Daily Archives

ପାଉଣା ମାଗିବାରୁ ମହିଳା ଶ୍ରମିକଙ୍କୁ ଆନନ୍ଦନଗର ଠାରେ ପେଟ୍ରୋଲ୍‌ ଢାଳି ଜାଳିଦେଲା ରୋଷେୟା : ମହିଳା ଗୁରୁତର, ବୁର୍ଲା…

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ଆନନ୍ଦନଗର ଠାରେ ଆଜି ସଂଧ୍ୟା ସମୟରେ ପାଉଣା ମାଗିବାରୁ ଜଣେ ମହିଳା ଶ୍ରମିକଙ୍କୁ ପେଟ୍ରୋଲ୍‌ ଢାଳି ଜଣେ ରୋଷେୟା ଜାଳି ଦେଇଥିବା ଜଣାପଡ଼ିଛି । ଏବେ ମହିଳାଙ୍କ ଅବସ୍ଥା ଗୁରୁତର ରହିଥିବା ବେଳେ ତାଙ୍କୁ ବୁର୍ଲା ରେଫର୍‌ କରାଯାଇଥିବା ସୂଚନାରେ
Read More...

ଆଉ ଦିନକ ପରେ ପ୍ରଥମ ପର୍ଯ୍ୟାୟ ଭୋଟ ଗ୍ରହଣ : ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ଚୂଡ଼ାନ୍ତ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ରାଜ୍ୟର ବିଭିନ୍ନ ସ୍ଥାନରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ୟ୍ୟାୟ ଭୋଟ ଗ୍ରହଣ ଆସନ୍ତା ୧୬ତାରିଖରୁ ଅନୁଷ୍ଠିତ ହେବ । ସେଥିପାଇଁ କନ୍ଧମାଳ ଜିଲ୍ଲାରେ ପ୍ରଶାସନ ପକ୍ଷରୁ ସମସ୍ତ ପ୍ରସ୍ତୁତି ଚୂଡାନ୍ତ ପର୍ୟ୍ୟାୟରେ ପହଞ୍ଚିଛି ।
Read More...

ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲଙ୍କ ଦ୍ୱାରା ସଂଗ୍ରାମ କେଶରୀ ମହାପାତ୍ରଙ୍କ ୨ଟି ପୁସ୍ତକ ଉନ୍ମୋଚିତ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ରାଜ୍ୟପାଳ ପ୍ରଫେସର ଗଣେଶୀ ଲାଲ ସ୍ୱନାମଧନ୍ୟ ଲେଖକ ତଥା ଖୋର୍ଦ୍ଧା ଜିଲ୍ଲାପାଳ ସଂଗ୍ରାମ କେଶରୀ ମହାପାତ୍ରଙ୍କ ଲିଖିତ ୨ଟି ପୁସ୍ତକର ଶୁଭ ଉନ୍ମୋଚନ କରିଛନ୍ତି । ଏହି ପୁସ୍ତକ ଦୁଇଟି ହେଉଛି ଆନ୍ତର୍ଜାତିକ ଖ୍ୟାତିସଂପନ୍ନ ସାହିତ୍ୟିକ ତଥା ଜ୍ଞାନପୀଠ ବିଜେତା
Read More...

ଖପ୍ରାଖୋଲ ବ୍ଲକରେ ୫୪ ଉତ୍ତେଜନା ପ୍ରବଣ, ୯୦ ଅତି ଉତ୍ତେଜନା ପ୍ରବଣ ବୁଥ ଚି଼ହ୍ନଟ : ପୁଲିସ ପକ୍ଷରୁ କୁମ୍ବିଂ ଅପରେସନ…

ଖପ୍ରାଖୋଲ, (କେପିଏନ୍‌ଏସ୍‌) : ଖପ୍ରାଖୋଲ ବ୍ଲକରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନର ପ୍ରଥମ ପର୍ଯ୍ୟୟରେ ଆସନ୍ତା ୧୬ ତାରିଖରେ ନିର୍ବାଚନ ଅନୁଷ୍ଠିତ ହେବାକୁ ଯାଉଛି । ଏହି ବ୍ଲକ ମାଓ ପ୍ରବଣ ଅଞ୍ଚଳ ହୋଇଥିବାରୁ ଶାନ୍ତି ଶୃଙ୍ଖଳା ସହିତ କିପରି ନିର୍ବାଚନ ହେବ ସେ ନେଇ ପୁଲିସ ପ୍ରଶାସନ
Read More...

ସ୍ୱସ୍ତି ସାହିତ୍ୟ ସଂସଦର ଆଭାସୀ ସାହିତ୍ୟ ଆସର

ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅନ୍ୟତମ ଅଗ୍ରଣୀ ସାହିତ୍ୟାନୁଷ୍ଠାନ ସ୍ୱସ୍ତି ସାହିତ୍ୟ ସଂସଦ ତାର ମାସିକ ସାହିତ୍ୟ ସଂନ୍ଧ୍ୟା କାର୍ଯ୍ୟକ୍ରମକୁ ଆଭାସୀ କାର୍ଯ୍ୟକ୍ରମ ମାଧ୍ୟମରେ ସଭାପତି ମହେନ୍ଦ୍ର କୁମାର ପଟ୍ଟନାୟକଙ୍କ ସଭାପତିତ୍ୱରେ ଆୟୋଜିତ ହୋଇଥିଲା । ସଭାରେ ପ୍ରାକ୍ ଭାଷଣ
Read More...

ପ୍ରେମ ଦିବସରେ ପ୍ରେମର ସ୍ମାରକୀ : ଝୁରୁଛି ଅତୀତ ଅଛି ମୂକସାକ୍ଷୀ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ଆଜି ଭାଲେଣ୍ଟାଇନ୍ ବା ପ୍ରେମ ଦିବସ । ପ୍ରେମ ଦିବସରେ ସୁବର୍ଣ୍ଣପୁର ସହରରେ ଥିବା ଅନନ୍ୟ ପ୍ରେମର ସ୍ମାରକୀ ଶଶୀସେଣା ମନ୍ଦିର ବା ନିମୁହିଁ ଦେଉଳ ଜନମାନସକୁ ଆନ୍ଦୋଳିତ କରିଆସୁଛି । ଅଷ୍ଟମ ନବମ ଶତାଦ୍ଦୀରୁ ଜନମାନସରେ ରହି ଆସିଥିବା ଏହି ସ୍ବର୍ଣ୍ଣିମ
Read More...

ଶ୍ରୀ ଶାଳେଶ୍ୱର ଭଲି ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଅଣ୍ଡା ଗ୍ରାମରେ ୧୮ତମ ଶ୍ରୀ ଶାଳେଶ୍ୱର ଭଲି ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ କଣାସ, ଇଟାମାଟି, ପୂରୀ, ମହାବୀର ଭଲି କ୍ଲବ, ଏସ୍‌ଏସ୍‌ଭିଏ(ଖୋର୍ଦ୍ଧା), ଜଟଣୀ, ନନାକେରା ଆଦି ଦଳ ଅଂଶଗ୍ରହଣ କରିଥିଲେ ।
Read More...

ସଦର ବ୍ଲକବାସୀଙ୍କୁ ନିବେଦନ କଲେ ନରସିଂହ : ଏକ ଶସକ୍ତ ଜିଲ୍ଲା ପରିଷଦ ଗଠନ ପାଇଁ ଯଶୋବନ୍ତୀଙ୍କୁ ଭୋଟ ଦିଅନ୍ତୁ

ବଲାଙ୍ଗିର, (ଦେବାଶିଷ ମିଶ୍ର) :ଏକ ଶସକ୍ତ ଜିଲ୍ଲା ପରିଷଦ ଗଠନ ପାଇଁ ଯଶୋବନ୍ତୀଙ୍କୁ ଭୋଟ ଦିଅନ୍ତୁ ବୋଲି ସଦର ବ୍ଲକବାସୀଙ୍କୁ ନିବେଦନ କରିଛନ୍ତି ବିଧାୟକ ନରସିଂହ ମିଶ୍ର । ପ୍ରଚାର ସମୟରେ ସେ କହିଛନ୍ତି ଯେ, ଗାଁର ଅପହଞ୍ଚ ଇଲାକାରେ ବିକାଶ ପହଞ୍ଚାଇବା ହେଉଛି ତ୍ରିସ୍ତରୀୟ ପଞ୍ଚାୟତିରାଜ
Read More...

ବଲାଙ୍ଗିର ସିଆର୍‌ପିଏଫ୍‌ ମୁଖ୍ୟାଳୟରେ ପୁଲୱାମା ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସ୍ଥିତ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ର ମୁଖ୍ୟାଳୟରେ ଆତଙ୍କବାଦୀ ଆକ୍ରମଣରେ ପ୍ରାଣ ହରାଇଥିବା ସିଆର୍‌ପିଏଫ୍‌ ଶହୀଦ ଯବାନଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ୧୮୯ ବାଟାଲିୟନ ସିଆର୍‌ପିଏଫ୍‌ ଯବାନ, ବିଭିନ୍ନ ଏନଜିଓର
Read More...

ଇସ୍ପାତ ସାହିତ୍ୟ ସଂସଦର ଗୀତି କବିତା ଆସର

ଗୀତି କବିତା ସବୁ ପାଠକଙ୍କ ହୃଦୟରେ ସ୍ପନ୍ଦିତ ହୋଇଥାଏ ରାଉରକେଲା, (ସସ୍ମିତା ପ୍ରଧାନ) : ସହରର ଅଗ୍ରଣୀ ସାହିତ୍ୟାନୁଷ୍ଠାନ ଇସ୍ପାତ ସାହିତ୍ୟ ସଂସଦ ଆନୁକୂଲ୍ୟରେ ଗୀତି କବିତା ଆସର ଅନୁଷ୍ଠିତ ହୋଇଯାଇଛି । ସଂସଦର ସଭାପତି ତ୍ରିଲୋଚନ ମଥାନଙ୍କ ସଭାପତିତ୍ୱ ଓ ସାଧାରଣ ସଂପାଦକ ନୃସିଂହ ଚରଣ
Read More...