pakka

ଚଙ୍ଗରିଆ ଗ୍ରାମ ପଞ୍ଚାୟତର ସମିତି ସଭ୍ୟ ପ୍ରାର୍ଥୀ ଯୁବ ସମାଜସେବୀ ସଞ୍ଜିବ କୁମାର ପୁଟେଲ ନିର୍ବାଚନ ମଇଦାନରେ

bbehera

ପାଟଣାଗଡ଼, (କେପିଏନ୍‌ଏସ୍‌) : ଚଙ୍ଗରିଆ ଗ୍ରାମ ପଞ୍ଚାୟତରେ ସମିତି ସଭ୍ୟ ପ୍ରାର୍ଥୀ ଯୁବ ସମାଜସେବୀ ସଞ୍ଜିବ କୁମାର ପୁଟେଲ ନିର୍ବାଚନ ମଇଦାନ୍‌କୁ ଓହ୍ଲାଇଥିବା ବେଳେ ଜୋର୍‌ସୋର୍‌ ପ୍ରଚାର ଚାଲିଥିବା ଦେଖିବାକୁ ମିଳିଛି । ତାଲାଚାବି ଚିହ୍ନରେ ଲଢ଼ୁଥିବା ଯୁବ ସମାଜସେବୀ ସଞ୍ଜିବ ଆଜି ଚଙ୍ଗରିଆ ତଥା ରେଙ୍ଗାଲଜୁରି ଅଂଚଳରେ ଘରକୁ ଘର ଯାଇ ଭୋଟର୍‌ଙ୍କୁ ଭେଟିବା ସହ ନିଜ ସପକ୍ଷରେ ଭୋଟ ଦେବାକୁ ନିବେଦନ କରିଛନ୍ତି ।

jay balangir
Leave A Reply

Your email address will not be published.

nine + four =