Daily Archives

କୋରାପୁଟରୁ କୋଟିଏରୁ ଅଧିକ ଟଙ୍କାର ଗଞ୍ଜେଇ ଜବତ

କୋରାପୁଟ : କୋରାପୁଟ ଜିଲ୍ଲା ଜୟପୁରରୁ ୧ କୋଟି ୨୦ ଲକ୍ଷ ଟଙ୍କାର ଗଞ୍ଜେଇ ଧରିବାରେ ସଫଳ ହୋଇଛି ସଦର ପୋଲିସ । ଏହି ଗଞ୍ଜେଇକୁ ବ୍ରାହ୍ମଣୀ ଗାଁ ନିକଟରେ ପୋଲିସ ପାଟ୍ରୋଲିଂ କରୁଥିବା ବେଳେ ଜବତ କରାଯାଇଛି । ପାଖାପାଖି ୧୨୪୦ କିଲୋ ଗଞ୍ଜେଇ ଜବତ ହୋଇଥିବା ବେଳେ, ଘଟଣାରେ ୨ ଜଣଙ୍କୁ ଗିରଫ
Read More...

ପ୍ରବଳ ବର୍ଷା ଓ ବଜ୍ରପାତରେ ୨୭ଟି ମେଣ୍ଢାଙ୍କର ମୃତ୍ୟୁ : ସରକାରୀ ସାହାଯ୍ୟ ପ୍ରଦାନ ପାଇଁ ଦାବୀ

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ରାଇକିଆ ବ୍ଲକର ରଣବା ପଞ୍ଚାୟତ ଖାରିଗୁଡା ଗ୍ରାମରେ ପ୍ରବଳ ବର୍ଷା ଏବଂ ବଜ୍ରପାତ ଯୋଗୁଁ ୨୭ଟି ମେଣ୍ଢାଙ୍କର ମୃତ୍ୟୁ ଘଟିଥିବା ସୂଚନା ମିଳିଛି । ଜଙ୍ଗଲକୁ ଚରିବାକୁ ଯାଇଥିବା ବେଳେ ହଠାତ୍
Read More...

ଖଦ୍ୟୋଗ ଅନୁଷ୍ଠାନର ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ସ୍ଥିତ ସାମାଜିକ, ସାଂସ୍କୃତିକ ଅନୁଷ୍ଠାନ ଖଦ୍ୟୋତ ତରଫରୁ କୋଭିଡ୍‌ ୧୯ ନିୟମ ପାଳନ କରି ପ୍ରଫେସର ତରୁଣ କୁମାର ମିଶ୍ରଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇଥିଲା । ପ୍ରତ୍ୟେକ ବର୍ଷ ପରି ଏ ବର୍ଷ ମଧ୍ୟ ଦଶମ ଶ୍ରେଣୀର ଶ୍ରେଷ୍ଠ କୃତିତ୍ୱ ହାସଲ ଥିବା
Read More...

ସୀତାରାମପାଲି ଗ୍ରାମକୁ ୭ ଦିନ ପାଇଁ ସଟ୍ ଡାଉନ୍ ଘୋଷଣା କଲେ ସ୍ଥାନୀୟ ସରପଞ୍ଚ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲାରେ କରୋନାର ଦ୍ୱିତୀୟ ଲହରର ସ୍ଥିତି ଟିକେ ସୁଧାର ଆସିଥିବା ଓ ସଂକ୍ରମଣ ହାର ସ୍ଵାଭାବିକ ହ୍ରାସ ପାଇଥିବା ବେଳେ ଗତକାଲି ପୁଣି ଏକ ଗାଁରେ ୨୨ ସଂକ୍ରମିତ ଚିହ୍ନଟ ହେବା ଯୋଗୁଁ କଳାହାଣ୍ଡି ଜିଲ୍ଲା ମଦନପୁର ରାମପୁର ବ୍ଲକ୍ ଅନ୍ତର୍ଗତ ବମକ
Read More...

ରୋଟାରୀ କ୍ଲବ ବଲାଙ୍ଗିର ପକ୍ଷରୁ ୭୨ତମ ବନୋମହୋତ୍ସବ ପାଳିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରୋଟାରୀ କ୍ଲବ ଅଫ୍‌ ବଲାଙ୍ଗିର ତରଫରୁ ୭୨ତମ ବନୋମହୋତ୍ସବ ସପ୍ତାହ ଉପଲକ୍ଷେ ରାମଜୀ ହାଇସ୍କୁଲ କୁରୁଲ ଠାରେ ପାଳନ କରାଯାଇଛି । ଏହି ଅବସରରେ ରାଜ୍ୟସଭା ସାଂସଦ ସୁବାଷ କୁମାର ସିଂହ ମହୋଦୟ ମୁଖ୍ୟ ଅତିଥି ଭାବରେ ତଥା ଜିଲ୍ଲପାଳ ଚଞ୍ଚଳ ରାଣା ଏବଂ ଏସ୍‌.ପି.
Read More...

୭୨ତମ ବନ ମହୋତ୍ସବ ସପ୍ତାହ ଅବସରରେ ବୃକ୍ଷରୋପଣ

ମ.ରାମପୁର, (ହେମନ୍ତ ସାହୁ) : କଳାହାଣ୍ଡି ଜିଲ୍ଲା ଉତ୍ତରବନଖଣ୍ଡ ଅଧିକାରୀ ମ.ରାମପୁର ବନାଞ୍ଚଳ ତରଫରୁ ୭୨ତମ ବନ ମହୋତ୍ସବ ସପ୍ତାହ ଅବସରରେ ମ.ରାମପୁର ବନାଞ୍ଚଳ ଅଧିକାରୀ ଅସିତ କୁମାର ଦାଶଙ୍କ ନେତୃତ୍ୱରେ ମ.ରାମପୁର ଦମକଳ କେନ୍ଦ୍ରଠାରେ ଅଧିକାରୀ ଲବ ନାଏକ, ଲିଡ଼ିଙ୍ଗ ଫାୟାରମେନ୍‌ ମହେଶ୍ୱର
Read More...

ପାଇକମାଲ ସରସ୍ୱତୀ ଶିଶୁ ମନ୍ଦିର ପକ୍ଷରୁ ବନ ମହୋତ୍ସବ ପାଳିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ଆଜି ପାଇକମାଲ ସରସ୍ୱତୀ ଶିଶୁ ମନ୍ଦିର ଠାରେ ପରିଚାଳନା ସମିତି ଓ ଗୁରୁଜୀ ଗୁରୁମା ମିଳିତ ଆନୁକୁଲ୍ୟରେ ପ୍ରତ୍ୟେକ ବର୍ଷ ପରି ଚଳିତ ବର୍ଷ ମଧ୍ୟ ବନ ମହୋତ୍ସବ କାର୍ଯ୍ୟକ୍ରମ ଅନୁଷ୍ଠିତ ହୋଇଯାଇଛି । ପରିଚାଳନା ସମିତିର ସଭାପତି ରାମ କୁମାର ଗୁପ୍ତା, ସଂପାଦକ
Read More...

ଗଛ ହିଁ ମଣିଷର ପ୍ରକୃତ ବନ୍ଧୁ : ବନ ମହୋତ୍ସବ ଅନୁଷ୍ଠିତ

କଣ୍ଟାବାଞ୍ଜି, (କୈଳାଶ ସଗ୍ରିଆ) : ବଲାଙ୍ଗିର ବନଖଣ୍ଡ ଅଧିନସ୍ଥ କଣ୍ଟାବାଞ୍ଜି ବନାଞ୍ଚଳ ତରଫରୁ ଆଜି ୭୨ତମ ବନମହୋତ୍ସବର ତୃତୀୟ ଦିବସ ପାଳିତ ହୋଇଯାଇଛି । ସର୍ବ ପ୍ରଥମେ କଣ୍ଟାବାଞ୍ଜିସ୍ଥିତ ଝାଙ୍କରପଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟ ପରିସରରେ ବୃକ୍ଷରୋପଣ କରାଯାଇଥିଲା । ଏହି କାର୍ଯ୍ୟକ୍ରମରେ
Read More...

ଏସ୍‌ବିଆଇ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍ ସେବା ସମଗ୍ର ଦେଶରେ ଆସନ୍ତାକାଲି ବନ୍ଦ ରହିବ

ନୂଆଦିଲ୍ଲୀ : ଏସ୍‌ବିଆଇ ଇଣ୍ଟରନେଟ୍‌ ବ୍ୟାଙ୍କିଙ୍ଗ୍ ସେବା ସମଗ୍ର ଦେଶରେ ଆସନ୍ତାକାଲି ବନ୍ଦ ରହିବ । ଏ ନେଇ ବ୍ୟାଙ୍କ ପକ୍ଷରୁ ସୂଚନା ପ୍ରଦାନ କରାଯାଇଛି । ସୂଚନା ଅନୁଯାୟୀ ଜୁଲାଇ ୪ ତାରିଖ ଦିନ ୨ ଘଣ୍ଟା ୨୫ ମିନିଟ୍‌ ପର୍ଯ୍ୟନ୍ତ ଏହାର ଇଣ୍ଟରନେଟ୍ ବ୍ୟାଙ୍କିଙ୍ଗ୍ ସେବା ଉପଲବ୍ଧ ହେବ
Read More...

ପୌରପରିଷଦର ବିଭିନ୍ନ ପ୍ରକଳ୍ପ ଉଦ୍‌ଘାଟନ କଲେ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ

ଟିଟିଲାଗଡ, (ଗୌରବ ଦର୍ଜୀ) : ଆଜି ଟିଟିଲାଗଡ ବିଧାୟକ ତଥା ରାଜ୍ୟ ସରକାରଙ୍କ ମହିଳା ଓ ଶିଶୁ ବିକାଶ ମନ୍ତ୍ରୀ, ମିଶନ ଶକ୍ତି ମନ୍ତ୍ରୀ ଟୁକୁନି ସାହୁ ପୌରପରିଷଦ ଦ୍ଵାରା ନିର୍ମାଣ ହୋଇଥିବା ଓ ନିର୍ମାଣ ହେବାକୁ ଥିବା ବିଭିନ୍ନ ପ୍ରକଳ୍ପ ପ୍ରାୟ ସାତଟି ପ୍ରକଳ୍ପ ଉଦ୍‌ଘାଟନ ଓ ଭିତ୍ତିପ୍ରସ୍ତର
Read More...
error: Content is protected !!