pakka

କଂଗ୍ରେସର ଫର୍ମୁଲା ହେଉଛି ‘ସବ୍‌ ମେଁ ଡାଲୋ ଫୁଟ୍‌, ମିଲ୍‌କର୍‌ କରୋ ଲୁଟ୍‌’ : ପିଏମ୍‌ ମୋଦୀ

bbehera

ଅଲ୍‌ମୋଡ଼ା : ଉତ୍ତରାଖଣ୍ଡର ଅଲ୍‌ମୋଡ଼ାରେ ଆୟୋଜିତ ଜନସଭାରେ ପିଏମ୍‌ ମୋଦୀ ଉତ୍ତରାଖଣ୍ଡର ବିକାଶ କାର୍ଯ୍ୟ ଉପରେ ଆଲୋକପାତ କରିଛନ୍ତି ଏବଂ ପୂର୍ବର ସରକାରଙ୍କ ନିଷ୍କ୍ରିୟତା ଉପରେ କଟାକ୍ଷ କରିଛନ୍ତି । ସେ କହିଛନ୍ତି ଯେ, ପାଞ୍ଚ ବର୍ଷର ଡବଲ୍‌ ଇଞ୍ଜିନ ସରକାର ସ୍ୱଚ୍ଛତା ଓ ନିଷ୍ଠାର ସହ ଆପଣ ମାନଙ୍କର ସେବା କରିଛନ୍ତି । ଉତ୍ତରାଖଣ୍ଡକୁ ଏକ ନୂତନ ପରିଚୟ ମିଳି ପାରିଛି । ଭୋଟଦାତା ମାନେ କେବେବି ଭଲ କାମ ଓ ଉଚିତ୍‌ ଉଦ୍ଦେଶ୍ୟକୁ ଭୁଲନ୍ତି ନାହିଁ । ସେ ଆହୁରି କହିଛନ୍ତି ଯେ, କଂଗ୍ରେସର ଫର୍ମୁଲା ହେଉଛି ‘ସବ୍‌ ମେଁ ଡାଲୋ ଫୁଟ୍‌, ମିଲ୍‌କର୍‌ କରୋ ଲୁଟ୍‌’ ।

jay balangir
Leave A Reply

Your email address will not be published.

11 − ten =