ଦମକିପାଲି ଗାଁରେ ପୂର୍ବ ଶତ୍ରୁତାକୁ କେନ୍ଦ୍ର କରି ୬୦ ବର୍ଷିୟ ବୃଦ୍ଧଙ୍କୁ ଆକ୍ରମଣ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପାଟଣାଗଡ ବ୍ଲକ ଅନ୍ତର୍ଗତ ଦମକିପାଲି ଗ୍ରାମ ଠାରେ ବର୍ଷିୟ ବୃଦ୍ଧଙ୍କୁ ଆକ୍ରମଣ କରାଯାଇଥିବା ବେଳେ ବୃଦ୍ଧ ଗୁରୁତର ଅବସ୍ଥାରେ ବଲାଙ୍ଗିର ଭୀମ ଭୋଇ ମେଡିକାଲ କଲେଜ ଓ ହସ୍ପିଟାଲ ଠାରେ ଭର୍ତ୍ତି ହୋଇଥିବା ନେଇ ଜଣାପଡିଛି । ଗୁରୁତର ବୃଦ୍ଧ ଜଣକ ଜୟଲାଲ ସେଠ (୬୦) ବୋଲି ଜଣାପଡିଛି ।

Leave A Reply

Your email address will not be published.

3 × three =