Daily Archives

ଭାରତକୁ ବିଶ୍ୱ ଗୁରୁ କରିବା ପାଇଁ ଭାରତୀୟ ଭାଷାରେ ଶିକ୍ଷା ପ୍ରଦାନ ଜରୁରୀ : ରାଷ୍ଟ୍ରପତି ଦ୍ରୌପଦୀ ମୁର୍ମୁ

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ମାତୃଭାଷାରେ ଶିକ୍ଷାଦାନ ଲାଗି ନୂତନ ଜାତୀୟ ଶିକ୍ଷାନୀତିରେ ପ୍ରାଧାନ୍ୟ ଦେଇଛନ୍ତି ସରକାର। ତୃଣମୂଳ ସ୍ତରରେ ମେଧା ବିକାଶପାଇଁ ସରକାର ଗୁରୁତ୍ୱ ଦେଉଛନ୍ତି । ବୈଷୟିକ ଶିକ୍ଷା ସମ୍ପର୍କିତ ଶବ୍ଦାବଳୀକୁ ସହଜରେ ବୁଝିବା ପାଇଁ ମାତୃଭାଷା ଏକାନ୍ତ ପ୍ରୟୋଜନ ।
Read More...

କେନ୍ଦୁପତ୍ର କର୍ମଚାରୀ ମାନଙ୍କ ସମସ୍ୟା ଉପରେ ପିସିସିଏଫଙ୍କ ସହିତ ରାଜ୍ୟସଭା ସାଂସଦ ନିରଞ୍ଜନ ବିଶିଙ୍କ ଆଲୋଚନା

ଭୁବନେଶ୍ୱର, (କେପିଏନ୍‌ଏସ୍‌) : ଓଡିଶା କେନ୍ଦୁ ପତ୍ର ସଙ୍ଗଠନ, ଓଡିଶା ଜଙ୍ଗଲ ଉନ୍ନୟନ ନିଗମ, ଜଳବାୟୁ ପରିବର୍ତ୍ତନ ଏବଂ ଜଙ୍ଗଲ ପରିବେଶ ସୁରକ୍ଷା ବିଭାଗର ପିସିସିଏଫ ମାନଙ୍କ ସହିତ ଶ୍ରମିକ କର୍ମଚାରୀ ମାନଙ୍କ ସମସ୍ୟା, ବିରଳ ତଥା ବିଲୁପ୍ତପ୍ରାୟ ବନ୍ୟପ୍ରାଣୀ, ବିରଳ ପକ୍ଷୀ, ବିରଳ ଔଷଧିୟ
Read More...

ପ୍ରବାସୀ ଶ୍ରମିକଙ୍କ ନିରାପଦ ସ୍ଥାନାନ୍ତର ନିମନ୍ତେ ସଚେତନତା ରଥର ଶୁଭାରମ୍ଭ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ରାଜ୍ୟ ବାହାରକୁ କାମଧନ୍ଦା ନିମନ୍ତେ ଯାଉଥିବା ପ୍ରବାସୀ ଶ୍ରମିକଙ୍କ ନିରାପଦ ସ୍ଥାନାନ୍ତର ନିମନ୍ତେ ଜିଲ୍ଲା ଆଞ୍ଚଳିକ ଶ୍ରମ ଆୟୁକ୍ତ ସୁବର୍ଣ୍ଣପୁରଙ୍କ ଦ୍ୱାରା ପ୍ରସ୍ତୁତ ଶ୍ରମିକ ସଚେତନତା ରଥକୁ ସବୁଜ ପତାକା ପ୍ରଦର୍ଶନ ପୂର୍ବକ ଶୁଭାରମ୍ଭ କରିଛନ୍ତି
Read More...

ବ୍ଲୁଜୁମ କନସେପ୍ଟ ସ୍କୁଲର ବିଜ୍ଞାନ ଓ କଳାର ପ୍ରଦର୍ଶନୀ ଉତ୍ସବ ଆୟୋଜିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ମଣିଷ ସଭ୍ୟତାକୁ ବିଜ୍ଞାନର ଅବଦାନ ଅତୁଳନୀୟ, ଏହା ମଣିଷକୁ କାର୍ଯ୍ୟକ୍ଷମ ଓ ଉତ୍ପାଦନଶୀଳ କରାଇଥାଏ । ସେହିପରି ଭାବରେ କଳା ମଣିଷକୁ ସୃଜନଶୀଳ ଓ ମାନବବାଦୀ ଭାବରେ ଗଢିତୋଳି ଥାଏ । ମଣିଷର ଉନ୍ନତିରେ ଏଇ ଦୁଇ ଉପାଦାନର ଭୂମିକା ଗୁରୁତ୍ତ୍ୱପୂର୍ଣ୍ଣ । ଏହି
Read More...

ମୁଦଘାଟ୍‌ ଗାଁ ସୁକନ୍ୟା ସମୃଦ୍ଧି ଗ୍ରାମ ଭାବେ ଘୋଷିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ପଟଣାଗଡ ବ୍ଲକ ଅନ୍ତର୍ଗତ ମୁଦଘାଟ୍‌ ଗ୍ରାମକୁ ଆଜି ଜିଲ୍ଲା ପ୍ରଶାସନ, ଜିଲ୍ଲା ସ୍ୱଳ୍ପ ସଂଚୟ ସଂଗଠନ ଓ ଡାକ ବିଭାଗ ପକ୍ଷରୁ ଆୟୋଜିତ କାର୍ଯ୍ୟକ୍ରମରେ ସୁକନ୍ୟା ସମୃଦ୍ଧି ଗ୍ରାମ ଭାବେ ଘୋଷିତ କରାଯାଇଛି । ଧୁବଲପଡା ସରପଂଚ କସ୍ତୁରି ଭୋଇ, ନାଏବ ସରପଂଚ ରୁପା
Read More...

ଷ୍ଟ୍ରିଟ ଲାଇଟ ପାଇଁ ଦାବୀ ଜଣାଇଲେ ଶାନ୍ତିପଡାବାସୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସାରା ସହରରେ ଅନ୍ଧାରର ସୁଯୋଗ ଉଠାଇ ଲୁଟତରାଜ୍‌ ଓ ରାହାଯାନୀର ବିଭିନ୍ନ ଘଟଣା ସାମ୍‌ନାକୁ ଆସୁଛି । ଏସବୁର ଭୟରେ ଶାନ୍ତିପଡା ବାସିନ୍ଦା ବଲାଙ୍ଗିର ମ୍ୟୁନିସିପାଲିଟିକୁ ରାସ୍ତା ଆଲୋକିକରଣ ପାଇଁ ଏକ ଦାବୀପତ୍ର ପ୍ରଦାନ କରିବା ସହ ଅଞ୍ଚଳକୁ ଆଲୋକିକରଣ କରି
Read More...

ଏଆଇଟିୟୁସିର ୧୩ତମ ରାଜ୍ୟ ସମ୍ମିଳନୀର ଖୋଲା ଅଧିବେଶନ ଶ୍ରମିକ ସମାବେଶ ଅନୁଷ୍ଠିତ

ଐକ୍ୟବଦ୍ଧ ଶ୍ରମିକ ଆନ୍ଦୋଳନ ପାଇଁ ଦୃପ୍ତ ଆହ୍ଵାନ ରାଉରକେଲା, (ସସ୍ମିତା ପ୍ରଧାନ) : ଦେଶର ସର୍ବ ପ୍ରଥମ ସର୍ବ ଭାରତୀୟ ଶ୍ରମିକ ସଂଗଠନ ଏଆଇଟିୟୁସିର ତ୍ରୟୋଦଶ ରାଜ୍ୟ ସମ୍ମିଳନୀ ରାଉରକେଲା ଇସ୍ପାତ ନଗରୀରେ ୧୧, ୧୨ ଓ ୧୩ ନଭେମ୍ଵରରେ ଅନୁଷ୍ଠିତ ହେଉଥିବା ବେଳେ ଆଜି ମଧ୍ୟାହ୍ନରେ ଟେଲିଫୋନ
Read More...

ଶ୍ରୀ ଗଣେଶ ରାଇସମିଲରେ ଶ୍ରୀମଦ୍ ଭାଗବତ କଥା ପଠନ କାର୍ଯ୍ୟକ୍ରମ ଉଦ୍‌ଘାଟିତ

ଦେଓଗାଁ, (ମନୀଷ କୁମାର ସାହୁ) : ଗୁଡଭେଲା ବ୍ଲକ ତଥା ଦେଓଗାଁ ନିକଟସ୍ଥ ଟେବଡାମୁଣ୍ଡା ସ୍ଥିତ ଶ୍ରୀ ଗଣେଶ ରାଇସମିଲରେ ଶୁକ୍ରବାର ଦିନରୁ ଶ୍ରୀମଦ୍ ଭାଗବତ କଥା ପଠନ କାର୍ଯ୍ୟକ୍ରମ ଉଦ୍‌ଘାଟିତ ହୋଇଯାଇଛି । ଏହି କାର୍ଯ୍ୟକ୍ରମ ଆସନ୍ତା ୧୭ତାରିଖ ପର୍ଯ୍ୟନ୍ତ ଅପରାହ୍ନ ୩ଟା ୩୦ମି.ରୁ ସନ୍ଧ୍ୟା
Read More...

ଭୁବନେଶ୍ୱରରେ ଶିକ୍ଷା ସହ ଜଡ଼ିତ ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କଲେ ରାଷ୍ଟ୍ରପତି

● ନିଜ ବିଦ୍ୟାଳୟ ଓ ଛାତ୍ରୀନିବାସ ପରିଦର୍ଶନ କରି ପୁରୁଣା ସ୍ମୃତିକୁ ମନେ ପକାଇଲେ ଭୁବନେଶ୍ୱର, (ପିଆଇବି) : ରାଷ୍ଟ୍ରପତି ଶ୍ରୀମତୀ ଦ୍ରୌପଦୀ ମୁର୍ମୁ ଶୁକ୍ରବାର ଦିନ ଭୁବନେଶ୍ବରର ଜୟଦେବ ଭବନ ଠାରେ କେନ୍ଦ୍ର ଶିକ୍ଷା ମନ୍ତ୍ରଣାଳୟର ବିଭିନ୍ନ ପ୍ରକଳ୍ପର ଶୁଭାରମ୍ଭ କରିଛନ୍ତି । ଓଡ଼ିଆ
Read More...

ବେଙ୍ଗାଲୁରୁରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ୍ ୨ ଉଦ୍‌ଘାଟନ କଲେ ପ୍ରଧାନମନ୍ତ୍ରୀ

ନୂଆଦିଲ୍ଲୀ, (ପିଆଇବି) : ପ୍ରଧାନମନ୍ତ୍ରୀ ନରେନ୍ଦ୍ର ମୋଦୀ ଆଜି ବେଙ୍ଗାଲୁରୁରେ କେମ୍ପେଗୌଡା ଅନ୍ତର୍ଜାତୀୟ ବିମାନବନ୍ଦରର ଟର୍ମିନାଲ ୨ର ଉଦ୍‌ଘାଟନ କରିଛନ୍ତି । ଏହି ଅବସରରେ ପ୍ରଧାନମନ୍ତ୍ରୀ ବିମାନବନ୍ଦର କର୍ତ୍ତୃପକ୍ଷଙ୍କ ସହ ମଧ୍ୟ କଥାବାର୍ତ୍ତା କରିଥିଲେ ଯେଉଁଠାରେ ତାଙ୍କୁ ଟର୍ମିନାଲ୍
Read More...