pakka

କାଶ୍ମୀରର ବାନ୍ଦିପୋରାରେ ସୁରକ୍ଷା ବାହିନୀ ଉପରେ ଆତଙ୍କବାଦୀଙ୍କ ଆକ୍ରମଣ : ଜଣେ ଏସପିଓ ସହିଦ, ୪ ସୈନିକ ଆହତ

bbehera

ବାନ୍ଦିପୋରା : ଉତ୍ତର କାଶ୍ମୀରର ବାନ୍ଦିପୋରାରେ ଆତଙ୍କବାଦୀମାନେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିବା ଜଣାପଡିଛି । ସୂଚନା ଅନୁସାରେ ଆତଙ୍କବାଦୀମାନେ ଗ୍ରେନେଡ ସାହାଯ୍ୟରେ ସୁରକ୍ଷା ବାହିନୀ ଉପରେ ଆକ୍ରମଣ କରିଥିବା ବେଳେ ଏହି ଆକ୍ରମଣରେ ୪ ଜଣ ସୁରକ୍ଷା କର୍ମୀ ଆହତ ହୋଇଛନ୍ତି । ଏହା ସହିତ, ଏକ ଏସ୍‌ପିଓଙ୍କ ଶହୀଦ ହେବାର ଖବର ମଧ୍ୟ ରହିଛି । ସୁରକ୍ଷା କର୍ମୀମାନେ ଏହି ଅଞ୍ଚଳରେ ଆତଙ୍କବାଦୀଙ୍କ ସନ୍ଧାନ କରିବା ଆରମ୍ଭ କରିଛନ୍ତି ।

jay balangir
Leave A Reply

Your email address will not be published.

seven − four =