Daily Archives

ତେଲ୍ ନଦୀରୁ ଅଜଣା ମୃତଦେହ ଉଦ୍ଧାର

ଭବାନୀପାଟଣା, (ପି.କେ. ସାହୁ) : କଳାହାଣ୍ଡି ଜିଲ୍ଲା କେଗାଁ ଥାନା ବୋର୍ଡା ଫାଣ୍ଡି ଅନ୍ତର୍ଗତ ଚିକିଲି ଗାଁ ନିକଟ ଦେଇ ଯାଇଥିବା ତେଲ୍ ନଦୀରୁ ରବିବାର ସକାଳେ ଏକ ଅଜଣା ମୃତଦେହ ଉଦ୍ଧାର ହୋଇଥିବା ଜଣାପଡିଛି । ଘଟଣାସ୍ଥଳରେ ପୋଲିସ ପହଞ୍ଚି ମୃତଦେହ ଉଦ୍ଧାର କରିଛି । ସୂଚନାନୁଯାୟୀ, ରବିବାର
Read More...

ବିଶାଳ ଆଇନ ସେବା ଓ ସଚେତନତା ଶିବିର

ପୁରୀ, (ଦିଲ୍ଲୀପ କୁମାର ଧାଉଡିଆ) : ଆଜି ପୂର୍ବାହ୍ନରେ ତାଳବଣିଆ ସ୍ଥିତ ସ୍ପୋର୍ଟ୍ସ ଷ୍ଟାଡିୟମ ଠାରେ ଜିଲ୍ଲା ଆଇନ ସେବା ପ୍ରାଧିକରଣ ଓ ଜିଲ୍ଲା ପ୍ରଶାସନ ପକ୍ଷରୁ ବିଶାଳ ଆଇନ ସେବା ଓ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଅଧିକାର ଓ କର୍ତ୍ତବ୍ୟ ଗୋଟିଏ ମୁଦ୍ରାର ଦୁଇ ପାର୍ଶ୍ଵ ସଦୃଶ୍ୟ ।
Read More...

ଶତାୟୁ ଧର୍ମ ପରାୟଣା ମହିଳାଙ୍କ ପରଲୋକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ମାଲପଡା ନିବାସୀ କନକ ମିଶ୍ର ଗତ ୪ ତାରିଖ କାର୍ତ୍ତିକ ଶୁକ୍ଳପକ୍ଷ ଏକାଦଶୀରେ ଇହଳୀଲା ସମ୍ବରଣ କରିଛନ୍ତି । ମୃତ୍ୟୁ ସମୟରେ ତାଙ୍କୁ ଶହେ ବର୍ଷ ପୁରି ଯାଇଥିଲା । ସେ ଜଣେ ଧର୍ମ ମହିୟଷି ଓ ମେଳାପି ମହିଳା ଥିଲେ । ତାଙ୍କର ମୃତ୍ୟୁରେ ଏ ଅଂଚଳରେ ଶୋକର ଛାୟା
Read More...

ଜିଲ୍ଲାସ୍ତରୀୟ ମେଗା ଆଇନ ସଚେତନତା ଶିବିର

୨୨୮ ଜଣ ହିତାଧିକାରୀଙ୍କ ସହାୟତା ପ୍ରଦାନ ମାଲକାନଗିରି : ମାଲକାନଗିରି ସଂସ୍କୃତି ଭବନଠାରେ ଜିଲ୍ଲା ପ୍ରଶାସନ ଓ ଜିଲ୍ଲା ଆଇନ ସେବା ପ୍ରାଧିକରଣ ପକ୍ଷରୁ ମେଗା ଆଇନ ସଚେତନତା ଶିବିର ଅନୁଷ୍ଠିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମରେ ମୁଖ୍ୟଅତିଥି ଭାବେ ଜିଲ୍ଲା ବିଚାରପତି ଅଜନ୍ତା ଷଡଙ୍ଗୀ
Read More...

ଆନ୍ତଃଜିଲ୍ଲା ବିଦ୍ୟାଳୟସ୍ତରୀୟ ଦିନିକିଆ କରାଟେ ଚାମ୍ପିୟନସିପ ପ୍ରତିଯୋଗିତା ଉଦ୍‌ଯାପିତ

କଂଟାବାଂଜି, (ଗୁରୁଦୟାଲ ହଂସ) : ବଲାଙ୍ଗିର ଜିଲ୍ଲା କଂଟାବାଂଜି ସ୍ଥିତ ମୁସ୍କାନ ଇଣ୍ଟରନ୍ୟାସ୍‌ନାଲ ସ୍କୁଲ ଦ୍ୱାରା ଆନ୍ତଃଜିଲ୍ଲା ଦିନିକିଆ କରାଟେ ପ୍ରତିଯୋଗିତା ରବିବାର ଦିନ ଉଦ୍‌ଯାପିତ ହୋଇଯାଇଛି । ଏହି ପ୍ରତିଯୋଗିତାରେ ବଲାଙ୍ଗିର, ନୂଆପଡା ଓ କଳାହାଣ୍ଡି ଜିଲ୍ଲାର ୧୯ ଗୋଟି ବିଦ୍ୟାଳୟର
Read More...

ଲ୍ୟାଣ୍ଡିଂ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ, ଉଦ୍ଧାରକାର୍ଯ୍ୟ ଜାରି

ନୂଆଦିଲ୍ଲୀ : ତାଞ୍ଜାନିଆଁ ଠାରେ ଲ୍ୟାଣ୍ଡିଂ ବେଳେ ବିମାନ ଦୁର୍ଘଟଣାଗ୍ରସ୍ତ ହୋଇଥିବା ବେଳେ ସୂଚନା ମିଳିବା ପର୍ଯ୍ୟନ୍ତ ୧୫ ଜଣ ଯାତ୍ରୀଙ୍କୁ ଉଦ୍ଧାର କରାଯାଇଥିବା ଜଣାପଡିଛି । ତାଞ୍ଜାନିଆଁ ବ୍ରଡକାଷ୍ଟିଂ କର୍ପୋରେସନ ସୂଚନାନୁସାରେ ଗତ ରବିବାର ତାଞ୍ଜାନିଆଁଠାରେ ଏକ ବିମାନ ଲ୍ୟାଣ୍ଡିଂ
Read More...

ଧାମନଗର ଉପନିର୍ବାଚନରେ ବାଜି ମାରିଲା ବିଜେପି : ସୂର୍ଯ୍ୟବଂଶୀ ସୂରଜ ବିଜୟୀ

ଭଦ୍ରକ : ଧାମନଗର ଉପନିର୍ବାଚନରେ ବିଜେପି ବାଜି ମାରିଛି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ସୂରଜ ବିଜୟୀ ହୋଇଛନ୍ତି । ତାଙ୍କ ନିକଟତମ ପ୍ରତିଦ୍ୱନ୍ଦୀ ବିଜେଡି ପ୍ରାର୍ଥୀ ଅବନ୍ତୀ ଦାସଙ୍କ ଠାରୁ ୯୮୮୧ ଖଣ୍ଡ ଭୋଟ ବ୍ୟବଧାନ​ରେ ବିଜୟୀ ହୋଇଛନ୍ତି । ବିଜେପି ପ୍ରାର୍ଥୀ ସୂର୍ଯ୍ୟବଂଶୀ ୮୦୩୫୧
Read More...

ସବୁ ଚିନି କଳ ପାଇଁ ୬୦ ଲକ୍ଷ ମେଟ୍ରିକ ଟନ୍ ରପ୍ତାନି କୋଟା ଆବଣ୍ଟନ କଲେ ସରକାର

ଚାଷୀଙ୍କୁ ଆଗୁଆ ଅର୍ଥ ପଇଠ ପାଇଁ ରପ୍ତାନି ତ୍ବରାନ୍ବିତ କରିବା ଲାଗି ଚିନିକଳ ଗୁଡ଼ିକୁ ସରକାରଙ୍କ ନିର୍ଦ୍ଦେଶଚିନି କଳ ଗୁଡ଼ିକର ଭଣ୍ଡାରଣ ଏବଂ କାର୍ଯ୍ୟଶୀଳ ପୁଞ୍ଜିବାବଦ ଖର୍ଚ୍ଚହ୍ରାସ ପାଇବସାରା ଦେଶରେ ସବୁ ଚିନି କଳ ପାଇଁ ଏକ ସମାନ ଚିନି ଷ୍ଟକ୍ ନିର୍ଦ୍ଧାରଣଚିନି କଳ ଗୁଡ଼ିକ ମଧ୍ୟରେ
Read More...

ନାଗରିକ କମିଟିର ସାଧାରଣ ପରିଷଦ ବୈଠକ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ଆଇନ ମହାବିଦ୍ୟାଳୟର ସମ୍ମିଳନୀ କକ୍ଷଠାରେ ବଲାଙ୍ଗିର ନାଗରିକ କମିଟିର ସାଧାରଣ ପରିଷଦ ବୈଠକ ସଭାପତି ବେଲାରସିଂ ଭୋଇଙ୍କ ସଭାପତିତ୍ୱରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ସଂପାଦକ ମନୋରଂଜନ ସାହୁ ପୂର୍ବ ବିବରଣୀ ପାଠ କରି ବିଭିନ୍ନ ନୂତନ ପ୍ରସ୍ତାବ
Read More...

ରାଉରକେଲା ବିକାଶ ମଞ୍ଚର ଜରୁରୀ କାଳୀନ ବୈଠକ

ରାଉରକେଲା, (ସସ୍ମିତା ପ୍ରଧାନ) : ରାଉରକେଲା ବିକାଶ ମଞ୍ଚ ତରଫରୁ ଆମ୍ବାଗାନ ଛକ ପାଖରେ ଏକ ଜରୁରୀ କାଳୀନ ବୈଠକ ଆବାହକ ଡ଼କ୍ଟର ସୁମନ ଦତ୍ତଙ୍କ ଆବାହକତ୍ୱରେ ଆୟୋଜନ କରାଯାଇଛି । ବରିଷ୍ଠ ଉପଦେଷ୍ଟା ଓ ରିଟାୟାର୍ଡ଼ ଆର୍‌ଏସ୍‌ପି କର୍ମଚାରୀ ଆସୋସିଏସନ୍‌ର ସଭାପତି ଇଂ ଅଭୟ କୁମାର ଦାସ
Read More...