csstore

ସୋଲାର ପ୍ଲାଣ୍ଟରୁ ପ୍ଲେଟ ଚୋରି ଉଦ୍ୟମ ଘଟଣା : ୨ ଅଭିଯୁକ୍ତ କୋର୍ଟ ଚାଲାଣ, ମାଷ୍ଟର ମାଇଣ୍ଡ ସହ ୨ଫେରାର୍‌

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଥାନା ଅଧିନସ୍ଥ କୁକୁରାଖାଇ ସ୍ଥିତ ସୋଲାର ପ୍ଲାଣ୍ଟରୁ ସୋଲାର ପ୍ଲେଟ ଚୋରି ଉଦ୍ୟମ କରୁଥିବା ସମୟରେ ଗାଁ ଲୋକଙ୍କ ସହ ସୋଲାର ପ୍ଲାଣ୍ଟର କିଛି କର୍ମଚାରୀ ୨ଜଣ ଚୋରକୁ ଧରି ରବିବାର ଦିନ ଦେଓଗାଁ ଥାନାରେ ଜିମା ଦେବା ପରେ ପ୍ରାଥମିକ ତଦନ୍ତ କରି ଦେଓଗାଁ ଥାନା ପକ୍ଷରୁ ଉକ୍ତ ୨ଜଣଙ୍କୁ ସୋମବାର ଦିନ କୋର୍ଟ ଚାଲାଣ କରାଯାଇଥିବା ଜଣାପଡିଛି । ଅନ୍ୟପକ୍ଷରେ ଏମାନଙ୍କ ସହ ଉକ୍ତ ସୋଲାର ପ୍ଲେଟ ଚୋରି ଘଟଣାର ମାଷ୍ଟର ମାଇଣ୍ଡ ବୋଲି ଚର୍ଚ୍ଚା ହେଉଥିବା ବନ୍ଧପାଲିର ଜଣକ ସହ ଆଉ ୨ଜଣ ଫେରାର୍‌ ମାରିଥିବା ଜାଣିବାକୁ ମିଳିଛି । ତେବେ ସେମାନଙ୍କୁ ଦେଓଗାଁ ପୁଲିସ ଖୁବ୍ ଶୀଘ୍ର ଗିରଫ କରିବାକୁ ସାଧାରଣରେ ଦାବୀ ହେଉଛି ।

jayashree
Leave A Reply

Your email address will not be published.