୍ଲା ମାଲାନସୁଗା ନିକଟରେ ଘଟିଛିଏହି ଦୁର୍ଘଟଣା । ଖବର ଅନୁଯାୟୀ କନ୍ଧମାଳ ଜିଲ୍ଲା ଜି.ଉଦୟଗିରିରୁ ଫୁଲବାଣୀ ଅଭିମୁଖେ ଯାଉଥିବା ଏକ ଯାତ୍ରୀବାହୀ
Read More...

ଜି. ଉଦୟଗିରିରେ ହାଡଭଙ୍ଗା ଶୀତ

ଜି.ଉଦୟଗିରି : ଜି. ଉଦୟଗିରି ଅଞ୍ଚଳରେ ଚାରି ଦିନ ହେବ ପ୍ରବଳ ଶୀତ ଅନୁଭୂତ ହେଉଛି । ଆଜିର ତାପମାତ୍ରା ସର୍ବନିମ୍ନ ୭.୫ ଡିଗ୍ରୀ ସେଲ୍‌ସିୟସ ରହିଥିବା ବେଳେ ଶନିବାର ୬.୨ଡିଗ୍ରୀ ସେଲ୍‌ସିୟସ ରହିଥିଲା । ପ୍ରବଳ ଶୀତ ଯୋଗୁ ପୂର୍ବାହ୍ନ ୧୦ଟା ସୁଦ୍ଧା ଘରୁ ବାହାରିବା କଷ୍ଟକର ହେଉଛି । ସନ୍ଧ୍ୟା
Read More...

ପୋଖରୀରେ ବୁଡି ୨ ମହିଳା ମୃତ

ଜି. ଉଦୟଗିରି : ପୋଖରୀ ପାଣିରେ ବୁଡି ୨ ଜଣ ମହିଳା ମୃତ । କନ୍ଧମାଳ ଜିଲ୍ଲା ଜି. ଉଦୟଗିରି ବ୍ଲକ ଅନ୍ତର୍ଗତ ଲିଙ୍ଗାଗଡ଼ ଗ୍ରାମ ପଞ୍ଚାୟତ ଲିଙ୍ଗାଗଡ଼ ଗ୍ରାମ ନିକଟ ଘଟିଛି ଅଭାବନୀୟ ଘଟଣା । କୁତୁଲୁମା ପୋଖରୀ ପାଣିରେ ଗୋଡ଼ ଖସି ଦୁଇ ଜଣ ମହିଳା ପାଣିରେ ବୁଡ଼ି ମୃତ୍ୟୁବରଣ କରିଛନ୍ତି ।
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ଦୁଇ ମହିଳା ସରକାରୀ କର୍ମଚାରୀ ମୃତ

ଜି. ଉଦୟଗିରି : ଜି ଉଦୟଗିରିରେ ମର୍ମନ୍ତୁଦ ସଡ଼କ ଦୁର୍ଘଟଣା ଘଟିଥିବା ଜଣାପଡିଛି । ଏକ ସ୍କୁଟିକୁ ଦୃତ ଗତିରେ ଆସୁଥିବା ଏକ ବାଇକ ଧକ୍କା ଦେବା ଫଳରେ କାର୍ଯ୍ୟାଳୟ ଅଭିମୁଖେ ଯାଉଥିବା ଦୁଇ ଜଣ ମହିଳା ସରକାରୀ କର୍ମଚାରୀଙ୍କ ମୃତ୍ୟୁ ହୋଇଛି । ସୂଚନା ଅନୁଯାୟୀ, ସକାଳ ପ୍ରାୟ ୮ ଟା ୩୦
Read More...

ଧାନ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ, ଡ୍ରାଇଭର୍ ଓ ହେଲପର୍‌ ଆହତ

ଜି. ଉଦୟଗିରି : ଧାନ ବୋଝେଇ ଟ୍ରକ୍ ଦୁର୍ଘଟଣାଗ୍ରସ୍ତ । ଡ୍ରାଇଭର୍ ଓ ହେଲପର ଆହତ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ ରବିବାର ସକାଳେ WB-57D 1472 ନମ୍ବର ବିଶିଷ୍ଟ ପଶ୍ଚିମବଙ୍ଗର ଏକ ଧାନ ବୋଝେଇ ଟ୍ରକ୍ କଳିଙ୍ଗା ଘାଟୀରେ ଦୁର୍ଘଟଣାଗ୍ରସ୍ତ ହୋଇଛି । ଏହି ଦୁର୍ଘଟଣାରେ ଡ୍ରାଇଭର୍ ଓ
Read More...

ଦୁଇଟି ପୃଥକ ପୃଥକ ସଡକ ଦୁର୍ଘଟଣା : ୧୦ରୁ ଅଧିକ ଆହତ

ଜି.ଉଦୟଗିରି : ଦୁଇଟି ପୃଥକ ପୃଥକ ଦୁର୍ଘଟଣାରେ ୧୦ରୁ ଅଧିକ ଆହତ ହୋଇଥିବା ଜଣାପଡିଛି । ଖଜୁରିପଡା ନିକଟସ୍ଥ ଗାଡିଆପଡା ଘାଟିର ଦୁଇଟି ସ୍ଥାନରେ ଦୁର୍ଘଟଣା ଘଟିଛି । ସୂଚନା ଅନୁସାରେ ମୁନିଗୁଡ଼ାରୁ ନନ୍ଦନକାନନ ଆସୁଥିବା ଦୁଇଟି ଟ୍ରକ ଭାରସାମ୍ୟ ହରାଇ ଓଲଟି ପଡିଛି । ଯାତ୍ରା ପାର୍ଟିର ଜିନିଷ
Read More...

ହିନ୍ଦୁ ସୁରକ୍ଷା ସମାଜର ବୈଠକ ଅନୁଷ୍ଠିତ

ଜି.ଉଦୟଗିରି : ଫୁଲବାଣୀଠାରେ ହିନ୍ଦୁ ୁରକ୍ଷା ମଞ୍ଚର ଆହ୍ୱାନରେ ହିନ୍ଦୁ ସମାଜକୁ ଏକତ୍ରୀତ କରି ହିନ୍ଦୁ ସମାଜକୁ ଜାଗ୍ରତ ଉଦ୍ଦେଶ୍ୟରେ ମାଜିରା ପ୍ରଧାନଙ୍କ ସଭାପତିତ୍ୱରେ ଏକ ବୈଠକ ଅନୁଷ୍ଠିତ ହୋଇଥିଲା । ବୈଠକରେ ହିନ୍ଦୁ ସଂସ୍କୃତିର ସୁରକ୍ଷା କରିବା ସହ ଚଳିତ ମାସ ୯ ତାରିଖ ଦିନ ପୂର୍ବ
Read More...

ଭୟଙ୍କର ସଡକ ଦୁର୍ଘଟଣା : ୧ ଗୁରୁତର, ୨ ଆହତ

ଜି. ଉଦୟଗିରି : ରାଇପଡ଼ାଠାରେ ଏକ ଭୟଙ୍କର ସଡକ ଦୁର୍ଘଟଣା ହୋଇଥିବା ଜଣାପଡିଛି । ବାଲିଗୁଡ଼ାରୁ ବ୍ରହ୍ମପୁରକୁ ଯାଉଥିବା ଏକ କାର୍‌ ଭାରସାମ୍ୟ ହରାଇ ଦୁର୍ଘଟଣାଗ୍ରସ୍ତ ହେବା ଫଳରେ ଜଣେ ଗୁରୁତର ହୋଇଥିବା ବେଳେ ୨ଜଣ ଆହତ ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ କାର୍‌ ନଂ ଓଡି ୦୨ବି ଟି୭୦୭୬
Read More...

ଝୁଲନ୍ତା ଅବସ୍ଥାରେ ଯୁବକଙ୍କ ମୃତଦେହ ଉଦ୍ଧାର

ଜି.ଉଦୟଗିରି : ସ୍ଥାନୀୟ ସହରର ୪ ନମ୍ବର ୱାର୍ଡ ସ୍ଥିତ ଶ୍ରୀରାମପଦା ସାହିରେ ଏକ ଶାଗୁଆନ ଗଛରେ ଝୁଲନ୍ତା ଅବସ୍ଥାରେ ଜଣେ ଯୁବକଙ୍କ ମୃତଦେହ ଉଦ୍ଧାର କରାଯାଇଥିବା ଜଣାପଡିଛି । ଟିକାବାଲି ଥାନା ଅନ୍ତର୍ଗତ ବେହେରାଗାଁ ପଞ୍ଚାୟତ ସ୍ଥିତ ପାଣିଙ୍ଗିଆ ଗ୍ରାମର ନରେଶ ଦିଗାଳ ୫୦ ବର୍ଷ ଜି.ଉଦୟଗିରି
Read More...

କେନାଲରୁ ମୃତଦେହ ଉଦ୍ଧାର

ଜି.ଉଦୟଗିରି : କନ୍ଧମାଳ ଜିଲ୍ଲା ନୂଆହାଟ ପଛପଟ କେନାଲରୁ ଜଣେ ବ୍ୟକ୍ତିଙ୍କ ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ମୃତକ ଜଣଙ୍କ ଅଶୋକ ବେହେରା ବୋଲି ଜଣାପଡିଛି । ସୂଚନାନୁଯାୟୀ, ଗୁରୁବାର ରାତିରେ ନୂଆହାଟ କେନାଲରେ ଏକ ମୃତଦେହ ଭାସୁଥିବା ସ୍ଥାନୀୟ ଲୋକେ ଦେଖିଥିଲେ । ମୃତଦେହଟି
Read More...