Daily Archives

ବିଲେଇସର୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ବେଆଇନ ଟଙ୍କା ଦେଣ ନେଣ ଘଟଣାରେ ଏଫେୟାର ଦର୍ଜ ପାଇଁ ନିର୍ଦ୍ଦେଶ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଲେଇସର୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ପ୍ରାର୍ଥୀଙ୍କ ବେଆଇନ ଟଙ୍କା ଦେଣ ନେଣ ଘଟଣାରେ ଏଫେୟାର ଦର୍ଜ ପାଇଁ ନିର୍ଦ୍ଦେଶ ଦେଇଛନ୍ତି ଜିଲ୍ଲାପାଳ ଚଞ୍ଚଳ ରାଣା । ସରପଞ୍ଚ ପ୍ରାର୍ଥିନୀ ବିଳାସିନି ଶର୍ମାଙ୍କ ଅଭିଯୋଗକୁ ଭିତ୍ତି କରି ଜିଲ୍ଲାପାଳ ଏହି ପଦକ୍ଷେପ
Read More...

ପ୍ରେମ ଦିବସରେ ରକ୍ତଦାନ : ମାଗଣାରେ ଆମ୍ବୁଲାନ୍ସ ସେବାର ଲୋକାର୍ପଣ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁରର ଅଗ୍ରଣୀ ସାମାଜିକ ସେବା ସଂଗଠନ ବୁଢାରଜା ଯୁବ ସମାଜସେବୀ ସଂଗଠନ ପକ୍ଷରୁ ଆଜି ପ୍ରେମ ଦିବସରେ ଏକ ରକ୍ତଦାନ ଶିବିର ଅନୁଷ୍ଠିତ ହୋଇଯାଇଛି । ସଂଗଠନର ୧୦ବର୍ଷ ପୂର୍ତ୍ତି ଅବସରରେ ସୁବର୍ଣ୍ଣପୁର ବୁଢାରଜା ଛକ ଓ ବୀରମହାରାଜପୁରର ମୈତ୍ରୀ ସଦନ
Read More...

ପିକ୍‌ଅପ୍‌ ଭ୍ୟାନ ଧକ୍କାରେ ଜ୍ୱାଇଁ ମୃତ ଓ ଶ୍ୱଶୁର ଗୁରୁତର, କ୍ଷତିପୂରଣ ଦାବୀରେ ଗ୍ରାମବାସୀଙ୍କ ରାସ୍ତା ଅବରୋଧ

ସଇଁତଲା, (ପ୍ରମୋଦ ସେଲମା) : ଆଜି ଟିକ୍ରାପଡା ଓ ସଇଁତଲା ରାସ୍ତାରେ ଅପରାହ୍ନ ୪ ଘଣ୍ଟା ସମୟରେ ଦୁହେଁ ଶ୍ୱଶୁର ଓ ଜ୍ୱାଇଁ ସଇଁତଲା ପଟୁ ଘରକୁ ଫେରୁଥିବା ବେଳେ ଝିମନପାଲି ବ୍ରିଜ ପାଖରେ ପିକ୍‌ଅପ୍‌ ଭ୍ୟାନ ଧକ୍କା ଦେବା ଫଳରେ ଘଟଣାସ୍ଥଳରେ ଜ୍ୱାଇଁଙ୍କ ମୃତ୍ୟୁ ଘଟିଥିବା ବେଳେ ଶ୍ୱଶୁର ଗୁରୁତର
Read More...

ଭୋଟ ବର୍ଜନ କରିବେ ସିନ୍ଧିଗୁଡ଼ା ଓ ସିରେଲପଦର ଗ୍ରାମବାସୀ

ମ.ରାମପୁର, (ହେମନ୍ତ ସାହୁ) : ଆଗକୁ ଆସୁଛି ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନ । ତେବେ କଳାହାଣ୍ଡି ଜିଲ୍ଲା ମ.ରାମପୁର ବ୍ଳକ ଦେଢଶୂଳୀ ଗ୍ରାମ ପଞ୍ଚାୟତରେ ଥିବା ସିନ୍ଧିଗୁଡ଼ା ଏବଂ ସିରେଲପଦର ଗ୍ରାମବାସୀ ଏଥର ମଧ୍ୟ ଭୋଟ ବର୍ଜନ ନିଷ୍ପତ୍ତି ନେଇଛନ୍ତି । ଗତ ପଞ୍ଚାୟତ ନିର୍ବାଚନ ସମୟରେ
Read More...

ଗ୍ୟାସ ଟାଙ୍କି ଫାଟି ୨ ଗୁରୁତର : ୫ ବଖରା ଘର ଧ୍ୱଂସ

ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : ସୁବର୍ଣ୍ଣପୁର ଜିଲ୍ଲା ତରଭା ବ୍ଲକ ନର୍ଡା ଗାଁରେ ଆଜି ରନ୍ଧନ ଗ୍ୟାସ ବିସ୍ଫୋରଣ ଘଟି ୨ ଜଣ ଗୁରୁତର ହୋଇ ଡାକ୍ତରଖାନାରେ ଭର୍ତ୍ତି ହୋଇଛନ୍ତି । ଗାଁର କୈଳାସ ରଣାଙ୍କ ଘରେ ଘଟିଛି ଏହି ଅଘଟଣ । ରୋଷେଇ କରୁଥିବା ସମୟରେ ହଠାତ୍‌ ଗ୍ୟାସ ଟାଂକିରେ ହଠାତ
Read More...

“କଳାଧାମ”ରେ ଲତାଜୀଙ୍କୁ ଶ୍ରଦ୍ଧାଞ୍ଜଳି

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ତେଲିଗୋଠପଡା ବଲାଙ୍ଗିର ସ୍ଥିତ ଅଗ୍ରଣୀ ଚିତ୍ର-ସଂଗୀତ ଓ ନୃତ୍ୟ ଶିକ୍ଷାନୁଷ୍ଠାନ କଳାଧାମ ଆର୍ଟ ଏଣ୍ଡ ମ୍ୟୁଜିକ ଇନ୍‌ଷ୍ଟିଚ୍ୟୁଟରେ ସ୍ୱର ସମ୍ରାଜ୍ଞୀ ଲତା ମଙ୍ଗେସ୍କରଙ୍କୁ ଶ୍ରଦ୍ଧାଞ୍ଜଳି ଅର୍ପଣ କରାଯାଇଛିି । କଳାଧାମର ଅଧ୍ୟକ୍ଷ ଚିତ୍ର ଶିଳ୍ପୀ
Read More...

ପୁଣି ତେଜିଲା ସରପଞ୍ଚ ପଦବୀ ନିଲାମ ଘଟଣା : ଜିଲ୍ଲା ପ୍ରଶାସନ ଦ୍ୱାରା ଗଠିତ ଏସ୍‌ଆଇଟି ଟିମ୍‌କୁ ଭୁଲ୍‌ ତଥ୍ୟ…

ବଲାଙ୍ଗିର, (କେପିଏନ୍‌ଏସ୍‌) : ବିଲେଇସର୍ଡା ଗ୍ରାମ ପଞ୍ଚାୟତର ସରପଞ୍ଚ ପଦବୀ ନିଲାମ ଘଟଣା ପୁଣି ତେଜିଥିବା ଦେଖିବାକୁ ମିଳିଛି । ଜିଲ୍ଲା ପ୍ରଶାସନ ଦ୍ୱାରା ଗଠିତ ଏସ୍‌ଆଇଟି ଟିମ୍‌କୁ ଭୁଲ୍‌ ତଥ୍ୟ ଦିଆଯାଇଥିବା ଅଭିଯୋଗ କରିଛନ୍ତି ସରପଞ୍ଚ ପ୍ରାର୍ଥିନୀ ବିଳାସିନି ଶର୍ମା । ଅଭିଯୋଗ ପତ୍ର
Read More...

ଗୋପୀନାଥ ମନ୍ଦିରରୁ ଚୋରି

ପୁରୀ, (ଦିଲ୍ଲୀପ କୁମାର ଧାଉଡ଼ିଆ) : ପୁରୀ ଜିଲ୍ଲା ସତ୍ୟବାଦୀ ଥାନା ନିକଟସ୍ଥ ନୂଆ ସୋମେଶ୍ୱରପୁର ଗ୍ରାମର ଗୋପୀନାଥ ମନ୍ଦିରରୁ ଗତକାଲି ବିଳମ୍ବିତ ରାତିରେ ଚୋରି ହୋଇଥିବା ଅଭିଯୋଗ ହୋଇଛି । ଅଭିଯୋଗ ଅନୁସାରେ ମନ୍ଦିର ମୁଖ୍ୟ ଦ୍ୱାରା ତାଲା ଭାଙ୍ଗି ଦୁର୍ବୃତ୍ତ ସିଂହାସନରେ ପୂଜା ପାଉଥିବା
Read More...

ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର : ୨ ଗିରଫ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ବାଲିଗୁଡ଼ା କନ୍ଧମାଳ ଜିଲ୍ଲା ତୁମୁଡ଼ି ବନ୍ଧ ବନ ବିଭାଗ ଦ୍ୱାରା ଜୀବନ୍ତ ବଜ୍ରକାପ୍ତା ଉଦ୍ଧାର ହୋଇଥିବା ଜଣାପଡ଼ିଛି । ସୂଚନା ଅନୁସାରେ ତୁମୁଡ଼ି ବନ ବିଭାଗ ବିଶେଷ ସୂତ୍ରରୁ ଖବର ପାଇ କରକୁଡ଼ୁପା ଅଂଚଳକୁ ଯାଇ ଛକି ରହିଥିଲେ । ୨ ଜଣ
Read More...

୪ ଭରିର ସୁନା ଚେନ୍‌ ଝାମ୍ପି ନେଲା ଦୁର୍ବୃତ୍ତ

ପୁରୀ : ପୁରୀ ଲୋକନାଥ ମନ୍ଦିର ଭିତରେ ମହିଳାଙ୍କ ବେକରୁ ୪ ଭରିର ସୁନା ଚେନ୍‌ ଲୁଟି ନେଇଥିବା ଅଭିଯୋଗ ହେଇଛି । ଅଭିଯୋଗ ଅନୁସାରେ ଛତ୍ରପୁର ଅଂଚଳର ମଞ୍ଜୁଳା ପାତ୍ର ଆଜି ସକାଳେ ତାଙ୍କ ପରିବାର ସହ ପୁରୀ ଆସି ଲୋକନାଥ ମନ୍ଦିରରୁ ଦର୍ଶନ ସାରି ଫେରୁଥିଲେ । ଏହି ସମୟରେ ମନ୍ଦିର ଗର୍ଭଗୃହ ଭିତରେ
Read More...