Daily Archives

ସିନଖମନଠାରେ ମେଗା ଆଇନ ସଚେତନତା ଓ ପଞ୍ଚାୟତ ଲୋକ ସେବା ଶିବିର ଅନୁଷ୍ଠିତ

ବିଭିନ୍ନ ଯୋଜନା ଜରିଆରେ ହିତାଧିକାରୀଙ୍କୁ ସହାୟତା ପ୍ରଦାନ ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ପୂର୍ବାହ୍ନରେ ବଲାଙ୍ଗିର ବ୍ଲକ ଅଧିନସ୍ଥ ଶିକାଛିଡା ଗ୍ରାମ ପାଞ୍ଚାୟତ ଅନ୍ତର୍ଗତ ସିନଖମନ ଉଚ୍ଚ ବିଦ୍ୟାଳୟ ପଡିଆରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ବଲାଙ୍ଗିର ଜିଲ୍ଲା ପ୍ରଶାସନର ମିଳିତ
Read More...

ଧାମନଗରରେ ବିଜେପିର ବିଜୟ : ଶାନ୍ତିପଡାରେ ଧୁମ୍‌ଧାମ୍‌ରେ ବିଜୟ ଉତ୍ସବ ମାନିଲେ ବିଜେପି କର୍ମକର୍ତ୍ତା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଧାମନଗରରେ ବିଜେପି ବିଜୟ ହୋଇଥିବା ବେଳେ ସାରା ଓଡିଶାରେ ବିଜେପିର କର୍ମର୍ତ୍ତାମାନେ ଏହି ବିଜୟ ଉତ୍ସବ ପାଳନ କରୁଛନ୍ତି । ଏହି ପରିପ୍ରେକ୍ଷୀରେ ଆଜି ସହରର ଶାନ୍ତିପଡା ଠାରେ ବିଜେପିର କର୍ମକର୍ତ୍ତାମାନେ ମିଠା ବଣ୍ଟନ କରିବା ସହ ବାଣ ଫୁଟାଇ ବିଜୟ
Read More...

ପଦ୍ମପୁର ଉପନିର୍ବାଚନ ପାଇଁ ପ୍ରସ୍ତୁତି ବୈଠକ : ସ୍ୱଚ୍ଛ, ମୁକ୍ତ, ନିରପେକ୍ଷ ନିର୍ବାଚନ ପାଇଁ ଜିଲ୍ଲାପାଳଙ୍କ ଆହ୍ୱାନ

ବରଗଡ଼, (ନିରୋଜ କୁମାର ପାଣୀ) : ଗତକାଲି ନିର୍ବାଚନ କମିଶନଙ୍କ ପଦ୍ମପୁର ଉପନିର୍ବାଚନ ପାଇଁ ତାରିଖ ଘୋଷଣା ପରେ ଜିଲ୍ଲା ପ୍ରଶାସନ ପକ୍ଷରୁ ପ୍ରସ୍ତୁତି ବୈଠକ ଜିଲ୍ଲାପାଳଙ୍କ ସମ୍ମିଳନୀ ହଲ୍‌ରେ ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାପାଳ ତଥା ନିର୍ବାଚନ ଅଧିକାରୀ ମୋନୀଷା ବାନାର୍ଜୀ ଆଜି ଏକ
Read More...

ସୁବର୍ଣ୍ଣପୁରରେ ବୃହତ୍ ଆଇନ୍‌ ସଚେତନତା ଶିବିର ଅନୁଷ୍ଠିତ

ସମସ୍ତଙ୍କ ପାଇଁ ନ୍ୟାୟ ସୁନିଶ୍ଚିତ କରିବେ ନ୍ୟାୟପାଳିକା ଓ କାର୍ଯ୍ୟପାଳିକା ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ତୃଣମୂଳ ସ୍ତରରେ ସମସ୍ତଙ୍କୁ ଆଇନଗତ ସୁବିଧା ଯୋଗାଣକୁ ସୁନିଶ୍ଚିତ କରିବା ଲକ୍ଷ୍ୟରେ ସୁବର୍ଣ୍ଣପୁରରେ ଜିଲ୍ଲାସ୍ତରୀୟ ବୃହତ୍ ଆଇନ୍ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି ।
Read More...

କୋଣାର୍କ କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ

କୋଣାର୍କ : କୋଣାର୍କ ରିଂରୋଡରେ କୋଣାର୍କ ଏନ୍‌ଏସିର ବହୁ ପ୍ରତିକ୍ଷୀତ ନବନିର୍ମିତ କଲ୍ୟାଣ ମଣ୍ଡପ ଉଦ୍‌ଘାଟିତ ହୋଇଯାଇଛି । ଗୃହରାଷ୍ଟ୍ର ମନ୍ତ୍ରୀ ତୁଷାରକାନ୍ତି ବେହେରା ଅତିଥି ଭାବେ ଯୋଗଦେଇ ଏହାକୁ ଉଦ୍‌ଘାଟନ କରିଥିଲେ । ୧ କୋଟି ୨୭ ଲକ୍ଷ ବ୍ୟୟ ଅଟକଳରେ ଏହି କଲ୍ୟାଣ ମଣ୍ଡପ ଗତ
Read More...

କେଏସ୍‌ସିସିର ରଣ ହୁଙ୍କାର : ଜାନୁୟାରୀରେ ସୋନପୁର ଠାରେ ହେବ ଦ୍ୱିତୀୟ କୋସଲ ମହାପଞ୍ଚାୟତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ସ୍ଥାନୀୟ ଅମଲା ଭବନଠାରେ ବଲାଙ୍ଗିର, ସୁବର୍ଣ୍ଣପୁର, ବୌଦ୍ଧ ଓ ଆଠ ମଲ୍ଲିକ ଅଂଚଳର କୋସଲ ସଂଗ୍ରାମୀମାନଙ୍କୁ ନେଇ ଏକ ସାଂଗଠନିକ ସଭା ଆୟୋଜିତ ହୋଇଯାଇଛି । ବରିଷ୍ଠ କୋସଲବାଦୀ ସଂଗ୍ରାମୀ ବିଭୁଦତ୍ତ ମିଶ୍ରଙ୍କ ସଭାପତିତ୍ୱରେ ଅନୁଷ୍ଠିତ ଏହି ସଭାରେ କୋସଲ
Read More...

ମାଓ ମୁକାବିଲା ପାଇଁ ଗଠନ ହେବ ପୋଲିସ ଯବାନ ମିଳିତ ଟ୍ରାକ୍ସଫୋର୍ସ

ନୂଆପଡା, (ନିରାକାର ମେହେର) : ଆଜି ଦିନିକିଆ ଗସ୍ତରେ ଆସି ନବ ନିର୍ମିତ ପୋଲିସ ଇଣ୍ଟିଲିଜେନ୍ସି ଅଫ ଅପରେସନ ବିଲ୍ଡିଂ ଗୃହକୁ ଉଦ୍‌ଘାଟନ କରିଥିଲେ ପୋଲିସ ମହାନିର୍ଦ୍ଦେଶକ । ଏହା ପରେ ମାଓ ଗତିବିଧି ଉପରେ ପୋଲିସ ଅଧିକାରୀମାନଙ୍କ ସହିତ ସମୀକ୍ଷା ବୈଠକ କରିଛନ୍ତି । ଜିଲ୍ଲାରେ ମାଓ
Read More...

ଭାରତ ଆସିବେ ଆମେରିକା ଟ୍ରେଜେରି ସଚିବ ଜନେତ ୟେଲେନ

ନୂଆଦିଲ୍ଲୀ : ଆମେରିକାର ଟ୍ରେଜେରି ସଚିବ ଜନେତ ୟେଲେନ ଭାରତ ଗସ୍ତରେ ଆସୁଛନ୍ତି । ନଭେମ୍ବର ୧୧ରେ ହେବାକୁ ଥିବା ଆମେରିକା-ଭାରତ ଅର୍ଥନୈତିକ ଏବଂ ବିତ୍ତୀୟ ସହଯୋଗିତାରେ ସେ ଅଂଶଗ୍ରହଣ କରିବେ । ଅର୍ଥନୈତିକ ସମ୍ପର୍କକୁ ମଜଭୁତ କରିବା ପାଇଁ ଦୁଇ ଦେଶ କିଭଳି ଏକତ୍ର କାର୍ଯ୍ୟ କରିବେ ସେ ନେଇ
Read More...

ସହର ଭିତରେ ବୁଲୁଛି ଝିଙ୍କ

ବ୍ରହ୍ମପୁର, (କେ. ସତ୍ୟନାରାୟଣ ରେଡ୍ଡୀ) : ସହର ଭିତରେ ବୁଲୁଛି ଝିଙ୍କ । ରାତି ହେଲେ ବ୍ରହ୍ମପୁର ସହରର ବିଭିନ୍ନ ସ୍ଥାନରେ ଝିଙ୍କ ବୁଲୁଥିବା ନଜର ଆସୁଛନ୍ତି । ଯାହାକୁ ନେଇ ସହରବାସୀ ଭୟଭୀତ ଅବସ୍ଥାରେ ଅଛନ୍ତି । ତେବେ ଝିଙ୍କ ଯୋଗୁଁ ଏଯାବତ୍ କାହାର କିଛି କ୍ଷୟକ୍ଷତି ହୋଇନଥିବା ସୂଚନା
Read More...

ବାର୍‌ହା ଆକ୍ରମଣରେ ୧ ମୃତ, ୭ ଗୁରୁତର

ଖଲ୍ଲିକୋଟ : ଗଞ୍ଜାମ ଜିଲ୍ଲା କୋଦଳା ଥାନା ଅନ୍ତର୍ଗତ ଜେ. ରାମପୋଲି ଗ୍ରାମରେ ବାରହା ଆକ୍ରାମଣରେ ଜଣଙ୍କ ମୃତ୍ୟୁ ଘଟିିଥିବା ବେଳେ ୭ରୁ ଅଧିକ ଗୁରୁତର ହୋଇଥିବା ଜଣାପଡିଛି । ବିଲକୁ ଫସଲ ଜଗିବାକୁ ଯାଇଥିବା ବେଳେ ବାରହା ଆକ୍ରାମଣ ଗୁରୁତର ହୋଇଥିଲେ । ସମସ୍ତଙ୍କୁ ଗୁରୁତର ଅବସ୍ଥାରେ ଉଦ୍ଧାର
Read More...