Browsing Tag

deogoan news

ରକ୍ତ ଦେଇ ରୋଗୀଙ୍କ ଜୀବନ ବଞ୍ଚାଇଲେ ଅଜିତ

ଦେଓଗାଁ, (ମନୀଷ କୁମାର ସାହୁ) : ବଲାଙ୍ଗିର ଭୀମଭୋଇ ମେଡିକାଲ କଲେଜରେ ଜନୈକ ରୋଗୀଙ୍କ ରକ୍ତ ଦରକାରଥିବା ଜାଣି ଦେଓଗାଁ ବ୍ଲକ ଉଡାର ଗାଁର ରକ୍ତଦାତା ଅଜିତ ଭୋଇ ଯାଇ ରକ୍ତଦାନ କରି ଉକ୍ତ ରୋଗୀଙ୍କର ଜୀବନ ବଞ୍ଚାଇଛନ୍ତି । ସେ ପୂର୍ବରୁ ମଧ୍ୟ ୧୭ଥର ରକ୍ତ ଦେଇ ରୋଗୀଙ୍କର ଜୀବନ ବଞ୍ଚାଇ ମହାନ
Read More...

ପ୍ରଥମ ବାର୍ଷିକ ପାଟଖଣ୍ଡା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦଯାପିତ : ଆୟୋଜକ ବିଏନ୍‌ଏଏ ଜରାସିଂହା ଚମ୍ପିୟାନ୍‌

ଦେଓଗାଁ, (ମନୀଷ କୁମାର ସାହୁ) : ଗତ ୯ତାରିଖରୁ ଆରମ୍ଭ ହୋଇଥିବା ପ୍ରଥମ ପାଟଖଣ୍ଡା ସ୍ମାରକୀ ଫୁଟବଲ ଟୁର୍ଣ୍ଣାମେଣ୍ଟ ୧୫ତାରିଖ ରବିବାର ଉଦଯାପିତ ହୋଇଯାଇଛି । ଏହି ଟୁର୍ଣ୍ଣାମେଣ୍ଟରେ ଆୟୋଜକ ବ୍ରଜେନ୍ଦ୍ର ନାରାୟଣ ଏଥେଲେଟିକ ଏସୋସିଏସ୍‌ନ (ବିଏନଏଏ) ଜରାସିଂହା ସହ ଜେଜେ ସ୍ପୋଟିଙ୍ଗ
Read More...

ସ୍ୱାଧୀନତା ଦିବସ ଅବସରରେ ବୃକ୍ଷ ରୋପଣ କାର୍ଯ୍ୟକ୍ରମ

ଦେଓଗାଁ, (ମନୀଷ କୁମାର ସାହୁ) : ୭୫ତମ ସ୍ୱାଧୀନତା ଦିବସ ଅବସରରେ କୁଡାସିଂହା ସାର୍ବଜନୀନ ସାଂସ୍କୃତିକ କଳା ପରିଷଦ ତରଫରୁ କୁଡାସିଂହା- ଭୁତିଆରବାହାଲ ରାସ୍ତାର ଉଭୟ ପାର୍ଶ୍ଵରେ ବୃକ୍ଷ ରୋପଣ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବଲାଙ୍ଗିର ବ୍ଳକ ଉନ୍ନୟନ ଅଧିକାରୀ ରାମଦତ୍ତ ଭୋଇ, ଦେଓଗାଁ
Read More...

ରାସ୍ତା କଡ଼ରୁ ବୃଦ୍ଧାଙ୍କୁ ଉଦ୍ଧାର କରି ସାଲେପାଲି ସ୍ଥିତ ଜରାନିବାସରେ ଥଇଥାନ କଲେ ସ୍ୱେଚ୍ଛାସେବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ ଅଞ୍ଚଳ ଉପରଝର ରାସ୍ତା କଡ଼ରେ ଏକ ଅସହାୟ ବୃଦ୍ଧାଙ୍କୁ ଉଦ୍ଧାର କରି ଦେଓଗାଁ ବ୍ଲକକୁ ନେଇ ବିଡ଼ିଓ ଏବଂ ଦେଓଗାଁ ବ୍ଲକ ସାମାଜିକ ସୁରକ୍ଷା ଅଧିକାରୀଙ୍କ ଜରିଆରେ ଦେଓଗାଁ ବ୍ଲକ ସାଲେପାଲି ଗାଁର ଜରାନିବାସରେ ତାଙ୍କର ଥଇଥାନ କରାଇଛନ୍ତି ।
Read More...

ଦେଶୀ ମଦ କାରଖାନାରେ ଅବକାରୀ ବିଭାଗର ଚଢ଼ାଉ : ୪୦ ଲିଟର ଖୋଲା ମଦ ସହ ୧୧ କ୍ୱିଣ୍ଟାଲ ମହୁଳ ପୋଚ ଜବତ

ଦେଓଗାଁ, (ମନୀଷ କୁମାର ସାହୁ) : ତୁଷୁରା ଅବକାରୀ ଥାନା ଅନ୍ତର୍ଗତ ଦେଓଗାଁ ବ୍ଲକର ମୁକୁନ୍ଦପୁର ପଞ୍ଚାୟତର ଥାଲବନ୍ଧ ଗାଁରେ ବଲାଙ୍ଗିର ଅବକାରୀ ମୋବାଇଲ ୟୁନିଟ ଚଢ଼ାଉ କରି ମଦ ସହ ମହୁଳ ପୋଚ ଜବତ କରିଥିବା ଜଣାପଡିଛି । ଗୁରୁବାର ଦିନ କୌଣସି ସୂତ୍ରରୁ ଖବର ପାଇଁ ଅବକାରୀ ମୋବାଇଲ ୟୁନିଟ
Read More...

କୋଇଲା ବୋଝେଇ ଗାଡି ଦୁର୍ଘଟଣା ଅଳ୍ପକେ ବର୍ତ୍ତିଲେ ଡ୍ରାଇଭର

ଦେଓଗାଁ, (ମନୀଷ କୁମାର ସାହୁ) : ବରଗଡ଼ -ବୋରିଗୁମା ୨୬ ନମ୍ୱର ଜାତୀୟ ରାଜପଥର ଦେଓଗାଁ କଛାରପାଲିର କଛାରକୁ ଯିବା ରାସ୍ତା ନିକଟରେ ଏକ କୋଇଲା ବୋଝେଇ ଗାଡି ଦୁର୍ଘଟଣା ଗ୍ରସ୍ତ ହେବାରୁ ଡ୍ରାଇଭର ଅଳ୍ପକେ ବର୍ତ୍ତି ଯାଇଥିବା ଜଣାପଡିଛି । ଗୁରୁବାର ସନ୍ଧ୍ୟାରେ ବିଶାଖାପାଟଣାରୁ କୋଇଲା ବୋଝେଇ
Read More...

ଜରାସିଂହା କନ୍ଧେନ୍‌ଜୋର୍‌ ନାଳା ରାସ୍ତା କାର୍ଯ୍ୟକ୍ଷମ କେବେ ?

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବସ୍‌ ଷ୍ଟେସନରୁ କୁଲିହାବହାଲ ରାସ୍ତା ଯଥା ଜରାସିଂହାରୁ କୁଲିହାବାହାଲ ରାସ୍ତା ଉପରେ ଥିବା କନ୍ଧେନ୍‌ଜୋର୍‌ ନାଳା ଉପରେ ପୋଳ ନିର୍ମାଣ ବର୍ଷେ ହେଲା ଆରମ୍ଭ ହୋଇଛି । ପୋଳ କାମ ଶେଷ ହୋଇଥିବା ବେଳେ ଏପ୍ରୋଚ୍‌ କାମ ଆରମ୍ଭ ହୋଇନାହିଁ । ଯାହା
Read More...

ସିଆଲବାହାଲି ତଳିପଡ଼ାର ନଳକୂପ ଅଚଳ : ମରାମତି ଦାବୀ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ବ୍ଲକ କୁତୁର୍ଲା ପଞ୍ଚାୟତ ଅନ୍ତର୍ଗତ ସିଆଲବାହାଲି ଗାଁର ତଳିପଡ଼ାରେ ଥିବା ଏକ ନଳକୂପ ଦୀର୍ଘ ୨ମାସରୁ ଉର୍ଦ୍ଧ୍ଵ ହେଲା ଅଚଳାବସ୍ଥାରେ ପଡ଼ିରହିଛି । ଫଳରେ ଉକ୍ତର ପଡ଼ାର ଲୋକ ପାଣି ପାଇଁ ଅସୁବିଧାର ସମ୍ମୁଖୀନ ହୋଇ ପାନୀୟ ଜଳ ସଂଗ୍ରହ ପାଇଁ ଉପର
Read More...

ସୋଲାର ପ୍ଲାଣ୍ଟରୁ ପ୍ଲେଟ ଚୋରି ଉଦ୍ୟମ ଘଟଣା : ୨ ଅଭିଯୁକ୍ତ କୋର୍ଟ ଚାଲାଣ, ମାଷ୍ଟର ମାଇଣ୍ଡ ସହ ୨ଫେରାର୍‌

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଧିନସ୍ଥ କୁକୁରାଖାଇ ସ୍ଥିତ ସୋଲାର ପ୍ଲାଣ୍ଟରୁ ସୋଲାର ପ୍ଲେଟ ଚୋରି ଉଦ୍ୟମ କରୁଥିବା ସମୟରେ ଗାଁ ଲୋକଙ୍କ ସହ ସୋଲାର ପ୍ଲାଣ୍ଟର କିଛି କର୍ମଚାରୀ ୨ଜଣ ଚୋରକୁ ଧରି ରବିବାର ଦିନ ଦେଓଗାଁ ଥାନାରେ ଜିମା ଦେବା ପରେ ପ୍ରାଥମିକ ତଦନ୍ତ କରି ଦେଓଗାଁ
Read More...

ଦେଓଗାଁ ବ୍ଲକ ଆଦିବାସୀ ସଂଘ ପକ୍ଷରୁ ଅର୍ଜୁନପୁରରେ ୨୭ତମ ଆଦିବାସୀ ଦିବସ ପାଳିତ

ଦେଓଗାଁ, (ମନୀଷ କୁମାର ସାହୁ) : ସୋମବାର ଦିନ ୧୨ଟା ସମୟରେ ଦେଓଗାଁ ବ୍ଲକ ଆଦିବାସୀ ସଂଘ ତରଫରୁ ଅର୍ଜୁନପୁର ଗାଁର ବାତ୍ୟା ଆଶ୍ରୟସ୍ଥଳୀରେ ଦେଓଗାଁ ବ୍ଲକର ବିଭିନ୍ନ ଗାଁରୁ ଆସିଥିବା ଆଦିବାସୀମାନେ ଏକତ୍ରିତ ହୋଇ ୨୭ତମ ବିଶ୍ଵ ଆଦିବାସୀ ଦିବସ ପାଳନ ହୋଇଯାଇଛି । ଏହି ବୈଠକକୁ ଦେଓଗାଁ ବ୍ଲକ
Read More...