ଗଞ୍ଜାମରେ ଶ୍ରୀ ଶ୍ରୀ ବଡ଼ ମା’ଙ୍କ ଜନ୍ମ ମହୋତ୍ସବ ପାଳିତ
ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସତସଙ୍ଗ ବିହାର ପରିସରରେ ସୋମବାର ଦିନ ଶ୍ରୀ ଶ୍ରୀ ବଡ଼ ମାଙ୍କ ୧୩୦ତମ ଜନ୍ମ ମହୋତ୍ସବ ମହାସମାରୋହରେ ପାଳିତ ହୋଇଯାଇଛି । ଏହି ଉପଲକ୍ଷେ ସତସଙ୍ଗ ଅନୁଷ୍ଠିତ ହୋଇଥିଲା । ଭଜନ, କୀର୍ତନ ସହ ଶ୍ରୀ ଶ୍ରୀ ଠାକୁରଙ୍କ ଓ ଶ୍ରୀ ବଡ଼ମାଙ୍କ ଭାବଧାର ଉପରେ!-->…
Read More...
Read More...