Daily Archives

ସମୁଦ୍ରରେ ବୁଡି ଜଣେ ମୃତ, ୨ ଉଦ୍ଧାର

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ବ୍ଲକ ପାଳିବନ୍ଧ ପଂଚାୟତ ରମ୍ଭା ଥାନା ଅନ୍ତର୍ଗତ ବାବା ବଟେଶ୍ୱର ଶୈବ ପୀଠ ପାର୍ଶ୍ଵ ସମୁଦ୍ରକୁ ଗାଧୋଇବାକୁ ଯାଇ ସମୁଦ୍ର ପାଣିରେ ବୁଡି ଜଣଙ୍କ ମୃତ୍ୟୁ ଘଟିଥିବା ଜଣାପଡିଛି । ମୃତକ ଜଣକ ହୁମ୍ମା ଗ୍ରାମର ଚନ୍ଦ୍ରଶେଖର ସାହି ରବୀନ୍ଦ୍ର
Read More...

ବର୍ଜ୍ୟବସ୍ତୁରୁ ସୁନ୍ଦର ଉପକରଣ ପ୍ରଦର୍ଶନୀ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମଣ୍ଟେଶ୍ୱରୀ ପବ୍ଲିକ ସ୍କୁଲରେ ବର୍ଜ୍ୟବସ୍ତୁରୁ ସୁନ୍ଦର ଉପକରଣ ପ୍ରଦର୍ଶନୀ ଆୟୋଜିତ ହୋଇଯାଇଛି । ୫୦ରୁ ଅଧିକ ପ୍ରତିଯୋଗୀ ଏଥିରେ ଭାଗ ନେଇ ପାଣି, ବର୍ଜ୍ୟବସ୍ତୁ, କାଗଜ, କାଚ ପ୍ରଭୃତି ପଦାର୍ଥରୁ ବିଭିନ୍ନ ମୋଡେଲ, ଏଟିଏମ୍‌ କାଉଣ୍ଟର, ଫଟୋଫ୍ରେମ ଏବଂ
Read More...

ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ଠାରେ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନଭେମ୍ବର ମାସ ପାଇଁ ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁସାରେ ଆଜି ବଲାଙ୍ଗିର ଜିଲ୍ଲା ମୁଖ୍ୟାଳୟ ସ୍ଥିତ ଜିଲ୍ଲାପାଳଙ୍କ କାର୍ଯ୍ୟାଳୟ ସମ୍ମିଳନୀ କକ୍ଷଠାରେ ଯୁଗ୍ମ ଜନ-ଅଭିଯୋଗ ଶୁଣାଣି କାର୍ଯ୍ୟକ୍ରମ ଅନୁଷ୍ଠିତ
Read More...

ବଙ୍ଗୋମୁଣ୍ଡା ୩୬ତମ ଧନୁଯାତ୍ରା ମହୋତ୍ସବର ତୃତୀୟ ରଜନୀ : ଅଷ୍ଟମଲ୍ଲ ନିଧନରେ କଂସ ମର୍ମାହତ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ସଦରରେ କଳା ସଂସ୍କୃତି ଐତିହ୍ୟ, ପରମ୍ପରା ଓ ଆଧ୍ୟାତ୍ମିକ ଚେତନାକୁ ଉଦ୍‌ଜୀବୀତ କରିବା ପାଇଁ ପୌରାଣିକ କଥାବସ୍ତୁକୁ ନେଇ ଆୟୋଜିତ ହେଉଥିବା ବଙ୍ଗୋମୁଣ୍ଡା ୩୬ତମ ଧନୁଯାତ୍ରା ମହୋତ୍ସବ ତୃତୀୟ ଦିନରେ ପହଞ୍ଚିବା ସହ
Read More...

ବରଗଡ଼ ଜିଲ୍ଲା ୧୦୮ ଆମ୍ବୁଲାନ୍ସ କର୍ମଚାରୀଙ୍କ ବୈଠକ

ବରଗଡ, (ନିରୋଜ କୁମାର ପାଣୀ) : ଜିଲ୍ଲା ୧୦୮ ଆମ୍ବୁଲାନ୍ସରେ କାର୍ଯ୍ୟରତ ଫାର୍ମାସିଷ୍ଟ, ଚାଳକ ଓ ହେଲପର ମାନଙ୍କର ଏକ ବୈଠକ ବରଗଡ଼ର ମହାରାଜା ହୋଟେଲ ଠାରେ ଅନୁଷ୍ଠିତ ହୋଇଯାଇଛି । ଉକ୍ତ ବୈଠକ ରାଜ୍ୟ ପରିଚାଳନା ମୁଖ୍ୟ ରାଜୀବ ଦାସଙ୍କ ନେତୃତ୍ୱରେ ଅନୁଷ୍ଠିତ ହୋଇଥିବା ବେଳେ ବୈଠକରେ ଅପରେସନ
Read More...

ଓଡିଶା ସାହିତ୍ୟ ଏକାଡ଼େମୀର ଜିଲ୍ଲାସ୍ତରୀୟ ସାରସ୍ୱତ ଆସର ଓ କବିତା ପାଠ

ଭାଷା ସାହିତ୍ୟକୁ ସୁନ୍ଦରଗଡ ଲେଖକଙ୍କ ଯଥେଷ୍ଟ ଅବଦାନ ରହିଛି ରାଉରକେଲା, (ସସ୍ମିତା ପ୍ରଧାନ) : ସାହିତ୍ୟ ମଣିଷକୁ ମଣିଷ ସହିତ ଯୋଡେ । ଭାଷା ସାହିତ୍ୟକୁ ସୁନ୍ଦରଗଡ ଲେଖକଙ୍କ ଯଥେଷ୍ଟ ଅବଦାନ ରହିଛି । ଭାଷା ହେଉଛି ମଣିଷର ଅଭିବ୍ୟକ୍ତିର ମାଧ୍ୟମ ବୋଲି ଅତିଥିମାନେ ଓଡିଶା ସାହିତ୍ୟ
Read More...

ମ.ରାମପୁର ମହାବିଦ୍ୟାଳୟରେ ଅ’ ଅଭିଯାନ

ମ.ରାମପୁର, (ହେମନ୍ତ ସାହୁ) : ମଦନପୁର ରାମପୁର ମହାବିଦ୍ୟାଳୟ ଥରେ ନୂଆ ଶବ୍ଦ, ନୂଆ କଲମର ଅନ୍ୱେଷଣ ଅ' ଅଭିଯାନ କବିତା ଲିଖନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । କାହ୍ନୁଚରଣ ସାହୁଙ୍କ ମଞ୍ଚ ପରିଚାଳନାରେ ସଭାପତି ନରେଶ କୁମାର ସାହୁ, ମୁଖ୍ୟ ଅତିଥି କବି ହେମନ୍ତ ସାହୁ, ସମ୍ପାଦକ ତପନ
Read More...

ମାଣ୍ଡିଆ ରଥର ଶୁଭାରମ୍ଭ

ମ.ରାମପୁର, (ହେମନ୍ତ ସାହୁ) : ମାର୍ଗଶିର ମାସ ପ୍ରଥମ ଗୁରୁବାରକୁ ମାଣ୍ଡିଆ ଦିବସ ରୂପେ ଘୋଷଣା କରାଯାଇଛି । ଏହି ଅବସରରେ ସ୍ୱେଚ୍ଛାସେବୀ ଆନୁଷ୍ଠାନ ସେବା ଜଗତ ଜରିଆରେ ଓଡିଶା ସରକାର ଓଡିଶା ମିଲେଟ ମିଶନ, ପ୍ରକଳ୍ପ କୃଷି ଓ କୃଷକ ସଶକ୍ତ ବିଭାଗର ସହଯୋଗରେ ଜିଲ୍ଲା କୃଷି କାର୍ଯ୍ୟାଳୟ ଆତ୍ମା,
Read More...

ଜିଲ୍ଲାପାଳ ଓ ଆରକ୍ଷୀ ଅଧିକ୍ଷକଙ୍କ ଯୁଗ୍ମ ଅଭିଯୋଗ ଶୁଣାଣି ଶିବିର

ବିଭିନ୍ନ ୩୦ ଗୋଟି ଅଭିଯୋଗ ଦରଖାସ୍ତ ଗ୍ରହଣ ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ସୁବର୍ଣ୍ଣପୁର ଜିଲ୍ଲା ସୋନପୁର ବ୍ଲକ ସ୍ତରୀୟ ଯୁଗ୍ମ ଅଭିଯୋଗ ଶୁଣାଣି ଡିଆର୍‌ଡିଏ ସମ୍ମିଳନୀ କକ୍ଷଠାରେ ଅନୁଷ୍ଠିତ ହୋଇଯାଇଛି । ସୁବର୍ଣ୍ଣପୁର ଜିଲ୍ଲପାଳ ଶ୍ରୀମତୀ ଅବୋଲୀ ସୁନିଲ ନରୱଣେ ଓ ଆରକ୍ଷୀ ଅଧିକ୍ଷକ
Read More...

ଦାରିଙ୍ଗବାଡିରେ ବନ୍ଧୁକରୁ ଗୁଳି ଫୁଟି ଯୁବକ ଗୁରୁତର

ବାଲିଗୁଡା, (ସୁରେନ୍ଦ୍ର କୁମାର ପାଣିଗ୍ରାହୀ) : କନ୍ଧମାଳ ଜିଲ୍ଲା ବାଲିଗୁଡା ଉପଖଣ୍ଡ ଅନ୍ତର୍ଗତ ଦାରିଙ୍ଗବାଡ଼ି ଥାନାଠାରୁ ମାତ୍ର ୨ଶହ ମିଟର ଦୂର ପଞ୍ଚାୟତ କାର୍ଯ୍ୟାଳୟଏବଂ ବ୍ଲକ କାର୍ଯ୍ୟାଳୟ ନିକଟରେ ବନ୍ଧୁକରୁ ଗୁଳି ଫୁଟି ଜଣେ ଯୁବକ ଗୁରୁତର ହୋଇଛନ୍ତି । ଯୁବକ ଜଣକ କୋଟଗଡ଼ ଥାନା
Read More...