Daily Archives

ଭିଜିଲାନ୍ସ ଏୱାରନେସ୍‌ ୱିକ୍‌ ଅବସରରେ ବରଗଡ ବିକାଶ ଡିଗ୍ରୀ କଲେଜର ଛାତଛାତ୍ରୀମାନଙ୍କ ଦ୍ୱାରା ଷ୍ଟ୍ରିଟ୍ ପ୍ଲେ

ବରଗଡ, (ନିରୋଜ କୁମାର ପାଣୀ) : ସ୍ଥାନୀୟ ଗାନ୍ଧୀ ଛକ ନିକଟରେ ଭିଜିଲାନ୍ସ ଏୱାରନେସ୍‌ ୱିକ୍‌ ଅବସରରେ ବରଗଡ ବିକାଶ ଡିଗ୍ରୀ କଲେଜର ଛାତଛାତ୍ରୀମାନେ ଷ୍ଟ୍ରିଟ୍ ପ୍ଲେ କରି ଜନସାଧାରଣଙ୍କୁ ସଚେତନ କରିଥିବା ଦେଖିବାକୁ ମିଳିଛି । ତେବେ ଏହି ସଚେତନ କାର୍ୟ୍ୟକ୍ରମ ଦର୍ଶକଙ୍କୁ ଆକର୍ଷିତ କରିଥିବା
Read More...

ବେଆଇନ ଦାଦନ ଚାଲାଣ ବେଳେ କଂଟାବାଂଜି ଠାରୁ ୫୨ ଜଣ ଦାଦନ ଶ୍ରମିକଙ୍କୁ ଉଦ୍ଧାର କଲା ପୋଲିସ, ସୂଚନା ଦେଲେ ଏସ୍‌ପି

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ହେଉଛି ଦାଦନ ପ୍ରବଣ ଜିଲ୍ଲା । ଜିଲ୍ଲାରୁ ସହସହ ଲୋକେ ବାହାର ଜିଲ୍ଲାକୁ ଦାଦନ ଖଟି ଯାଆନ୍ତି । ହେଲେ ନିର୍ଯ୍ୟାତନାର ଶିକାର ହୋଇ ଫେରନ୍ତି । ତେବେ ଏଥିପ୍ରତି ଜିଲ୍ଲା ପ୍ରଶାସନ ଧ୍ୟାନ ଦେଇ ଆଜି ବେଆଇନ ଦାଦନ ଚାଲାଣ ବେଳେ କଂଟାବାଂଜି ଠାରୁ
Read More...

ରେଲୱେ ଷ୍ଟେସନରେ ଶୌଚ ପାଇଁ ଯିବା ବେଳେ ଯୁବକଙ୍କୁ ଲୁଟ କରି ମରଣାନ୍ତକ ଆକ୍ରମଣ କଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ସ୍ଥାନୀୟ ରେଲୱେ ଷ୍ଟେସନ ଠାରେ ଟିଟିଲାଗଡର ଜଣେ ଯବୁକଙ୍କୁ ଦୁର୍ବୃତ୍ତମାନେ ଆକ୍ରମଣ କରିବା ସହ ତାଙ୍କ ମୋବାଇଲ ଓ ଏଟିଏମ୍‌ ଲୁଟିନେଇଥିବା ନେଇ ଆଜି ବଲାଙ୍ଗିର ଟାଉନ ଥାନାର ଦ୍ୱାରସ୍ଥ ହୋଇଛନ୍ତି ଲୁଟର ଶିକାର ହୋଇଥିବା ଯୁବକ ଜଣକ । ଯୁବକ ଜଣକ ଟିଟିଲାଗଡ ସହରର
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଗ୍ରାମସଭା ବୈଠକ ଅନୁଷ୍ଠିତ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଓ ଜିଲ୍ଲା ଦୁର୍ନୀତି ବିଭାଗ ଆନୁକୂଲ୍ୟରେ ଦୁର୍ନୀତି ମୁକ୍ତ ସମାଜ ଗଠନ ତଥା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସ୍ୱଚ୍ଛତା ଓ ବ୍ୟବସ୍ଥିତ କରିବା ଉଦ୍ଦେଶ୍ୟରେ ଜନଜାଗରଣ ନିମିତ୍ତ
Read More...

ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପରିପ୍ରେକ୍ଷୀରେ ସ୍ୱତନ୍ତ୍ର ଗ୍ରାମସଭା ବୈଠକ

ସୁବର୍ଣ୍ଣପୁର, (କେପିଏନ୍‌ଏସ୍‌) : ଦୁର୍ନୀତି ନିବାରଣ ସଚେତନତା ସପ୍ତାହ ପାଳନ ଅବସରରେ ଜିଲ୍ଲା ପରିଷଦ ସୁବର୍ଣ୍ଣପୁର ଓ ଜିଲ୍ଲା ଦୁର୍ନୀତି ବିଭାଗ ଆନୁକୂଲ୍ୟରେ ଦୁର୍ନୀତି ମୁକ୍ତ ସମାଜ ଗଠନ ତଥା ବିଭିନ୍ନ ଉନ୍ନୟନ କାର୍ଯ୍ୟରେ ସ୍ୱଚ୍ଛତା ଓ ବ୍ୟବସ୍ଥିତ କରିବା ଉଦେଶ୍ୟରେ ଜନ ଜାଗରଣ ନିମିତ୍ତ
Read More...

ଚିତ୍ରଶିଳ୍ପୀ ପାୟଲ ନାଗଙ୍କ ପ୍ରତିଭାରେ ପ୍ରଭାବିତ ହୋଇ ସହଯୋଗର ହାତ ବଢାଇଲେ ପୌରାଧ୍ୟକ୍ଷା ଲିକା ସାହୁ

ବଲାଙ୍ଗିର, (କେପିଏନ୍‌ଏସ୍‌) : ନଭେମ୍ବର ୧ ତାରିଖ ବଲାଙ୍ଗିର ଦିନ୍‌ ପାଳନ ଅବସରରେ ଅସହାୟ ଶିଶୁ ଚିତ୍ରଶିଳ୍ପୀ ପାୟଲ ନାଗ ଯାହାଙ୍କୁ ବଲାଙ୍ଗିର ଦିନ୍‌ ଅବସରରେ ତାଙ୍କ ଚିତ୍ରାଙ୍କନ ପାଇଁ ପୁରସ୍କୃତ କରାଯାଇଥିଲା । ସେହି ସ୍ଥାନରେ ପାୟଲ ନାଗଙ୍କ ପ୍ରତିଭା ବିଷୟରେ ଶୁଣି ବଲାଙ୍ଗିର
Read More...

ମାଛ ମରାକୁ କେନ୍ଦ୍ର କରି ମହିଳାଙ୍କୁ ହତ୍ୟା ଘାଟଣାରେ ଜଣେ ଅଭିଯୁକ୍ତଙ୍କୁ କୋର୍ଟ ଚାଲାଣ

ସଇଁତଲା, (ପ୍ରମୋଦ ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ଥାନା ଆମ୍ବପାଲି ଗାଁରେ ମାଛ ମରାକୁ କେନ୍ଦ୍ର କରି ଏକ ହତ୍ୟାକାଣ୍ଡ ଘଟିଥିଲା । ମୃତ ମହିଳାଙ୍କ ନାମ ଜାନକୀ ମହାନନ୍ଦ (୪୦) ବୋଲି ଜଣାପଡିଛି । ମିଳିଥିବା ସୂଚନା ଅନୁସାରେ ଘଟଣାଟି ଘଟିଥିଲା ଗତ ୩୧ତାରିଖ ଅପରାହ୍ନ ସମୟରେ । ଜାନକୀ
Read More...

୭୧ତମ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ପାଳନ : ଗୋପାଳକ ଚାଷୀଙ୍କୁ ଅଣଦେଖା ଅଭିଯୋଗ, ସୂଚନା ନ ପାଇବାରୁ ଚାଷୀ…

ସଇଁତଲା, (ପ୍ରମୋଦ କୁମାର ସେଲମା) : ବଲାଙ୍ଗିର ଜିଲ୍ଲା ସଇଁତଲା ବ୍ଲକ ଡେଙ୍ଗ ପଞ୍ଚାୟତ ବୁର୍ଡା (ଲକ୍ଷ୍ମୀପାଲି) ଗ୍ରାମ ଠାରେ ପ୍ରାଣୀ ସମ୍ପଦ ବିକାଶ ବିଭାଗ ବଲାଙ୍ଗିର ଆନୁକୂଲ୍ୟରେ ୭୧ତମ ଜିଲ୍ଲାସ୍ତରୀୟ ଗୋ ସମ୍ବର୍ଦ୍ଧନା ଉତ୍ସବ ଅନୁଷ୍ଠିତ ହୋଇଯାଇଛି । ପ୍ରଥମେ ଭଗବାନ ଶ୍ରୀକୃଷ୍ଣ ଓ
Read More...

ପ୍ରଧାନମନ୍ତ୍ରୀ ସଡକ କାମରେ ଦୁର୍ନୀତି ଅଭିଯୋଗ ଆଣିଲେ ଆପ୍‌ ସଂଯୋଜକ ସୁରଥ ବେହେରା

ବଲାଙ୍ଗିର, (କେପିଏନ୍‌ଏସ୍‌) : ପ୍ରଧାନମନ୍ତ୍ରୀ ସଡକ କାମରେ ଦୁର୍ନୀତି ଅଭିଯୋଗ ଆଣିଛନ୍ତି ଆପ୍‌ର ସଂଯୋଜକ ସୁରଥ ବେହେରା । ମିଳିଥିବା ତଥ୍ୟ ଅନୁସାରେ, ଆମ ଆଦମୀ ପାର୍ଟି କଂଟାବାଞ୍ଜି ନିର୍ବାଚନ ମଣ୍ଡଳୀର ସଂଯୋଜକ ସୁରଥ ବେହେରା ଗତ ତା-୧୩/୦୯/୨୨ରେ ଆର୍‌ଟିଆଇ ମାଧ୍ୟମରେ ଗ୍ରାମ୍ୟ ଉନ୍ନୟନ
Read More...

ପଖନମୁଣ୍ଡା ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ବୈଠକ

ତୁରେକେଲା, (କୈଳାସ ସଗ୍ରିଆ) : ବଲାଙ୍ଗିର ଜିଲ୍ଲା ତୁରେକେଲା ବ୍ଲକ ଅନ୍ତର୍ଗତ ମାନ୍ଦଲା କ୍ଲଷ୍ଟର ଅଧିନସ୍ଥ ପଖନମୁଣ୍ଡା ଉଚ୍ଚ ପ୍ରାଥମିକ ବିଦ୍ୟାଳୟରେ ମୋ ସ୍କୁଲ ଅଭିଯାନ ପରିଚାଳନା ପାଇଁ ଏକ ଜରୁରୀ ବୈଠକ ଅନୁଷ୍ଠିତ ହୋଇଯାିଛି । ବିଦ୍ୟାଳୟର ପ୍ରଧାନଶିକ୍ଷକ ବିରଂଚି ନାରାୟଣ ଦାଶଙ୍କ
Read More...