ସହରର ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ ପାଇଁ କଠୋର କାରାଦଣ୍ଡ ସହ ୫୦,୦୦୦ ଟଙ୍କା ଜୋରିମାନା ନେଇ ଏସ୍‌ପିଙ୍କ ସୂଚନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ଜଣେ ବ୍ୟକ୍ତିଙ୍କୁ ୨୦ ବର୍ଷ ପାଇଁ କଠୋର କାରାଦଣ୍ଡ ସହ ୫୦,୦୦୦ ଟଙ୍କା ଜୋରିମାନା ଲଗାଯାଇଥିବା ନେଇ ଏସ୍‌ପି ନିତନ କୁଶଲକର ସୂଚନା ଦେଇଛନ୍ତି । ବ୍ୟକ୍ତି ଜଣକଙ୍କ ନାମ ହେଉଛି ସୁମିତ ମଲ୍ଲିକ । ତେବେ ସୁମିତଙ୍କ ନାମରେ ତା.୭.୦୪.୨୦୧୬.ରିଖ ୟୁ / ଏସ୍‌-୩୭୬ (୨) (ଏନ) (ଆଇ) ଆଇପିସି /୬ ପୋସ୍କା ଆକ୍ଟରେ ଟାଉନ ଥାନାରେ ଏକ ମାମାଲା ରୁଜୁ ହୋଇଥିବା ବେଳେ ମାମାଲାର ଶୁଣାଣୀ ହୋଇ ସୁମିତଙ୍କୁ ୨୦ ବର୍ଷ ପାଇଁ କଠୋର କାରାଦଣ୍ଡ ସହ ୫୦,୦୦୦ ଟଙ୍କା ଜୋରିମାନା ଲଗାଯାଇଛି ।

Leave A Reply

Your email address will not be published.

5 × 4 =