ପୂଜା ମାହୋଲରେ ଛୁଟିଛି ମଦର ବନ୍ୟା
ଶତାଧିକ ମହିଳା ଘେରିଲେ ବିଭିନ୍ନ କାର୍ଯ୍ୟାଳୟ
ଜୟପାଟଣା, (ଶେଷଦେବ ବେହେରା) : ମଦ ବ୍ୟବସାୟ ଏବେ ଚରମ ସୀମାରେ ପହଞ୍ଚିଥିବା ବେଳେ ବିଭିନ୍ନ ଗ୍ରାମରେ ମଦବିକ୍ରିକୁ ନେଇ ମହିଳା ମାନଙ୍କ ମଧ୍ୟରେ ଆନ୍ଦୋଳନର ସ୍ୱର ଉଠୁଥିବା ଦେଖିବାକୁ ମିଳିଛି । ମଦର ବହୁଳ ପ୍ରସାରକୁ ମହିଳାମାନେ!-->!-->!-->!-->!-->…
Read More...
Read More...