Daily Archives

ଲକ୍ଷାଧିକ ଟଙ୍କା ଲୁଟ କରି ଫେରାର୍‌ ମାରିବା ବେଳେ କାବୁ କଲା ଟାଉନ ପୋଲିସ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପାଟଣାଗଡ ଅଞ୍ଚଳରୁ ୫ ଲକ୍ଷ ଟଙ୍କା ଲୁଟ କରି ଫେରାର ମାରିବା ବେଳେ କାବୁ କଲା ଟାଉନ ପୋଲିସ । ସୂଚନାଯୋଗ୍ୟ ଯେ, ଆଜି ପାଟଣାଗଡରୁ ଲୁଟେରା ମାନେ ନଗଦ ୫ ଲକ୍ଷ ଟଙ୍କା ଲୁଟ କରି ଫେରାର୍‌ ମାରୁଥିବା ସମୟରେ ସ୍ଥାନୀୟ ପୋଲିସ ତାଙ୍କୁ ପିଛା କରିଥିଲା । ତେବେ
Read More...

୨୧ ନଂ ୱାର୍ଡ ପରିଦର୍ଶନ କେଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ୨୧ ନମ୍ବର ୱାର୍ଡ ପରିଦର୍ଶନ କରିଛନ୍ତି ବଲାଙ୍ଗିର ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ । ଏହି ସମୟରେ ସେ ୱାର୍ଡର ବିଭିନ୍ନ ଡ୍ରେନ ଓ ରାସ୍ତାର ସମସ୍ୟା ବୁଲି ଦେଖିଥିଲେ ।
Read More...

ଓଡିଶା ଅବସରପ୍ରାପ୍ତ ସରକାରୀ କର୍ମଚାରୀ ସଂଘ ବଲାଙ୍ଗିରର କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ଅପରାହ୍ନ ଘ.୪ ସମୟରେ ପ୍ରସନ୍ନ କୁମାର ମିଶ୍ର ଉପସଭାପତିଙ୍କ ସଭାପତିତ୍ୱରେ ଅମଲା ଭବନ ଠାରେ ଏକ କାର୍ଯ୍ୟକାରିଣୀ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଜିକାର ବୈଠକରେ ୧୨ ଜଣ କାର୍ଯ୍ୟକାରିଣୀ ସଭ୍ୟଙ୍କ ସମେତ ମୋଟ ୨୫ ଜଣ ଉପସ୍ଥିତ ରହି ସକ୍ରିୟ ଅଂଶଗ୍ରହଣ
Read More...

୨୦୨୧ ନିମନ୍ତେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ପ୍ରଦାନ କଲେ ରାଷ୍ଟ୍ରପତି

ଓଡିଶାର ତିନି ଜଣଙ୍କୁ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ଦିଲ୍ଲୀ, (ପିଆଇବି) : ଭାରତର ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ୨୦୨୧ ନିମନ୍ତେ ଆଜି ନର୍ସିଂ ବୃତିଧାରୀଙ୍କୁ ରାଷ୍ଟ୍ରପତି ଭବନ ଠାରେ ଜାତୀୟ ଫ୍ଲୋରେନ୍ସ ନାଇଟିଙ୍ଗଲ୍ ପୁରସ୍କାର ପ୍ରଦାନ କରିଛନ୍ତି । ସାରା ଦେଶର
Read More...

ଏ ପର୍ଯ୍ୟନ୍ତ ୬୨୨ଟି ଜିଲ୍ଲାରେ ଗଠନ ହୋଇଛି ଡିଏମ୍‌ଏଫ୍‌

ପ୍ରଧାନମନ୍ତ୍ରୀ ଖଣିଜ କ୍ଷେତ୍ର କଲ୍ୟାଣ ଯୋଜନା ଅଧୀନରେ ୨,୫୨,୯୯୫ ପ୍ରକଳ୍ପକୁ ମଞ୍ଜୁରି ନୂଆଦିଲ୍ଲୀ, (ପିଆଇବି) : ଖଣି ମନ୍ତ୍ରଣାଳୟର ସର୍ବଶେଷ ହିସାବ ଅନୁସାରେ ଦେଶର ୨୩ଟି ରାଜ୍ୟର ୬୨୨ ଜିଲ୍ଲାରେ ଖଣିଜ ପ୍ରତିଷ୍ଠାନ(ଡିଏମଏଫ) ଗଠନ କରାଯାଇଛି । ଖଣି ଓ ଖଣିଜ (ଉନ୍ନୟନ ଓ ନିୟନ୍ତ୍ରଣ)
Read More...

ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ

ଡେଲାଙ୍ଗ, (ଦିଲ୍ଲୀପ କୁମାର ଧାଉଡିଆ) : ଡେଲାଙ୍ଗ ବ୍ଲକ ଅନ୍ତର୍ଗତ ଘନିପୁର ପଞ୍ଚାୟତ କାର୍ଯ୍ୟାଳୟ ସ୍ଥିତ ଭାରତ ନିର୍ମାଣ ରାଜୀବ ଗାନ୍ଧୀ ସେବାକେନ୍ଦ୍ର ପରିସରରେ ସୋମବାର ପିପିଲି ତାଲୁକ ଆଇନ ସେବା ସଂସ୍ଥା ପକ୍ଷରୁ ଆଇନ ସହାୟତା, ସାକ୍ଷରତା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି
Read More...

ନଭେମ୍ବର ୮ରେ ଭାରତ ଅଧ୍ୟକ୍ଷତାରେ ଅନୁଷ୍ଠିତ ହେବାକୁ ଥିବା ଜି୨୦ ବୈଠକର ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟକୁ ଉନ୍ମୋଚନ…

ଲୋଗୋ, ବିଷୟବସ୍ତୁ ଏବଂ ୱେବସାଇଟରେ ଭାରତର ବାର୍ତ୍ତା ଏବଂ ବିଶ୍ୱ ପାଇଁ ବ୍ୟାପକ ପ୍ରାଥମିକତାଗୁଡ଼ିକ ପ୍ରତିଫଳିତ ହେବଜି୨୦ ଅଧ୍ୟକ୍ଷତା ଦ୍ୱାରା ଗୁରୁତ୍ୱପୂର୍ଣ୍ଣ ଅନ୍ତର୍ଜାତୀୟ ପ୍ରସଙ୍ଗ ସମ୍ପର୍କିତ ବୈଶ୍ୱିକ ଏଜେଣ୍ଡାରେ ଯୋଗଦାନ ଦେବା ପାଇଁ ଭାରତକୁ ଏକ ସୁଯୋଗ ମିଳିବଭାରତ ଏହାର ଜି୨୦
Read More...

ଡୁଙ୍ଗୁରିପଡାରେ ପୋଲିସର ଡାକବାଜି ଯନ୍ତ୍ରରେ ପ୍ରଚାର : ଯଥାଶୀଘ୍ର ଆସାମୀ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଡୁଙ୍ଗୁରିପଡାରେ ପୋଲିସ ପକ୍ଷରୁ ଡାକବାଜି ଯନ୍ତ୍ରରେ ପ୍ରଚାର କରି ଯଥାଶୀଘ୍ର ଆସାମୀ କୋର୍ଟରେ ହାଜର ହେବାକୁ ନିର୍ଦ୍ଦେଶ ଦେଲେ ଏସ୍‌ଡିପିଓ ତୋଫାନ ବାଗ । ସୂଚନା ଅନୁସାରେ, ଡୁଙ୍ଗୁରିପଡାରେ ରହୁଥିବା ଡେବିଟ ଶରଣ ନାଗଙ୍କ ନାମରେ ଅପରାଧିକ ମାମଲା
Read More...

ଜିଲ୍ଲାସ୍ତରୀୟ ଚେସ୍‌ ଟୁର୍ଣ୍ଣାମେଣ୍ଟ ଆସନ୍ତା ୧୨ ଓ ୧୩ ଦୁଇ ଦିନ ଧରି ଅନୁଷ୍ଠିତ ହେବ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ସହରରେ ବିଭିନ୍ନ ପ୍ରତିଯୋଗିତା ସମାପ୍ତ ହେବା ପରେ ପରେ ଜିଲ୍ଲାସ୍ତରୀୟ ଚେସ୍‌ ଟୁର୍ଣ୍ଣାମେଣ୍ଟଆସନ୍ତା ୧୨ ଓ ୧୩ ତାରିଖ ଦୁଇ ଦିନ ଧରି ଅନୁଷ୍ଠିତ ହେବା ପାଇଁ ଜିଲ୍ଲା ଚେସ୍‌ ସଂଘ ନିଷ୍ପତ୍ତି ନେଇଛନ୍ତି । ପ୍ରକାଶ ଥାଉକି ଯେ ବଲାଙ୍ଗିର ସହରର ମଧ୍ୟ
Read More...

ଆର୍ଯ୍ୟ ସମାଜ ପକ୍ଷରୁ ହୋମପୂଜା ଓ ଶୀତବସ୍ତ୍ର ବଣ୍ଟନ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ଆର୍ଯ୍ୟ ସମାଜ ପକ୍ଷରୁ ମୋହନ ମେହେରଙ୍କ ତତ୍ତ୍ୱାବଧାନରେ ବାଲିପଟା ଗ୍ରାମରେ ହୋମପୂଜା ଓ ଗରିବ ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେଡି ନେତ୍ରୀ ଶ୍ରୀମତି ବେଳମତି ବାଗ ଅତିଥି ଭାବେ ଯୋଗଦାନ କରିଥିଲେ
Read More...