Yearly Archives

2021

ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲା : ଆଜି ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମ୍‌ବ୍ରାଞ୍ଚ

ପାରଳାଖେମୁଣ୍ଡି : ଏସିଏଫ୍ ସୌମ୍ୟରଂଜନ ମୃତ୍ୟୁ ମାମଲାରେ ଆଜି ପତ୍ନୀ ବିଦ୍ୟାଭାରତୀଙ୍କୁ ଜେରା କରିବ କ୍ରାଇମ୍‌ବ୍ରାଞ୍ଚ । ଜେରା ପରେ ଦ୍ୟାଭାରତୀଙ୍କ ବୟାନ ରେକର୍ଡ କରାଯିବ । କ୍ରାଇମ୍‌ ଏଗେନ୍‌ଷ୍ଟ ଓ୍ୱିମେନ୍ ଓ୍ୱିଙ୍ଗର ଦୁଇ ଜଣ ମହିଳା ଅଧିକାରୀ ଜେରାରେ ସାହାଯ୍ୟ କରିବା ପାଇଁ ସାମିଲ ହେବେ…
Read More...

ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩ ଜଣ ଆକ୍ରାନ୍ତଙ୍କ ପ୍ରାଣ ନେଲା କରୋନା

ଭୁବନେଶ୍ୱର : ରାଜ୍ୟରେ ଗତ ୨୪ ଘଣ୍ଟା ମଧ୍ୟରେ ୫୩ ଜଣ କରୋନା ଆକ୍ରାନ୍ତ ପ୍ରାଣ ହରାଇଛନ୍ତି । ଏହାକୁ ମିଶାଇ ରାଜ୍ୟରେ ମୋଟ୍ କରୋନା ଜନିତ ମୃତ୍ୟୁ ସଂଖ୍ୟା ୮୦୨୨ଜଣକୁ ବୃଦ୍ଧି ପାଇଛି । ଆଜି ଖୋର୍ଦ୍ଧା ଜିଲ୍ଲାରୁ ସର୍ବାଧିକ ୧୯ ଜଣ ମୃତ୍ୟୁବରଣ କରିଛନ୍ତି । ସେହିପରି ଜଗତସିଂହପୁର ଓ…
Read More...

ଗତ ୨୪ ଘଂଟାରେ ରାଜ୍ୟରେ ୭୧୯ ନୂଆ ଆକ୍ରାନ୍ତ ଚିହ୍ନଟ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଗତ ୨୪ ଘଂଟା ମଧ୍ୟରେ ରାଜ୍ୟରେ ୭୧୯ ନୂଆ ଆକ୍ରାନ୍ତ ଚିହ୍ନଟ ହୋଇଛନ୍ତି । ସେମାନଙ୍କ ମଧ୍ୟରୁ ୧୨୫ ଜଣ ୦ରୁ ୧୮ ବର୍ଷ ବୟସ ରହିଛି । ଏବେ ସକ୍ରିୟ ରୋଗୀଙ୍କ ସଂଖ୍ୟା ୭୧୫୯ । ନୂଆ ଆକ୍ରାନ୍ତଙ୍କ ମଧ୍ୟରୁ ୪୨୨ ଜଣ କ୍ୱାରେନ୍‌ଟାଇନ୍‌ରୁ ଏବଂ ୨୯୭ ଜଣ ଆଂଚଳିକ…
Read More...

ଅର୍ଚ୍ଚନା ପାଢୀଙ୍କ ଇନ୍‌ଷ୍ଟାଗ୍ରାମରେ ୧ଲକ୍ଷ ଫଲୋଅର୍‌ସ୍‌

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ଓଡିଶାରେ ସଙ୍ଗୀତ ମାଧ୍ୟମରେ ଚର୍ଚ୍ଚାରେ ରହିଥିବା ଅର୍ଚ୍ଚନା ପାଢୀଙ୍କ ଇନ୍‌ଷ୍ଟାଗ୍ରାମରେ ୧ ଲକ୍ଷ ଫୋଲୋଅର୍‌ସ୍‌ । ବଲାଙ୍ଗିର ମାଟିରୁ ନିଜ ସଙ୍ଗୀତକୁ ଆରମ୍ଭ କରିଥିବା ଅର୍ଚ୍ଚନା ଏବେ ସାରା ଓଡିଶାରେ ଚର୍ଚ୍ଚାରେ, ଯାହା ବଲାଙ୍ଗିର ମାଟି ପାଇଁ ଗର୍ବ ଓ…
Read More...

ଆତ୍ମ ବିଶ୍ୱାସ ଦ୍ୱାରା ସବୁ ସମ୍ଭବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ଆତ୍ମ ବିଶ୍ୱାସ, ଆତ୍ମ ନିର୍ଭରତା, ଆତ୍ମବଳ ଦ୍ଵାରା ସବୁ ସମ୍ଭବ ଅଟେ ବୋଲି ବରଗଡ଼ ସାଂସଦ ସୁରେଶ ପୂଜାରୀ ଇଣ୍ଡିଆନ୍ ବିୟୁଟି ଏସୋସିଏସନ୍‌ ଦ୍ଵାରା ଆୟୋଜିତ ଏକ ପ୍ରଶିକ୍ଷଣ ଶିବିରକୁ ଉଦ୍‌ଘାଟନ କରିଥିଲେ । ବରଗଡ଼ ମିଳନ ମଣ୍ଡପଠାରେ ଆୟୋଜିତ ଶିବିରରେ ସାଂସଦ…
Read More...

ମଲାଡ଼ ପଞ୍ଚାୟତରେ ମେଗା ଉଦ୍‌ଘାଟନ କାର୍ଯ୍ୟକ୍ରମ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ଅନ୍ତର୍ଗତ ମଲାଡ଼ ପଞ୍ଚାୟତ ମେଗା ଉଦ୍‌ଘାଟନ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ କୁଶପଲ୍ଲୀ ଗ୍ରାମରେ କଲ୍ୟାଣ ମଣ୍ଡପ ଓ ପାଣିବନ୍ଧ ଗ୍ରାମରେ ବ୍ୟାୟାମଶାଳା ଓ ମିଶନଶକ୍ତି ଗୃହ, କାର୍ଯ୍ୟନିର୍ବାହୀ ଅଧିକାରୀଙ୍କ କ୍ୱାଟର…
Read More...

ଦୁର୍ଗାପୂଜା ଉପଲକ୍ଷେ ମାଟି ପୂଜନୋତ୍ସବ

ବରଗଡ଼, (ସତ୍ୟ ନାରାୟଣ ପ୍ରଧାନ) : ବରଗଡ଼ ସିମେଣ୍ଟ ନଗର ସ୍ଥିତ ଦୁର୍ଗାପୂଜା କମିଟି ପକ୍ଷରୁ ଆଗାମୀ ଶାରଦୀୟ ପୂଜା ଉପଲକ୍ଷେ ମା'ଙ୍କ ମୃଣ୍ମୟ ମୂର୍ତ୍ତି ପାଇଁ ମାଟି ପୂଜନୋତ୍ସବ ଗତକାଲି ଶ୍ରୀ ଶ୍ରୀ ସିଦ୍ଧେଶ୍ୱରୀ ମନ୍ଦିର ପରିସରରେ ଅନୁଷ୍ଠିତ ହୋଇଯାଇଛି । ମୁଖ୍ୟ ପୂଜକ କୁଳମଣି…
Read More...

ପାନୀୟଜଳ ଟ୍ୟାଙ୍କରେ ନର୍ଦ୍ଧମାଜଳ ପ୍ରବାହିତ ହେଉଥିବା ଅଭିଯୋଗ ଆଣିଲେ ଶାନ୍ତିନଗରବାସୀ

ଛତ୍ରପୁର, (କେ.ସତ୍ୟନାରାୟଣ ରେଡ୍ଡୀ) : ଗଞ୍ଜାମ ଜିଲ୍ଲାର ସଦରମହକୁମା ଛତ୍ରପୁର ସହରର ୧୪ ନମ୍ବର ୱାର୍ଡ ଅନ୍ତର୍ଗତ ଶାନ୍ତିନଗର ଅଞ୍ଚଳରେ ଏକ ପାଣିଟାଙ୍କି ରହିଛି । ସାହେବଜେନାପଲ୍ଲୀ ଗ୍ରାମକୁ ଯାଇଥିବା ରାସ୍ତାପାର୍ଶ୍ଵରେ ଏକ ଭୂମିସଂଲଗ୍ନ ଏହି ପାଣିଟାଙ୍କି ବହୁ ବର୍ଷହେଲା ନିର୍ମାଣ ହୋଇଛି…
Read More...

ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରିଛନ୍ତି ବବିତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ଆଟଗାଁ ସରପଞ୍ଚ ତଥା ବିଜେଡି ଜିଲ୍ଲା ଉପସଭାନେତ୍ରୀ ଭାବରେ ଦାୟିତ୍ୱ ନିର୍ବାହ କରୁଛନ୍ତି ବବିତା ପୁଟେଲ । ତେବେ କରୋନା ମହାମାରୀ ଠାରୁ ଆରମ୍ଭ କରି ବର୍ତ୍ତମାନ ପର୍ଯ୍ୟନ୍ତ ଅନ୍ୟମାନଙ୍କ ପାଇଁ ଉଦାହରଣ ସୃଷ୍ଟି କରୁଥିବା ବବିତା ଏବେ…
Read More...

ସ୍ୱର୍ଗତ ଷଡ଼ଙ୍ଗୀଙ୍କ ସ୍ମୃତିରେ ରକ୍ତଦାନ ଶିବିର

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ଭେଡେନ ବ୍ଳକ ଅନ୍ତର୍ଗତ ବକଟି ଗ୍ରାମ ସ୍ଥିତ ପ୍ରାଥମିକ ବିଦ୍ୟାଳୟ ପରିସରରେ ଭେଡେନ ବ୍ଳକର ସାମ୍ବାଦିକ ସ୍ୱର୍ଗତ ମଣ୍ଟୁ ଷଡ଼ଙ୍ଗୀଙ୍କ ବାର୍ଷିକ ଶ୍ରାଦ୍ଧ ଦିବସ ଅବସରରେ ତାଙ୍କ ସ୍ମୃତି ଉଦ୍ଦେଶ୍ୟରେ ଏକ ରକ୍ତଦାନ ଶିବିର ସହ ଏକ ସଭା ଅନୁଷ୍ଠିତ…
Read More...