ବ୍ରାହ୍ମଣପଡା ସ୍କୁଲରେ ଛୁଆଙ୍କ ପାଇଁ ରଖା ହୋଇଥିବା ଚାଉଲକୁ ଚୋରି କଲେ ଦୁର୍ବୃତ୍ତ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ସହରର ବ୍ରାହ୍ମଣପଡା ସ୍କୁଲରେ ଛୁଆଙ୍କ ପାଇଁ ରଖା ହୋଇଥିବା ଚାଉଲକୁ କେହି ଦୁର୍ବୃତ୍ତ ଚୋରି କରି ନେଇଥିବା ନେଇ ଟାଉନ ଥାନାରେ ସ୍କୁଲର ପ୍ରଧାନ ଶିକ୍ଷୟିତ୍ରୀ ଅଭିଯୋଗ କରିଛନ୍ତି । ତେବେ ସ୍କୁଲରେ ଥିବା ଏହି ଚାଉଲ ଛୁଆଙ୍କ ମିଡ୍‌ ଡେ ମିଲ ପାଇଁ ଥିଲା ବୋଲି ଅଭିଯୋଗକାରୀ ଶିକ୍ଷୟିତ୍ରୀ କହିଛନ୍ତି ।

Leave A Reply

Your email address will not be published.

twelve − 2 =