Browsing Tag

sonepure news

ଓଡ଼ିଶାର ମୟୂରଉଡାନ ଗାଁ ସୋନପୁର ଜିଲ୍ଲାରୁ ଭାରତୀୟ ବିଜ୍ଞାନ ସଂସ୍ଥା ଖଡ଼ଗପୁର ପର୍ଯ୍ୟନ୍ତ, ପ୍ରତୀକ୍ଷା ବେହେରାଙ୍କ…

"ସ୍ୱପ୍ନର କୌଣସ଼ି ସୀମା ନଥାଏ, ଥାଏ କେବଳ ତାକୁ ସାକାର କରିବାର ସଂକଳ୍ପ ଓ ଅକ୍ଳାନ୍ତ ପର଼ିଶ୍ରମ" । ସୋନପୁର, (କେପିଏନ୍‌ଏସ୍‌) : ପ୍ରତିବର୍ଷ ହଜାର ହଜାର ଛାତ୍ରଛାତ୍ରୀ ଜେଇଇ ଆଡଭାନ୍ସରେ ସଫଳ ହୋଇ ଆଇଆଇଟିରେ ପଢିବାର ସ୍ୱପ୍ନ ରଖନ୍ତି । କିନ୍ତୁ ସେମାନଙ୍କ ମଧ୍ୟରୁ ଅତି କମ୍
Read More...

ରାବଣ ନିଧନ ସହ ସରିଲା ରାଇକେଡ଼ାର ରାମ ନବମୀ

ସୋନପୁର, (କେପିଏନ୍‌ଏସ୍‌) : ସୋନପୁର ଜିଲ୍ଲା ତରଭା ବ୍ଳକ ଅନ୍ତର୍ଗତ ରାଇକେଡ଼ା ଗାଁରେ ରାମଜୀ ଯୁବକ ସଙ୍ଘ ତରଫରୁ ବହୁ ଆଡ଼ମ୍ବରେ ଆୟୋଜିତ ହେଉଥିବା ରାମନବମୀ ଶେଷ ହୋଇଯାଇଛି । ଦୀର୍ଘ ୫୦ ବର୍ଷ ଧରି ଗ୍ରାମବାସୀ ପ୍ରଭୁ ଶ୍ରୀରାମଙ୍କ ଲୀଳା ନଅ ଦିନ ଧରି ନାଟକ ମାଧ୍ୟମରେ ପ୍ରସାରିତ କରି
Read More...

ସୋନପୁର ରେଡ଼କ୍ରସ ଛାତ୍ରଛାତ୍ରୀଙ୍କ ରାଜ୍ୟ ଶିବିରରେ କୃତିତ୍ୱ

ସୋନପୁର, (ରାଜ କିଶୋର ତ୍ରିପାଠୀ) : ଜିଲ୍ଲା ଶିକ୍ଷାଧିକାରୀ ସୋନପୁର ଶ୍ରୀମତୀ ମୀନାରାଣୀ ମଙ୍ଗଳଙ୍କ ନିର୍ଦ୍ଦେଶକ୍ରମେ ତଥା ଜୁନିଅର ରେଡ଼କ୍ରସ ଅଫିସର ରବିଚନ୍ଦ୍ର ପଶାୟତଙ୍କ ତତ୍ୱାବଧାନରେ ଜିଲ୍ଲା ସ୍ତରୀୟ ଶିବିରରେ ଶ୍ରେଷ୍ଠତା ପ୍ରଦର୍ଶନ କରିଥିବା ୧୦ ଜଣିଆ ଛାତ୍ରଛାତ୍ରୀ ଦଳ ଜୁନିଅର
Read More...

ମହିମା ପୀଠରେ ପବିତ୍ର ସାରସ୍ୱତ ମେଳା

ଭୀମ ଭୋଇଙ୍କ ପାଇଁ ଖଲିଆପାଲି ମହିମାନ୍ଵିତ ହୋଇଛି ବଲାଙ୍ଗିର/ସୋନପୁର, (କେପିଏନ୍‌ଏସ୍‌) : ସନ୍ଥକବିଙ୍କ ଯୋଗୁଁ ଖଲିଆପାଲି ମହିମାନ୍ଵିତ ହୋଇଛି । ଏଠାରେ ସେ ରହି ସାଧନା କରି ସିଦ୍ଧି ଲାଭ କରିଥିଲେ । ଏହି ମାଟିରେ ସେ ତାଙ୍କ କାଳଜୟୀ କବିତା ଗୁଡିକ ଲେଖିଥିଲେ ବୋଲି ଖଲିଆପାଲି ଠାରେ
Read More...

ତହଁକ୍ କୁଟୁମର ଝକେର୍ ଉଛବରେ କବିତାର ଝକେର୍

ସୋନପୁର, (ରାଜେଶ ଦଣ୍ଡସେନା) : ଆଜି ସୋନପୁର ଜିଲ୍ଲାର ଅରବିନ୍ଦ ପୂର୍ଣ୍ଣାଙ୍ଗ ଶିକ୍ଷାକେନ୍ଦ୍ର ସେଲେଡି ଠାରେ ତହଁକ୍ କୁଟୁମ୍ ଏବଂ ରୁମକୁଝୁମାନା ପକ୍ଷରୁ ଝକେର୍ କବିତା ଉଛବ୍ ଅନୁଷ୍ଠିତ ହୋଇଯାଇଛି । ଏହି ଅବସରରେ ନିରଞ୍ଜନ ପଣ୍ଡାଙ୍କ ସଭାପତିତ୍ୱରେ ମୂଖ୍ୟ ଅତିଥି ଭାବେ ଲମ୍ବୋଦର ତ୍ରିପାଠୀ
Read More...

କୃଷକ ସଂଗଠନ ଓ ଟ୍ରକ୍ ମାଲିକ ସଂଘର ସାମ୍ବାଦିକ ସମ୍ମିଳନୀ

ସୋନପୁର : ସୁବର୍ଣ୍ଣପୁର ଜିଲ୍ଲା କୃଷକ ସଂଗଠନ ଓ ଟ୍ରକ୍ ମାଲିକ ସଂଘ ପକ୍ଷରୁ ଏକ ସାମ୍ବାଦିକ ସମ୍ମିଳନୀ ଅନୁଷ୍ଠିତ ହୋଇଯାଇଛି । ବିଗତ ଦିନରେ ଜିଲ୍ଲାରେ ବର୍ଷାରେ ଚାଷୀର ଧାନ କ୍ଷତି ହୋଇଥିଲେ ମଧ୍ୟ ଆଜି ପର୍ଯ୍ୟନ୍ତ ତାହାର ସର୍ଭେ ହୋଇ ପାରିନି । ଏହା ସହ ଇନପୁଟ ସବସିଡି ମଧ୍ୟ ମିଲିପାରିନି ।
Read More...

ସୁବର୍ଣ୍ଣପୁରରେ ବିଭିନ୍ନ ପ୍ରକଳ୍ପର ଉଦଘାଟନ ଓ ଶିଳାନ୍ୟାସ କଲେ ମୁଖ୍ୟମନ୍ତ୍ରୀ

ସୋନପୁର : ମୁଖ୍ୟମନ୍ତ୍ରୀ ମୋହନ ଚରଣ ମାଝୀ ସୁବର୍ଣ୍ଣପୁର ଜିଲ୍ଲା ଗସ୍ତ କରି ୩୨୩ କୋଟିରୁ ଅଧିକ ଟଙ୍କା ମୂଲ୍ୟର ୫୬ ଟି ପ୍ରକଳ୍ପର ଉଦଘାଟନ ଓ ଭିତ୍ତିପ୍ରସ୍ତର ସ୍ଥାପନ କରିଛନ୍ତି । ପ୍ରଥମେ ସୁବର୍ଣ୍ଣପୁରଠାରେ ନିର୍ମାଣ ହୋଇଥିବା ସର୍କିଟ ହାଉସର ଶୁଭ ଉଦଘାଟନ କରିଥିଲେ । ପରେ ରାମେଶ୍ୱର
Read More...

ନୂତନ ବ୍ଲକ ଘୋଷଣା ଦାବିରେ ସୋନପୁରରେ ମେଣ୍ଡା ଅଞ୍ଚଳବାସୀଙ୍କ ବିଶାଳ ଶୋଭାଯାତ୍ରା

ଜିଲ୍ଲାପାଳଙ୍କ ଜରିଆରେ ମୁଖ୍ୟମନ୍ତ୍ରୀଙ୍କ ଉଦ୍ଦେଶ୍ୟରେ ଦାବିପତ୍ର ପ୍ରେରଣ ସୋନପୁର, (କେପିଏନ୍‌ଏସ୍‌) : ରାଜ୍ୟରେ ନୂତନ ବ୍ଲକ ପୁନଃର୍ଗଠନ ନେଇ ପଞ୍ଚାୟତିରାଜ ଓ ପାନୀୟଜଳ ବିଭାଗର ମନ୍ତ୍ରୀଙ୍କ ସୂଚନା ପରେ ସୁବର୍ଣ୍ଣପୁର ଜିଲ୍ଲାର ସର୍ବପୁରାତନ ତଥା ବୃହତଗ୍ରାମ ଐତିହାସିକ ମେଣ୍ଡା
Read More...

ସୁବର୍ଣ୍ଣପୁର ଜିଲ୍ଲା ଶ୍ରେଷ୍ଠ ଜୁନିୟର ରେଡକ୍ରସ ଜିଲ୍ଲା ଭାବରେ, ରାଜ୍ୟପାଳଙ୍କ ଦ୍ଵାରା ପୁରସ୍କୃତ

ସୋନପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲାର ଶତ ପ୍ରତିଶତ ସ୍କୁଲରେ ଜୁନିୟର ରେଡକ୍ରସ ୟୁନିଟ ଦ୍ୱାରା ପ୍ରାଥମିକ ଚିକିତ୍ସା ସେବା, ପ୍ରାକୃତିକ ବିପର୍ଯ୍ୟୟ, ସଡ଼କ ସୁରକ୍ଷା, ରକ୍ଷକ, ସ୍ଵେଚ୍ଛାକୃତ ରକ୍ତଦାନ, ଶିଶୁ ସୁରକ୍ଷା, ଟବାକୋ ବ୍ୟବହାର ରୋକିବା, ଏଚ୍ଆଇଭି ଏଡସ ସଚେତନତା,
Read More...

ବାଇକ୍‌କୁ ଧକ୍କା ଦେଲା ବସ୍, ସ୍ଵାମୀ ମୃତ ସ୍ତ୍ରୀ ଗୁରୁତର

ସୋନପୁର : ସୋନପୁର ସିଆଲ୍‌ଜୁରି ନିକଟରେ ବାଇକ୍‌କୁ ଧକ୍କା ଦେଲା ବସ୍‌ । ଏହି ଦୁର୍ଘଟଣାରେ ସ୍ୱାମୀଙ୍କର ମୃତ୍ୟୁ ହୋଇଥିବା ବେଳେ ସ୍ତ୍ରୀ ଗୁରୁତର ହୋଇଛନ୍ତି । ମୃତକ ବାଘପାଲି ଗାଁର ଦୁଶାସନ ସାହୁ ବୋଲି ଜଣାପଡିଛି । ବାଇକ୍‌ ଯୋଗେ ନିଜ ଘରକୁ ଫେରିବା ବେଳେ ଦୁର୍ଘଟଣା ଘଟିଛି । ସୂଚନା
Read More...