ଆର୍ଯ୍ୟ ସମାଜ ପକ୍ଷରୁ ହୋମପୂଜା ଓ ଶୀତବସ୍ତ୍ର ବଣ୍ଟନ

ପାଟଣାଗଡ, (କେପିଏନ୍‌ଏସ୍‌) : ପାଟଣାଗଡ ଆର୍ଯ୍ୟ ସମାଜ ପକ୍ଷରୁ ମୋହନ ମେହେରଙ୍କ ତତ୍ତ୍ୱାବଧାନରେ ବାଲିପଟା ଗ୍ରାମରେ ହୋମପୂଜା ଓ ଗରିବ ବୃଦ୍ଧ ବୃଦ୍ଧା ମାନଙ୍କୁ ଶୀତବସ୍ତ୍ର ବଣ୍ଟନ କରାଯାଇଛି । ଏହି କାର୍ଯ୍ୟକ୍ରମରେ ବିଜେଡି ନେତ୍ରୀ ଶ୍ରୀମତି ବେଳମତି ବାଗ ଅତିଥି ଭାବେ ଯୋଗଦାନ କରିଥିଲେ ।

Leave A Reply

Your email address will not be published.

4 × two =