pakka

ଶ୍ରୀ ଶାଳେଶ୍ୱର ଭଲି ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ

bbehera

ଖୋର୍ଦ୍ଧା, (କେପିଏନ୍‌ଏସ୍‌) : ଅଣ୍ଡା ଗ୍ରାମରେ ୧୮ତମ ଶ୍ରୀ ଶାଳେଶ୍ୱର ଭଲି ବଲ୍‌ ଟୁର୍ଣ୍ଣାମେଣ୍ଟ ଅନୁଷ୍ଠିତ ହୋଇଯାଇଛି । ଗତକାଲି ଅନୁଷ୍ଠିତ ଏହି ପ୍ରତିଯୋଗିତାରେ କଣାସ, ଇଟାମାଟି, ପୂରୀ, ମହାବୀର ଭଲି କ୍ଲବ, ଏସ୍‌ଏସ୍‌ଭିଏ(ଖୋର୍ଦ୍ଧା), ଜଟଣୀ, ନନାକେରା ଆଦି ଦଳ ଅଂଶଗ୍ରହଣ କରିଥିଲେ । ଶ୍ରୀ ଶାଳେଶ୍ୱର ଭଲି ବଲ୍‌ ଆସୋସିଏସନ୍‌ର ସମସ୍ତ କର୍ମକର୍ତ୍ତା ଟୁର୍ଣ୍ଣାମେଣ୍ଟ ଆୟୋଜନରେ ବିଶେଷ ଭୂମିକା ଗ୍ରହଣ କରିଥିଲେ ।

jay balangir
Leave A Reply

Your email address will not be published.

6 + four =