Daily Archives

ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଜିଲ୍ଲାରେ ନୂଆ କରୋନା ଆକ୍ରାନ୍ତଙ୍କ ସଂଖ୍ୟା ୪୦ ରହିଥିବା ସରକାରୀ ସୂତ୍ରରୁ ଜଣାପଡିଛି । ସୂଚନା ଅନୁସାରେ ଆଗଲପୁର ବ୍ଲକରୁ ଜଣେ, ବଲାଙ୍ଗିର ବ୍ଲକରୁ ୨ଜଣ, ବଲାଙ୍ଗିର ମ୍ୟୁନିସିପାଲିଟିରୁ ୯ ଜଣ, ବଙ୍ଗୋମୁଣ୍ଡାରୁ ଜଣେ, ବେଲପଡ଼ାରୁ ୨ଜଣ,
Read More...

ଗୋଆରେ ଚିଦାମ୍ବରମ୍‌ କହିଲେ – ଆମ ଘର ସୁରକ୍ଷିତ ଅଛି, ଚୋର ଏବେବି ବାହାରେ ରହିଛି, ଲୋକେ ଉଚିତ୍‌ ଶିକ୍ଷା ଦେବେ

ଗୋଆ : କଂଗ୍ରେସର ବରିଷ୍ଠ ନେତା ପି.ଚିଦାମ୍ବରମ୍‌ ଆଜି ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀଙ୍କୁ ସମାଲୋଚନା କରିଛନ୍ତି । ପିଏମ୍‌ ମୋଦୀ କହିଥିଲେ, ପଣ୍ଡିତ ଜବାହରଲାଲ୍‌ ନେହେରୁଙ୍କ ପାଇଁ ଗୋଆର ମୁକ୍ତି ବିଳମ୍ବ ହୋଇଥିଲା । ଏହାର ଜବାବ୍‌ ଦେବାକୁ ଯାଇ ପି.ଚିଦାମ୍ବରମ୍‌ କହିଛନ୍ତି ଯେ, ଏହା
Read More...

ଦେଓଗାଁ ବ୍ଲକରେ କବିତା ଭୋଇଙ୍କ ପାଇଁ ପ୍ରଚାର କଲେ ନରସିଂହ

ଆଦିବାସୀ ଓ ପଛୁଆବର୍ଗଙ୍କୁ ଧୋକା ଦେଇଛି ସରକାର - ନରସିଂହ ବଲାଙ୍ଗିର, (ଦେବାଶିଷ ମିଶ୍ର) : ଦେଓଗାଁ ବ୍ଲକରେ କବିତା ଭୋଇଙ୍କ ପାଇଁ ପ୍ରଚାର କରିଛନ୍ତି ନରସିଂହ ମିଶ୍ର । ଶ୍ରୀ ମିଶ୍ର କହିଛନ୍ତି ଯେ, ଦୀର୍ଘ ବର୍ଷରୁ ରାଜ୍ୟ ଓ କେନ୍ଦ୍ରରେ ବିଜେଡି ବିଜେପି ସରକାର ଗଢିଥିବା ସତ୍ୱେ ରାଜ୍ୟରେ
Read More...

ପୁଅ ଥାଇ ବି ଛଅ ଝିଅ ଦେଲେ ମୁଖାଗ୍ନି

ସମ୍ବଲପୁର : ହୀରାକୁଦର ହିଣ୍ଡାଲକୋ ଅଫିସର କଲୋନୀରେ ଦୀର୍ଘ ବର୍ଷ ଧରି ରହିଥିବା ଜଣେ ଅମାୟିକ, ସରଳ ଓ ଧର୍ମ ପରାୟଣା ବୃଦ୍ଧା ଶ୍ରୀମତି ସାହୁଙ୍କର ୮୦ ବର୍ଷ ବୟସରେ ବୁଧବାର ଗୋଧୂଳି ବେଳାରେ ପରଲୋକ ହୋଇଯାଇଛି । ହୀରାକୁଦ ହିଣ୍ଡାଲକୋ କମ୍ପାନୀରେ କାର୍ଯ୍ୟରତ ସ୍ୱାମୀ ଭୁବନ ସାହୁଙ୍କ
Read More...

କଂଗ୍ରେସ ଭିତରେ ଜିନ୍ନାଙ୍କ ଆତ୍ମା ପଶିଯାଇଛି…. ହିଜାବ ବିବାଦ ଉପରେ ବର୍ଷିଲେ ଆସାମ ମୁଖ୍ୟମନ୍ତ୍ରୀ

ଡେରାଡୁନ : ଆସାମ ମୁଖ୍ୟମନ୍ତ୍ରୀ ହିମନ୍ତ ବିଶ୍ୱା ଶର୍ମା କର୍ଣ୍ଣାଟକ ହିଜାବ ବିବାଦକୁ ନେଇ କଂଗ୍ରେସ ଉପରେ ସଙ୍ଗୀନ ଆରୋପ ଲଗାଇଛନ୍ତି । ସେ ଏବେ ବିଧାନସଭା ନିର୍ବାଚନ ପ୍ରଚାର କାର୍ଯ୍ୟକ୍ରମରେ ଉତ୍ତରାଖଣ୍ଡରେ ଥିବା ବେଳେ କଂଗ୍ରେସକୁ ସମାଲୋଚନା କରି ସେ କହିଛନ୍ତି ଯେ, କଂଗ୍ରେସ ଭିତରେ
Read More...

ପାଇକମାଲ ଜିଲ୍ଲା ପରିଷଦ ଜୋନ ନଂ ୨ରେ ବିଜେପି ପ୍ରାର୍ଥୀ ସୁରେନ୍ଦ୍ର ପ୍ରତାପ ସିଂହ ବରିହାଙ୍କ ପାଇଁ ପ୍ରଦୀପ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ନିର୍ବାଚନ ମଣ୍ଡଳୀରେ ବିଜେପି ଦଳର ପ୍ରଚାର ଜୋରଦାର ଜମିବାରେ ଲାଗିଛି । ପଦ୍ମପୁର ପୂର୍ବତନ ବିଧାୟକ ତଥା ବିଜେପି କୃଷକ ମୋର୍ଚ୍ଚା ରାଜ୍ୟ ସଭାପତି ପ୍ରଦୀପ ପୁରୋହିତଙ୍କ ନେତୃତ୍ବରେ ପାଇକମାଲ, ଝାରବନ୍ଧ, ରାଜ ବୋଡାସମ୍ବର ୩ଟି ବ୍ଲକର ଆଠଟି
Read More...

ଶ୍ରୀ ମହାକାଳୀ ଫାର୍ମା କମ୍ପାନୀରେ ଭୟାଭୟ ଅଗ୍ନିକାଣ୍ଡ

ଅହମ୍ମଦାବାଦ : ଗୁଜୁରାଟର ଏକ ଫାର୍ମା କମ୍ପାନୀରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଅଙ୍କଲେଶ୍ୱରରେ ଥିବା ଶ୍ରୀ ମହାକାଳୀ ଫାର୍ମା କମ୍ପାନୀରେ କୌଣସି କାରଣରୁ ନିଆଁ ଲାଗି ଭୟାଭୟ ଅଗ୍ନିକାଣ୍ଡର ରୂପ ନେଇଥିଲା । ତେବେ ଘଟଣାରେ କେତେ ଜଣଙ୍କ ମୃତ୍ୟୁ ଘଟିଛି ଓ କେତେ
Read More...

ଭିଜିଲାନ୍ସ ଜାଲରେ ଧରାପଡ଼ିଲେ କିରାଣୀ

କଟକ : ୬ ହଜାର ଟଙ୍କା ଲାଞ୍ଚ ନେଇ ଜଣେ କିରାଣୀ ଭିଜିଲାନ୍ସ ହାତରେ ଧରାପଡ଼ିଥିବା ଜଣାପଡ଼ିଛି । ସୂଚନା ଅନୁସାରେ ଜମି ରେକର୍ଡ ଯୋଗାଇଦେବାକୁ କଟକ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟର ରେକର୍ଡ ସେକ୍‌ସନ କିରାଣୀ କାଶୀନାଥ ଦାସ ୬ ହଜାର ଟଙ୍କା ଦାବୀ କରି ଲାଞ୍ଚ ନେଇଥିବା ବେଳେ ଭିଜିଲାନ୍ସ ହାତରେ
Read More...

ଲୁଟ୍‌ ଘଟଣା : ଘରଭଡ଼ା ନେବା ବାହାନାରେ ଆସିଲେ, ବୋହୂକୁ ବନ୍ଧକ କରି ଲୁଟିନେଲେ ୨ କେଜି ସୁନା ସହ ୧୧ ଲକ୍ଷ ଟଙ୍କା

ଜୟପୁର : ରାଜସ୍ଥାନର ରାଜଧାନୀ ଜୟପୁରର ସାଙ୍ଗାନେର ଅଞ୍ଚଳ ସ୍ଥିତ ଗୁଲାବ୍‌ ବିହାରରେ ଏକ ଲୁଟ୍‌ ଘଟଣା ସାମ୍ନାକୁ ଆସିଛି । ଦୁର୍ବୃତ୍ତମାନେ ଘରଭଡ଼ା ନେବା ବାହାନାରେ ଘରେ ପଶିଥିଲେ । ପୁଣି ବୋହୂକୁ ବନ୍ଧକ କରି ଲୁଟି ନେଇଛନ୍ତି ୨ କେଜି ସୁନା ସହ ୧୧ ଲକ୍ଷ ଟଙ୍କା । ଏହି ଘଟଣା ଜୟପୁରରେ
Read More...

ସରକାରୀ ରାଜକୋଷରେ ଜମା ହେବ ପିୟୁଷ ଜୈନଙ୍କ ଅଜସ୍ର ସମ୍ପତ୍ତି : ୧୬ କୋଟି ପର୍ଯ୍ୟନ୍ତ ହୋଇପାରେ ଜୋରିମାନା

କାନପୁର : ନାମୀ ବ୍ୟବସାୟୀ ପିୟୁଷ ଜୈନଙ୍କ କାନପୁର ଓ କନୌଜ ସ୍ଥିତ ଠିକଣାରେ ଅଜସ୍ର ସମ୍ପତ୍ତି ଠାବ ହେବାପରେ କେବଳ ମିଡ଼ିଆରେ ନୁହେଁ, ବରଂ ସୋସିଆଲ ମିଡ଼ିଆରେ ମଧ୍ୟ ସେ ଚର୍ଚ୍ଚାରେ ରହିଛନ୍ତି । ଏବେ ବ୍ୟବସାୟୀ ପିୟୁଷ ଜୈନଙ୍କ ପାଇଁ ଅଡ଼ୁଆ ଆହୁରି ବଢ଼ିବ ବୋଲି ଅନୁମାନ କରାଯାଉଛି । ସୂଚନା
Read More...