Daily Archives

ରେଲୱେ ଷ୍ଟେସନ ଛକ ଠାରୁ ୨ ଜଣ ଲୁଟେରାଙ୍କୁ କାବୁ କରି କୋର୍ଟ ଚାଲାଣ କଲା ବଲାଙ୍ଗିର ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍ଏସ୍) : ଆଜି ବଲାଙ୍ଗିର ଟାଉନ ପୋଲିସ ୨ ଜଣ ଲୁଟେରାଙ୍କୁ ରେଲୱେ ଷ୍ଟେସନ ଛକ ଠାରୁ ଗିରଫ କରିଥିବା ନେଇ ଖବର ମିଳିଛି । ଖବର ଅନୁଯାୟୀ ବଲାଙ୍ଗିର ଜିଲ୍ଲା ଅନ୍ତର୍ଗତ ପାଟଣାଗଡର ଗଞ୍ଜାଉଡାର ଗ୍ରାମର ରୁଦ୍ରମଣି ବିଶି ତାଙ୍କ ଦୁଇ ସାଙ୍ଗ ସହ ଚେନ୍ନାଇରୁ ଫେରି ସ୍ଥାନୀୟ
Read More...

ଭାରତର ଜି-୨ଠ ନେତୃତ୍ୱ ପାଇଁ ଲୋଗୋ, ଥିମ ଏବଂ ୱେବସାଇଟର ଉନ୍ମୋଚନ ଅବସରରେ ପ୍ରଧାନମନ୍ତ୍ରୀଙ୍କ ଅଭିଭାଷଣର ମୂଳପାଠ

ନୂଆଦିଲ୍ଲୀ, (ପିଆଇବି) :ନମସ୍କାର,ମୋର ପ୍ରିୟ ଦେଶବାସୀ ଏବଂ ବିଶ୍ୱ ସମୁଦାୟର ସମସ୍ତ ପରିବାରଗଣ, କିଛି ଦିନ ପରେ, ଡିସେମ୍ବର ପହିଲାରୁ ଭାରତ, ଜି-୨ଠର ଅଧ୍ୟକ୍ଷତା କରିବ । ଭାରତ ପାଇଁ ଏହା ଏକ ଐତିହାସିକ ଅବସର ଅଟେ । ଆଜି ଏହି ସଂଦର୍ଭରେ ଏହି ସମ୍ମିଳନୀର ୱେବସାଇଟ, ଥିମ ଏବଂ ଲୋଗୋକୁ
Read More...

କନ୍ଧମାଳରେ ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ଆରମ୍ଭ

କନ୍ଧମାଳ, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଜାନୁଆରୀ ୦୧ ତାରିଖକୁ ଯୋଗ୍ୟତା ତାରିଖ ଭାବେ ଗ୍ରହଣ କରି ଭାରତର ନିର୍ବାଚନ ଆୟୋଗ ଏବଂ ରାଜ୍ୟ ମୁଖ୍ୟ ନିର୍ବାଚନ ଅଧିକାରୀ, ସ୍ୱତନ୍ତ୍ର ସଂକ୍ଷିପ୍ତ ସଂଶୋଧନ କାର୍ଯ୍ୟକ୍ରମ ୨୦୨୩ ଆରମ୍ଭ ହୋଇଛି । ଏହି କ୍ରମରେ, କନ୍ଧମାଳ ଜିଲ୍ଲାପାଳଙ୍କ
Read More...

ପିସି ପିଏନ୍‌ଡିଟି ସଚେତନତା ସଭା ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଜିଲ୍ଲା ଚିକିତ୍ସା ଓ ଜନସ୍ଵାସ୍ଥ୍ୟ ଅଧିକାରୀ ଡ଼ଃ ବିଶ୍ୱ ରଞ୍ଜନ ପତି ଅଧ୍ୟକ୍ଷତାରେ ସ୍ୱାସ୍ଥ୍ୟ ବିଭାଗ ସମ୍ମିଳନୀ କକ୍ଷରେ ଗର୍ଭଧାରଣ ପୂର୍ବ ଓ ପ୍ରସବ ପୂର୍ବ ନିଦାନ ପଦ୍ଧତି ଉପରେ ଏକ ସଚେତନତା ସଭା ଅନୁଷ୍ଠିତ ହୋଇଯାଇଛି । ଏହି ବୈଠକରେ ଜିଲ୍ଲାରେ
Read More...

ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ : ୧ ମୃତ

କେନ୍ଦୁଝର : କେନ୍ଦୁଝର ସଦର ଥାନା ଅନ୍ତର୍ଗତ ୨୦ ନମ୍ବର ଜାତୀୟ ରାଜପଥ ରାଇସୁଆଁ ଜିଟି ପେଟ୍ରୋଲ ପମ୍ପ ନିକଟରେ ବାଇକ୍‌କୁ ପଛ ପଟୁ ଧକ୍କା ଦେଲା ଟ୍ରକ । ଫଳରେ ବାଇକ୍‌ ଆରୋହୀଙ୍କ ମୃତ୍ୟୁ ହୋଇଛି । ମୃତକ ଜଣକ ମହାଦେଇଯୋଡା ପଞ୍ଚାୟତ ଟିକରପଡା ରଥମରାସାହିର କୃଷ୍ଣୁ ମୁଣ୍ତା(୫୮) ବୋଲି
Read More...

୧୦୦ ପ୍ରତିଶତ ବିଦ୍ୟୁତିକରଣ ମିଶନ ଦିଗରେ ଅଗ୍ରସର ଭାରତୀୟ ରେଳ

ଭାରତୀୟ ରେଳ ମୋଟ୍ ବ୍ରଡଗେଜ୍ ନେଟୱର୍କର ୮୨ ପ୍ରତିଶତ ବିଦ୍ୟୁତିକରଣ କାର୍ଯ୍ୟ ସମ୍ପୂର୍ଣ୍ଣ କରିଛିଏପ୍ରିଲ୍- ଅକ୍ଟୋବର ୨୦୨୨ ମଧ୍ୟରେ ୧୨୨୩ ରୁଟ୍ କିଲୋମିଟର (ଆରକେଏମ୍) ର ବିଦ୍ୟୁତିକରଣ କରାଯାଇଛିବିଦ୍ୟୁତିକରଣର ପରିଣାମସ୍ବରୂପ ଇନ୍ଧନ ଶକ୍ତିର ଉନ୍ନତ ବ୍ୟବହାର ନୂଆଦିଲ୍ଲୀ, (ପିଆଇବି) :
Read More...

ଅରୁଣାଚଳ ପ୍ରଦେଶରେ ଭୂମିକମ୍ପ ଅନୁଭୂତ

ନୂଆଦିଲ୍ଲୀ : ପୂର୍ବ ଭାରତରେ ଭୂକମ୍ପର ଝଟକା । ଅରୁଣାଚଳ ପ୍ରଦେଶରେ ଗୁରୁବାର ସକାଳେ ବଡ ଧରଣର ଭୂକମ୍ପ ଝଟକା ଅନୁଭବ ହୋଇଛି । ରିକ୍ଟର ସ୍କେଲରେ ଏହାର ତୀବ୍ରତା ୫.୭ ଥିଲା ବୋଲି ଜଣାପଡିଛି । ଜାତୀୟ ଭୂକମ୍ପ ବିଜ୍ଞାନ କେନ୍ଦ୍ରର ସୂଚନା ଅନୁସାରେ, ଭୂକମ୍ପର କେନ୍ଦ୍ରସ୍ଥଳ ଅରୁଣାଚଳ ପ୍ରଦେଶର
Read More...

ଡିଜି ଲକରରେ ବର୍ତ୍ତମାନ ସ୍ୱାସ୍ଥ୍ୟ ରେକର୍ଡ ରଖି ତାହାକୁ ଆୟୁଷ୍ମାନ ଭାରତ ସ୍ୱାସ୍ଥ୍ୟ ଆକାଉଣ୍ଟ (ଏବିଏଚଏ) ସହ ସଂଯୋଗ…

ନୂଆଦିଲ୍ଲୀ, (ପିଆଇବି) : ଇଲେକଟ୍ରୋନିକ୍ସ ଏବଂ ସୂଚନା ପ୍ରଯୁକ୍ତି ମନ୍ତ୍ରଣାଳୟ ଅଧୀନସ୍ଥ ବିଶ୍ୱସନୀୟ ନଥିପତ୍ର ବିନିମୟ ମଞ୍ଚ ଡିଜିଲକର ସଫଳତାର ସହ ଏହାର ଦ୍ୱିତୀୟ ପର୍ଯ୍ୟାୟ ସମ୍ମିଶ୍ରଣ ଆୟୁଷ୍ମାନ ଭାରତ ଡିଜିଟାଲ ମିଶନ ସହ (ଏବିଡିଏମ) ସମ୍ପନ୍ନ କରିଛି । ଡିଜିଲକର ପ୍ଲାଟଫର୍ମ ଏଣିକି
Read More...

ମର୍ମନ୍ତୁଦ ସଡକ ଦୁର୍ଘଟଣା : ୧ ମୃତ

ରାଇରଙ୍ଗପୁର : ବାଇକ ଦୁର୍ଘଟଣାରେ ଜନୈକ ଯୁବକଙ୍କ ମୃତ୍ୟୁ ହୋଇଛି । ମୃତକ ରାଇରଙ୍ଗପୁର ଗ୍ରାମାଞ୍ଚଳ ଥାନା ଜାମାଦା ଝାଉଁରିପୋଷି ଗ୍ରାମର ଅଜୟ ମଣ୍ଡଳ ବୋଲି ଜଣାପଡ଼ିଛି ପ୍ରକାଶ ଯେ, ଗୁରୁବାର ସକାଳୁ ଅଜୟ ଜଙ୍ଗଲ ପାଖ ରାସ୍ତାରେ ଛିଡା ହୋଇଥିଲେ । ଏହି ସମୟରେ ଦୃତ ଗତିରେ ଯାଉଥିବା ଏକ ବାଇକ
Read More...

ବାଣ ତିଆରି କାରଖାନାରେ ଭୟଙ୍କର ବିସ୍ଫୋରଣ : ୫ ମୃତ, ୧୦ ଗୁରୁତର

ନୂଆଦଲ୍ଲୀ : ତାମିଲନାଡୁର ମଦୁରାଇ ଜିଲ୍ଲାର ଏକ ଘରୋଇ ବାଣ କାରଖାନାରେ ନିଆଁ ଲାଗି ଏକ ବଡ଼ ଧରଣର ବିସ୍ଫୋରଣ ଘଟିଛି । ଏହି ଦୁର୍ଘଟଣାରେ ୫ ଜଣଙ୍କର ମୃତ୍ୟୁ ହୋଇଥିବା ବେଳେ ୧୦ ଜଣ ଆହତ ହୋଇଛନ୍ତି । ମଦୁରାଇର ଏସ୍‌ପି ଏହି ଦୁର୍ଘଟଣା ଉପରେ ନିଶ୍ଚିତ କରିଛନ୍ତି । ଏହି ଘଟଣା ମଦୁରାଇ ଜିଲ୍ଲାର
Read More...