ଉଠା ଦୋକାନୀ ବ୍ୟବସାୟୀ ସଂଘ ଓ ପୌର ପ୍ରଶାସନର ଆଲୋଚନା ଚକ୍ର ଅନୁଷ୍ଠିତ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ସହରର କଦଳୀମୁଣ୍ଡା ଠାରେ ଉଠା ଦେକାନୀ ବ୍ୟବସାୟୀ ସଂଘ ଓ ପୌର ପ୍ରଶାସନର ମିଳିତ କ୍ରମେ ଏକ ଆଲୋଚନା ଚକ୍ର ଅନୁଷ୍ଠିତ ହୋଇଯାଇଛି । ଏହି ଆଲେଚନା ଚକ୍ରରେ ପୌର ପ୍ରଶାସନ ତରଫରୁ ପୌରାଧ୍ୟକ୍ଷା ଶ୍ରୀମତୀ ଲିକା ସାହୁ, ଉପାଧ୍ୟକ୍ଷା ସୁଶ୍ରୀ ଗାୟିତ୍ରୀ ଭୋଇ, ୧୭ ନଂ ୱାର୍ଡର କାଉନସିଲର ପ୍ରତିମା ଛତ୍ରିଆଙ୍କ ସହ ବିଭିନ୍ନ ୱାର୍ଡର କାଉନସିଲର ସମୂହ ଉପସ୍ଥିତ ଥିବା ବେଳେ ଉଠା ଦୋକାନୀ ବ୍ୟବସାୟୀ ସଂଘର ଶମ୍ଭୁ ନାଗଙ୍କ ସହ ବିଭିନ୍ନ ସଦସ୍ୟ ଉପସ୍ଥିତ ଥିଲେ ।

Leave A Reply

Your email address will not be published.