Daily Archives

ଅସହାୟଙ୍କୁ ପାଣ୍ଡବଙ୍କ ଦ୍ୱାରା ଶୀତବସ୍ତ୍ର ବଣ୍ଟନ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସରକାରୀ ଉଚ୍ଚ ପ୍ରାଥମିକ ବିଦ୍ୟାଳୟ କଇଣ୍ଡାପାଲିରୁ ଅବସର ଗ୍ରହଣ କରିଥିବା ଶିକ୍ଷକ ପାଣ୍ଡବ ପଧାନ ତାଙ୍କର ପେନ୍‌ସନ୍‌ ଅର୍ଥରୁ ପଥରଖଣ୍ଡି ଗ୍ରାମରେ ୩୦ ଜଣ ବୃଦ୍ଧ, ବୃଦ୍ଧା, ଅସହାୟ ଓ ଅକ୍ଷମ ବ୍ୟକ୍ତିଙ୍କୁ କମ୍ବଳ ବଣ୍ଟନ କରିଥିଲେ । ଶୀତ ଦାଉରୁ ସେମାନେ
Read More...

ବଲାଙ୍ଗିରର ପରିମଳ ବ୍ୟବସ୍ଥାକୁ ନେଇ ଗର୍ଜିଲେ ନରସିଂହ

ନଗର ଉନ୍ନୟନ ଅତିରିକ୍ତ ସଚିବଙ୍କ ଉପସ୍ଥିତିରେ ହେଲା ସମୀକ୍ଷା ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ସର୍କିଟ ହାଉସ ଠାରେ ବଲାଙ୍ଗିର ବିଧାୟକ ନରସିଂହ ମିଶ୍ର ବଲାଙ୍ଗିର ପୌରାଞ୍ଚଳର ପରିମଳ ବ୍ୟବସ୍ଥାକୁ ନେଇ ଏକ ସମୀକ୍ଷା ବୈଠକ କରିଛନ୍ତି । ବିଧାନସଭାର ପରିବେଶ ପ୍ରଦୂଷଣ
Read More...

ଦାରିଙ୍ଗବାଡ଼ି ଡୁଲୁରି ଠାରେ ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘର ସାଙ୍ଗଠନିକ ବୈଠକ

ବାଲିଗୁଡ଼ା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : ଓଡ଼ିଶାର କାଶ୍ମୀର ରୂପେ ପରିଚିତ କନ୍ଧମାଳ ଜିଲ୍ଲାର ଦାରିଙ୍ଗବାଡ଼ି ଠାରେ ନୂଆପଡ଼ା ଜିଲ୍ଲା ସାମ୍ବାଦିକ ସଂଘର ଏକ ସାଙ୍ଗଠନିକ ବୈଠକ ଅନୁଷ୍ଠିତ ହୋଇଯାଇଛି । ଅନୁଷ୍ଠିତ ସଭାରେ ରୁଦ୍ରରାଜ ବାଗ ଅତିଥିଙ୍କୁ ସ୍ୱାଗତ କରିଥିବା ବେଳେ ସଂଘ
Read More...

ଭୁବନେଶ୍ଵର ବାଲିଯାତ୍ରାରେ ଓଡ଼ିଶା ମୋ ପରିବାର ତରଫରୁ ଷ୍ଟଲ୍ ସ୍ଥାପନା

ଭୁବନେଶ୍ଵର, (କେପିଏନ୍‌ଏସ୍‌) : ଭୁବନେଶ୍ଵର ବାଲିଯାତ୍ରାରେ ଓଡ଼ିଶା ମୋ ପରିବାର ତରଫରୁ ଏକ ଷ୍ଟଲ୍ ସ୍ଥାପନା କରାଯାଇଛି । ଏହି ଷ୍ଟଲ୍ ମାଧ୍ୟମରେ ଓଡ଼ିଶା ମୋ ପରିବାର ସାମାଜିକ ପ୍ରତିବଦ୍ଧତାର ବିଭିନ୍ନ କାର୍ଯ୍ୟକ୍ରମ ତଥା ରକ୍ତଦାନ ଏବଂ ଅଙ୍ଗଦାନ ଦ୍ୱାରା କିପରି ଲୋକମାନଙ୍କ ଜୀବନ ବଞ୍ଚାଇ
Read More...

ବାରହା ଶିକାର ବଦଳରେ ଗାଈ ଗୁରୁତର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ମାଲାଡ଼ ପଂଚାୟତ କାଠଗଡା ଅଂଚଳରେ ଏକ ଅଭୟନାୟ ଘଟଣା ଦେଖିବାକୁ ମିଳିଛି । ବାରହା ଶିକାର ପାଇଁ ରଖାଯାଇଥିବା ବମ୍‌କୁ କାମୁଡି ଏକ ଗାଈ ଗୁରୁତର ଆହାତ ହୋଇଥିବା ଜଣାପଡିଛି । ପ୍ରାପ୍ତ ସୂଚନା ଅନୁଯାୟୀ ଗୁରୁବାର ସକାଳେ ମଲାଡ଼ ପଞ୍ଚାୟତର ବାବୁ
Read More...

ଶିକ୍ଷା ବିଭାଗ ପକ୍ଷରୁ ବ୍ଲକସ୍ତରୀୟ କେରିଅର କାଉନସିଲିଂ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ହୁମା ପଞ୍ଚାୟତରେ ଶିକ୍ଷା ବିଭାଗର ଓ ଗ୍ରାସୀମ କମ୍ପାନୀର ମିଳିତ ଆନୁକୂଲ୍ୟରେ ସ୍କୁଲ ଛାତ୍ର ଓ ଛାତ୍ରୀଙ୍କ କେରିଅର କାଉନସିଲିଂ କାର୍ଯ୍ୟକ୍ରମ ଗୁରୁବାର ଦିନ ହୁମା ଗ୍ରାମର କଲ୍ୟାଣୀ ମଣ୍ଡପଠାରେ ଅନୁଷ୍ଠିତ ହୋଇଯାଇଛି । ବ୍ଲକ
Read More...

ସଡ଼କ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଉଦ୍ଧାର କଲା ସଂକଳ୍ପ ପରିବାର

ବରଗଡ, (ନିରୋଜ କୁମାର ପାଣୀ) : ସଡ଼କ ଦୁର୍ଘଟଣାରେ ଗୁରୁତର ଆହତଙ୍କୁ ଉଦ୍ଧାର କରିଛି ସଂକଳ୍ପ ପରିବାର । ସୂଚନା ଅନୁସାରେ ଦଶମାଇଲ ଛକରେ ଗତକାଲି ସନ୍ଧ୍ୟା ୭ଟା ସମୟରେ ହୋଇଥିବା ଏକ ସଡ଼କ ଦୁର୍ଘଟଣାରେ ଜଣେ ବ୍ୟକ୍ତି ଗୁରୁତର ଭାବରେ ଆହତ ହୋଇଥିଲେ । ତେବେ ଦେଓଗାଁର ଧିରେନ ବାରିକ ଫୋନ
Read More...

ବଙ୍ଗୋମୁଣ୍ଡା ଧନୁଯାତ୍ରା ମହୋତ୍ସବରେ ସମ୍ବର୍ଦ୍ଧିତ ହେଲେ ଯୁବ ସାମ୍ବାଦିକ ହୁଲେଶ୍ୱର ହଂସ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦର ଠାରେ ହୋଇଥିବା ବଙ୍ଗୋମୁଣ୍ଡା ୩୬ତମ ଧନୁଯାତ୍ରା ମହୋତ୍ସବରେ ଆୟୋଜକ କମିଟି ପକ୍ଷରୁ କଣ୍ଟାବାଞ୍ଜି ନିର୍ବାଚନ ମଣ୍ଡଳୀର ଯୁବ ସାମ୍ବାଦିକ ହୁଲେଶ୍ୱରଙ୍କୁ ପ୍ରତିଭାବାନ ସାମ୍ବାଦିକ ଭାବେ ସମ୍ବର୍ଦ୍ଧିତ କରାଯାଇଛି
Read More...

ଆମ୍ବୁଲାନ୍ସ ଫାର୍ମାସିଷ୍ଟ ଅକ୍ଷୟ କୁମାର ସାହୁଙ୍କ ମାନବିକତା : ଫେରାଇଲେ ଆହତଙ୍କ ପଡିଯାଇଥିବା ଟଙ୍କା

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ବ୍ଲକ ଅନ୍ତର୍ଗତ ଦାଦିମାଲ ଛକ ଠାରେ ଖଲବହାଲ ଗ୍ରାମର ଦେବାନନ୍ଦ ସରାଫ ମଟର ସାଇକେଲ ଦୁର୍ଘଟଣାରେ ଗୁରୁତର ଆହତ ହୋଇ ୧୦୮ ଯୋଗେ ଆସିବା ସମୟରେ ଆମ୍ବୁଲାନ୍ସ ଗାଡି ଭିତରେ ତାଙ୍କର ୧୪ ହଜାର ଟଙ୍କା ପଡିଯାଇଥିଲା । ଆମ୍ବୁଲାନ୍ସ ଫାର୍ମାସିଷ୍ଟ ଅକ୍ଷୟ
Read More...

ରାଜନୈତିକ ଉଷ୍ଣତା ମଧ୍ୟରେ ବି ମାନବିକତା ଭୁଲି ନାହାନ୍ତି ପ୍ରଦୀପ ପୁରୋହିତ : ଦୁର୍ଘଟଣାଗ୍ରସ୍ତ ବ୍ୟକ୍ତିଙ୍କୁ ନେଲେ…

ପଦ୍ମପୁର, (ନିରୋଜ କୁମାର ପାଣୀ) : ବର୍ତ୍ତମାନ ପଦ୍ମପୁର ଉପନିର୍ବାଚନ ତାତି ଜୋର ଧରିଥିବା ବେଳେ ନିଜର ମାନବିକତାକୁ ଭୁଲି ନାହାନ୍ତି ପ୍ରଦୀପ ପୁରୋହିତ । ଏହି କ୍ରମରେ ସେ ଜଣେ ଦୁର୍ଘଟଣାଗ୍ରସ୍ତ ବାଇକ୍ ଆରୋହୀଙ୍କୁ ହସ୍ପିଟାଲ ପଠାଇ ଉଦାହରଣ ସୃଷ୍ଟି କରିଛନ୍ତି । ସୂଚନା ଅନୁଯାୟୀ ଆଜି
Read More...