Daily Archives

ସହରର ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ ପାଇଁ କଠୋର କାରାଦଣ୍ଡ ସହ ୫୦,୦୦୦ ଟଙ୍କା ଜୋରିମାନା ନେଇ ଏସ୍‌ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ ପାଇଁ କଠୋର କାରାଦଣ୍ଡ ସହ ୫୦,୦୦୦ ଟଙ୍କା ଜୋରିମାନା ଲଗାଯାଇଥିବା ନେଇ ଏସ୍‌ପି ନିତନ କୁଶଲକର ସୂଚନା ଦେଇଛନ୍ତି । ବ୍ୟକ୍ତି ଜଣକଙ୍କ ନାମ ହେଉଛି ସୁମିତ ମଲ୍ଲିକ । ତେବେ ସୁମିତଙ୍କ ନାମରେ ତା.୭.୦୪.୨୦୧୬.ରିଖ ୟୁ
Read More...

ଦମକିପାଲି ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୬୦ ବର୍ଷିୟ ବୃଦ୍ଧଙ୍କୁ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଦମକିପାଲି ଗ୍ରାମ ଠାରେ ବର୍ଷିୟ ବୃଦ୍ଧଙ୍କୁ ଆକ୍ରମଣ କରାଯାଇଥିବା ବେଳେ ବୃଦ୍ଧ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ନେଇ ଜଣାପଡିଛି । ଗୁରୁତର ବୃଦ୍ଧ
Read More...

ଉଠା ଦୋକାନୀ ବ୍ୟବସାୟୀ ସଂଘ ଓ ପୌର ପ୍ରଶାସନର ଆଲୋଚନା ଚକ୍ର ଅନୁଷ୍ଠିତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର କଦଳୀମୁଣ୍ଡା ଠାରେ ଉଠା ଦେକାନୀ ବ୍ୟବସାୟୀ ସଂଘ ଓ ପୌର ପ୍ରଶାସନର ମିଳିତ କ୍ରମେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲେଚନା ଚକ୍ରରେ ପୌର ପ୍ରଶାସନ ତରଫରୁ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଉପାଧ୍ୟକ୍ଷା ସୁଶ୍ରୀ
Read More...

ବ୍ରାହ୍ମଣପଡା ସ୍କୁଲରେ ଛୁଆଙ୍କ ପାଇଁ ରଖା ହୋଇଥିବା ଚାଉଲକୁ ଚୋରି କଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବ୍ରାହ୍ମଣପଡା ସ୍କୁଲରେ ଛୁଆଙ୍କ ପାଇଁ ରଖା ହୋଇଥିବା ଚାଉଲକୁ କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ନେଇ ଟାଉନ ଥାନାରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି । ତେବେ ସ୍କୁଲରେ ଥିବା ଏହି ଚାଉଲ ଛୁଆଙ୍କ ମିଡ୍‌ ଡେ ମିଲ ପାଇଁ
Read More...

ଛତାମଖନା ଭୂତଳ ଜଳସଂରକ୍ଷଣ ପ୍ରକଳ୍ପ କାମର ତଦାରଖ କଲେ ବିଧାୟକ ନରସିଂହ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ବିଧାୟକ ତଥା କଂଗ୍ରେସ ବିଧାୟକ ଦଳ ନେତା ନରସିଂହ ମିଶ୍ର ସୁକତେଲ ନଦୀ ଉପରେ ନିର୍ମାଣ ହେଉଥିବା ଛତାମଖନା ଭୂତଳ ଜଳ ସଂରକ୍ଷଣ ପ୍ରକଳ୍ପ ନିର୍ମାଣ କାମର ତଦାରଖ କରିଛନ୍ତି । ଅପରାହ୍ନ ଘ.୪.୩୦ମି. ସମୟରେ ପ୍ରକଳ୍ପ କ୍ଷେତ୍ରରେ ପହଞ୍ଚି ସେଠାରେ
Read More...

ବାଇକ ଦୁର୍ଘଟଣାରେ ଜଣେ ମହିଳା ମୃତ

ପାଟଣାଗଡ଼, (କେପିଏନ୍‌ଏସ୍‌) : ପାଟଣାଗଡ଼ ଉପଖଣ୍ଡ ଲାଠୋର ଥାନା ଅଧିନସ୍ଥ ପିପଲବାହାଲ ଲାନ୍ଥ ନଦୀ ପାଖରେ ବାଇକ ଦୁର୍ଘଟଣାରେ ଜଣେ ମହିଳାଙ୍କ ମୃତ୍ୟୁ ହୋଇଥିବା ଜଣାପଡିଛି । ମୃତକ ମହିଳା ଜଣକ ହେଲେ ଲାଠୋର ଥାନା ଅନ୍ତର୍ଗତ ଟଙ୍କପାଣି ଗ୍ରାମର ପୁର ମଲ୍ଲିକ (୪୫) । ସୂଚନା ଅନୁସାରେ ପୁର
Read More...

ହିଙ୍ଗୁଳା ମଣ୍ଡଳ ଯୁବମୋର୍ଚ୍ଚା ଟିମ୍‌ ସହ କେନ୍ଦ୍ରମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଆଲୋଚନା

ତାଳଚେର, (ଆର୍ତ୍ତତ୍ରାଣ ପାଣି) : କେନ୍ଦ୍ର ଶିକ୍ଷା ଦକ୍ଷତା ବିକାଶ ଓ ଉଦ୍ୟମିତା ବିଭାଗ ମନ୍ତ୍ରୀ ଧର୍ମେନ୍ଦ୍ର ପ୍ରଧାନଙ୍କ ଦୁଇ ଦିନିଆ କଣିହାଁ ଅଂଚଳ ଗସ୍ତ କାର୍ଯ୍ୟକ୍ରମ ରହିଥିଲା । ଏହି ସମୟରେ ସେ ବିଭିନ୍ନ କାର୍ଯ୍ୟକ୍ରମରେ ଯୋଗ ଦେବା ସହ ବିଭିନ୍ନ ଗ୍ରାମକୁ ଯିବା ସହିତ ବିଭିନ୍ନ ବର୍ଗର
Read More...

ବିଜେପିରୁ ପ୍ରାର୍ଥୀପତ୍ର ଦାଖଲ ପୂର୍ବରୁ ନୃସିଂହ ଭଗବାନଙ୍କ ଠାରେ ଆଶୀର୍ବାଦ ଭିକ୍ଷା କଲେ ପ୍ରଦୀପ ପୁରୋହିତ

ପଦ୍ମପୁର, (ନିରୋଜ କୁମାର ପାଣୀ) : ପଦ୍ମପୁର ଉପନିର୍ବାଚନରେ ବିଜେପି ତରଫରୁ ପ୍ରଦୀପ ପୁରୋହିତଙ୍କ ନାମ ଶନିବାର ଘୋଷଣା ହୋଇଥିବା ବେଳେ ରବିବାର ବିଜେପି ରାଜ୍ୟ ସଭାପତି ସମିର ମହାନ୍ତି, ବରଗଡ ସାଂସଦ ସୁରେଶ ପୁଝାରୀ, ରାଜ୍ୟ ସାଧାରଣ ସମ୍ପାଦକ ଟଙ୍କଧର ତ୍ରିପାଠୀ, ଗୋଲକ ମହାପାତ୍ର, ରାଜ୍ୟ
Read More...

ବଲାଙ୍ଗିର ନାଗରିକ କମିଟି ଦ୍ୱାରା ଜିଲ୍ଲାସ୍ତରୀୟ ସମନ୍ୱୟ ସମିତି ଗଠିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଆଜି ବଲାଙ୍ଗିର ନାଗରିକ କମିଟି ପକ୍ଷରୁ ଆୟୋଜିତ ଏକ ସାଧାରଣ ପରିଷଦ ବୈଠକରେ ନୂତନ ରୂପେ ଜିଲ୍ଲାସ୍ତରୀୟ ସମନ୍ୱୟ ସମିତି ଗଠିତ ହୋଇଯାଇଛି । ଏଥିରେ ସର୍ବସମ୍ମତି କ୍ରମେ ଜିଲ୍ଲାରେ ଥିବା ୫ଟି ବିଧାନସଭା ମଣ୍ଡଳୀରୁ ସମ୍ପୃକ୍ତ ନାଗରିକ କମିଟିର
Read More...

ନରେଶ୍ୱର ସାହୁଙ୍କ ପରଲୋକ

ଦେଓଗାଁ, (ମନୀଷ କୁମାର ସାହୁ) : ଦେଓଗାଁ ଡାକବଙ୍ଗଳାର ନରେଶ ହୋଟେଲର ମାଲିକ ନରେଶ୍ୱର ସାହୁ(୬୮)ଙ୍କ ରବିବାର ଦିନ ସକାଳ ପ୍ରାୟ ୭ଟା ସମୟରେ ଦେଓଗାଁ ଡାକବଙ୍ଗଳା ସ୍ଥିତ ତାଙ୍କ ନିଜ ବାସ ଭବନରେ ଦେହାନ୍ତ ହୋଇଯାଇଛି । ତାଙ୍କ ଶେଷ ସମୟରେ ଧର୍ମପତ୍ନୀଙ୍କ ସହ ୩ ପୁଅ ଅଶ୍ଵିନୀ, ପ୍ରଭାତ, ଆଲୋକ
Read More...