pakka

ଶ୍ରୀ ମହାକାଳୀ ଫାର୍ମା କମ୍ପାନୀରେ ଭୟାଭୟ ଅଗ୍ନିକାଣ୍ଡ

bbehera

ଅହମ୍ମଦାବାଦ : ଗୁଜୁରାଟର ଏକ ଫାର୍ମା କମ୍ପାନୀରେ ଭୟାଭୟ ଅଗ୍ନିକାଣ୍ଡ ଘଟିଥିବା ଜଣାପଡିଛି । ସୂଚନା ଅନୁସାରେ ଅଙ୍କଲେଶ୍ୱରରେ ଥିବା ଶ୍ରୀ ମହାକାଳୀ ଫାର୍ମା କମ୍ପାନୀରେ କୌଣସି କାରଣରୁ ନିଆଁ ଲାଗି ଭୟାଭୟ ଅଗ୍ନିକାଣ୍ଡର ରୂପ ନେଇଥିଲା । ତେବେ ଘଟଣାରେ କେତେ ଜଣଙ୍କ ମୃତ୍ୟୁ ଘଟିଛି ଓ କେତେ ଜଣ ଆହତ ହୋଇଛନ୍ତି ତାହା ଏପର୍ଯ୍ୟନ୍ତ ସ୍ପଷ୍ଟ ଜଣାପଡି ନାହିଁ । ଦମକଳ ବାହିନୀ ଘଟଣା ସ୍ଥଳରେ ପହଞ୍ଚି ନିଆଁ ଲିଭାଇବା କାର୍ଯ୍ୟ ଜାରି ରହିଛି । ପୁଲିସ ଘଟଣାର ତଦନ୍ତ ଜାରି ରଖିଥିବା ସୂଚନା ମିଳିଛି ।

Leave A Reply

Your email address will not be published.

fourteen + 18 =