Daily Archives

ଚଙ୍ଗରିଆ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଯୁବ ସମାଜସେବୀ ସଞ୍ଜିବ କୁମାର ପୁଟେଲ ନିର୍ବାଚନ ମଇଦାନରେ

ପାଟଣାଗଡ଼, (କେପିଏନ୍‌ଏସ୍‌) : ଚଙ୍ଗରିଆ ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଯୁବ ସମାଜସେବୀ ସଞ୍ଜିବ କୁମାର ପୁଟେଲ ନିର୍ବାଚନ ମଇଦାନ୍‌କୁ ଓହ୍ଲାଇଥିବା ବେଳେ ଜୋର୍‌ସୋର୍‌ ପ୍ରଚାର ଚାଲିଥିବା ଦେଖିବାକୁ ମିଳିଛି । ତାଲାଚାବି ଚିହ୍ନରେ ଲଢ଼ୁଥିବା ଯୁବ ସମାଜସେବୀ ସଞ୍ଜିବ ଆଜି
Read More...

ଅଜଣା ଗାଡି ଧକ୍କାରେ କାର୍‌ ଚୁର୍‌ମାର୍‌, ୩ ଜଣ ଗୁରୁତର

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଜାତୀୟ ରାଜପଥ ୨୬ ନମ୍ବର ମହଗାଁ ରାସ୍ତା କଡ଼ରେ ଥିବା ଲିମ୍ବଗଛ ସାମ୍ନାରେ ପଛପଟୁ ଆସୁଥୁବା ଏକ ଅଜଣା ଗାଡି ଧକ୍କା ଦେଇଛି । ଘଟଣା ଯେ, ଗତ ବିଳମ୍ବିତ ମଧ୍ୟରାତିରେ ବଲାଙ୍ଗିର ପଟୁ କାର୍‌ ଆସୁଥିବା ବେଳେ ପଛ ପଟରୁ ଏକ ଅଜଣା
Read More...

ଅର୍ଥ ପର୍ଯ୍ୟବେକ୍ଷକ ପ୍ରାର୍ଥୀଙ୍କ ଦ୍ଵିତୀୟ ପର୍ଯ୍ୟାୟ ନିର୍ବାଚନ ଖର୍ଚ୍ଚ ଖାତା ଯାଞ୍ଚ କଲେ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗରେ ତ୍ରିସ୍ତରୀୟ ପଞ୍ଚାୟତ ନିର୍ବାଚନରେ ପ୍ରତିଦ୍ବନ୍ଦ୍ବିତା କରୁଥିବା ଜିଲ୍ଲା ପରିଷଦ, ସରପଞ୍ଚ ଓ ସମିତି ସଭ୍ୟ ପ୍ରାର୍ଥୀଙ୍କ ନିର୍ବାଚନ ସମ୍ବନ୍ଧୀୟ ଖର୍ଚ୍ଚ ଖାତାକୁ ଆଜି ଖର୍ଚ୍ଚ ପର୍ଯ୍ୟବେକ୍ଷକ ତଦାରଖ କରିଛନ୍ତି । ଡେଲାଙ୍ଗ ବ୍ଲକ ବିଜୁ
Read More...

ତସଲିମା ନସରିନଙ୍କୁ ଫେସବୁକ୍‌ ପୁଣି ମୃତ ଘୋଷଣା କଲା

ନୂଆଦିଲ୍ଲୀ : ନିଜ ବିବାଦୀୟ ବିବୃତ୍ତି ପାଇଁ ସବୁବେଳେ ଚର୍ଚ୍ଚାରେ ରହୁଥିବା ମୂଳ ବାଙ୍ଗଲାଦେଶୀ ପ୍ରସିଦ୍ଧ ଲେଖିକା ଓ ମାନବାଧିକାର କାର୍ଯ୍ୟକର୍ତ୍ତା ତସଲିମା ନସରିନ ପୁଣି ଚର୍ଚ୍ଚାକୁ ଆସିଛନ୍ତି । ତସଲିମା ନସରିନଙ୍କ ଫେସବୁକ ଆକାଉଣ୍ଟ ରିମେମ୍ବରିଙ୍ଗ୍‌ ହୋଇଯାଇଛି, ଯେଉଥିପାଇଁ ତସଲିମା
Read More...

ଶାନ୍ତି ମିଶ୍ରଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଗାଈବାହାଲ ପଞ୍ଚାୟତ ରାଏପାଲି ଗାଁର ଶାନ୍ତି ମିଶ୍ର (୭୨)ଙ୍କ ଆଜି ଭୋର ୩.୩୦ରେ ପରଲୋକ ହୋଇଯାଇଛି । ସେ କିଛି ଦିନ ହେଲା ଅସୁସ୍ଥ ଥିବାରୁ ବରଗଡ଼ ବିକାଶ ଡାକ୍ତରଖାନାରେ ଚିକିତ୍ସାଧୀନ ଥିଲେ । ତାଙ୍କର ଦୁଇପୁଅ ବିଜୟ, ସଂଜୟ ଓ ଚାରି ଝିଅ । ଗାଁ
Read More...

ପାଣ୍ଡବ ସାହୁଙ୍କ ପାଇଁ ପ୍ରଚାର ଆରମ୍ଭ କଲେ ମନ୍ତ୍ରୀ ଟୁକୁନୀ

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ଟିଟିଲାଗଡ଼ ନିର୍ବାଚନ ମଣ୍ତଳୀର ସଇଁତଲା ବ୍ଲକର ୩୨ ନଂ ଜୋନ ବିଜେଡି ଜିଲ୍ଲାପରିଷଦ ପ୍ରାର୍ଥୀ ପାଣ୍ଡବ ସାହୁଙ୍କ ପାଇଁ ଆଜି ଟିଟିଲାଗଡ଼ ବିଧାୟିକା ତଥା ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ ଟୁକୁନି ସାହୁ ପ୍ରଚାର ଆରମ୍ଭ କରିଛନ୍ତି । ଏହି
Read More...

କାଶ୍ମୀରର ବାନ୍ଦିପୋରାରେ ସୁରକ୍ଷା ବାହିନୀ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ : ଜଣେ ଏସପିଓ ସହିଦ, ୪ ସୈନିକ ଆହତ

ବାନ୍ଦିପୋରା : ଉତ୍ତର କାଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଆତଙ୍କବାଦୀମାନେ ଗ୍ରେନେଡ ସାହାଯ୍ୟରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିବା ବେଳେ ଏହି ଆକ୍ରମଣରେ ୪ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ଏହା
Read More...

କଂଗ୍ରେସର ଫର୍ମୁଲା ହେଉଛି ‘ସବ୍‌ ମେଁ ଡାଲୋ ଫୁଟ୍‌, ମିଲ୍‌କର୍‌ କରୋ ଲୁଟ୍‌’ : ପିଏମ୍‌ ମୋଦୀ

ଅଲ୍‌ମୋଡ଼ା : ଉତ୍ତରାଖଣ୍ଡର ଅଲ୍‌ମୋଡ଼ାରେ ଆୟୋଜିତ ଜନସଭାରେ ପିଏମ୍‌ ମୋଦୀ ଉତ୍ତରାଖଣ୍ଡର ବିକାଶ କାର୍ଯ୍ୟ ଉପରେ ଆଲୋକପାତ କରିଛନ୍ତି ଏବଂ ପୂର୍ବର ସରକାରଙ୍କ ନିଷ୍କ୍ରିୟତା ଉପରେ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, ପାଞ୍ଚ ବର୍ଷର ଡବଲ୍‌ ଇଞ୍ଜିନ ସରକାର ସ୍ୱଚ୍ଛତା ଓ ନିଷ୍ଠାର ସହ ଆପଣ
Read More...

ଆସନ୍ତା କାଲି ଜିଲ୍ଲାର ବିଭିନ୍ନ ବ୍ଲକ ଅଞ୍ଚଳ ଓ ସୋନପୁର ମ୍ୟୁନିସିପାଲିଟିରେ ବ୍ୟବସ୍ଥିତ ୨୨ଟି କେନ୍ଦ୍ରରେ ୧୮ରୁ ଅଧିକ…

ଦ୍ଵିତୀୟ ଡୋଜ ନିମନ୍ତେ ଯୋଗ୍ୟ ହିତାଧିକାରୀଙ୍କୁ ମଧ୍ୟ ଟୀକାକରଣ ସୁବର୍ଣ୍ଣପୁର. (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ସ୍ୱାସ୍ଥ୍ୟ ବିଭାଗ ତରଫରୁ ଆସନ୍ତା କାଲି ସୁବର୍ଣ୍ଣପୁର ଜିଲ୍ଲାର ସୋନପୁର ମ୍ୟୁନିସିପାଲିଟି ସହ ସୋନପୁର, ତରଭା, ଉଲୁଣ୍ଡା, ବିନିକା
Read More...

ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ପଦ୍ମଶ୍ରୀ ନରସିଂହ ଗୁରୁଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବରିଷ୍ଠ ନାଗରିକ ମଂଚ ପକ୍ଷରୁ ପଦ୍ମଶ୍ରୀ ମନୋନୀତ ନରସିଂହ ଗୁରୁଙ୍କୁ ସମ୍ବର୍ଦ୍ଧିତ କରାଯାଇଛି । ଶ୍ରୀ ଗୁରୁଙ୍କୁ ରାମଜୀପଡା ସ୍ଥିତ ବାସଭବନକୁ ଯାଇ ସମ୍ବର୍ଦ୍ଧନା ଦିଆଯାଇଥିଲା । ଏହି କାର୍ଯ୍ୟକ୍ରମରେ ସଭାପତି ପ୍ରଭାକର ମିଶ୍ର,
Read More...