କରୋନା କଟକଣା ନାଁରେ ପୋଲିସର ଦବଂଗଗିରିକୁ ପ୍ରତିବାଦ
ସୁବର୍ଣ୍ଣପୁର, (ପ୍ରଭୁଦତ୍ତ ରଥ) : କରୋନା କଟକଣା ନାଁରେ ପୋଲିସର ଦବଂଗଗିରିକୁ ପ୍ରତିବାଦ କରିଛନ୍ତି ସୁବର୍ଣ୍ଣପୁର ଜିଲ୍ଲା ବୀରମହାରାଜପୁରର ଲୋକେ । ଗତକାଲି ସଂଧ୍ୟା ସମୟରେ ବୀରମହାରାଜପୁର ଥାନାରୁ ପିସିଆର ଭେନ ବାହାରି ବୀରମହାରାଜପୁର ସାଂବାଦିକ ଭବନ ନିକଟରେ ଏକ ଜଳଖିଆ ଠେଲା ଦୋକାନ ଆଗରେ!-->…
Read More...
Read More...