Daily Archives

ଜାତୀୟ କରାଟେ ପ୍ରତିଯୋଗୀଙ୍କୁ ସମ୍ବର୍ଦ୍ଧନା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ସ୍ଥାନୀୟ ରେଲୱେ ଷ୍ଟେସନ ସ୍ଥିତ କରାଟେ ସ୍କୁଲର ଛାତ୍ରଛାତ୍ରୀମାନେ ଗତ ମେ ମାସରେ ଗୋଆର ସାଗ କମ୍ପାଲ ଇଣ୍ଡୋର ଷ୍ଟାଡିୟମ ଓ ଗତ ଅକ୍ଟୋବର ମାସରେ ଚେନ୍ନାଇର ଆଇସିଏଫ୍‌ ପାଲାନିସାମି ଇଣ୍ଡୋର ଷ୍ଟାଡିୟମରେ ଅନୁଷ୍ଠିତ ହୋଇଥିବା ଜାତୀୟ କରାଟେ ପ୍ରତିଯୋଗିତାରେ
Read More...

ତାଲପାଲି ସିଏଚ୍‌ସିରେ ଚୋରି ଅଭିଯୋଗ

ବରଗଡ, (ନିରୋଜ କୁମାର ପାଣୀ) : ବରଗଡ଼ ଜିଲ୍ଲା ତାଲପାଲି ଗୋଷ୍ଠୀ ସ୍ୱାସ୍ଥ୍ୟକେନ୍ଦ୍ରରେ ସ୍ପଷ୍ଟ ଦିବାଲୋକରେ ଷ୍ଟେବଲାଇଜର, ଅଦରକାରୀ ପଙ୍ଖା, ଟେବୁଲ, ଚୌକି, କୁଲର୍ ଅନ୍ୟାନ୍ୟ ଅନେକ ସାମଗ୍ରୀ ଚୋରି ଘଟଣାକୁ ନେଇ ମେଡିକାଲ କର୍ମଚାରୀ ଗାଇସିଲେଟ ଥାନାର ଦ୍ୱାରସ୍ଥ ହୋଇଛନ୍ତି । ସିକ୍ୟୁରିଟି
Read More...

ଅବସପ୍ରାପ୍ତ ଶିକ୍ଷୟତ୍ରୀ ଜୟଶ୍ରୀ ପାଣିଗ୍ରାହୀଙ୍କ ପରଲୋକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ଏକ ଘରୋଇ ହସ୍ପିଟାଲରେ ଚିକିତ୍ସିତ ଅବସ୍ଥାରେ ମାଲପଡା ନିବାସୀ ଅବସପ୍ରାପ୍ତ ଶିକ୍ଷୟତ୍ରୀ ଜୟଶ୍ରୀ ପାଣିଗ୍ରାହୀ(୭୨)ଙ୍କ ପରଲୋକ ହୋଇଯାଇଛି । ସେ ଥିଲେ ବିଶିଷ୍ଟ ଶିକ୍ଷାବିତ ସ୍ଵଗର୍ତ ତ୍ରିନାଥ କରଙ୍କ ସହଧର୍ମଣୀ । ସେ ଥିଲେ ଜଣେ କର୍ତ୍ତବ୍ୟନିଷ୍ଟା,
Read More...

ବଲାଙ୍ଗିର ଜିଲ୍ଲା ଚେସ୍‌ ଚାମ୍ପିୟନସିଫ୍‌ ୨୦୨୨ ଉଦ୍‌ଯାପିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଚେସ୍‌ ଏସୋସିଏସନ ଆନୁକୂଲ୍ୟରେ ଚାଲିଥିବା ଦୁଇ ଦିନିଆ ଜିଲ୍ଲା ଚେସ୍‌ ଚାମ୍ପିୟନସିପ୍‌ ସ୍ଥାନୀୟ ଯାଦବ ଭବନ ଠାରେ ଉଦ୍‌ଯାପିତ ହୋଇଯାଇଛି । ଉଦ୍‌ଯାପନୀ ଉତ୍ସବରେ ମୁଖ୍ୟ ଅତିଥି ଭାବରେ ବଲାଙ୍ଗିର ପୌର ପାଳିକା ଅଧ୍ୟକ୍ଷା ଲିକା ସାହୁ ଯୋଗ
Read More...

ଭୁଲିଆ ସମାଜ ପାଟଣେଶ୍ୱରୀ ଆଞ୍ଚଳିକ ବୋର୍ଡର ନୂତନ କର୍ମକର୍ତ୍ତା ଚୟନ

ବଲାଙ୍ଗିର, (ଦେବାଶିଷ ମିିଶ୍ର) : ବଲାଙ୍ଗିର ବିଜାଖମନ ସ୍ଥିତ ନର୍ସରୀ ଭୁଲିଆ ସମାଜ ଆଞ୍ଚଳିକ ବୋର୍ଡର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଛି । ତୁଳସୀନଗରର ପଡାବାସୀ ସହଯୋଗରେ ଭୁଲିଆ ସମାଜର ନୂତନ କର୍ମକର୍ତ୍ତା ଚୟନ ହୋଇଯାଇଥିବା ବେଳେ ଉପଦେଷ୍ଟା ଭାବେ ସରୋଜ ମେହେର, ନୀଳ ମେହେର ଓ ଶ୍ୟାମ
Read More...

ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନର ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ

ରାଉରକେଲା, (ସସ୍ମିତା ପ୍ରଧାନ) : ସ୍ୱାମୀ ବିବେକାନନ୍ଦ ଲୋକ ସଂସଦର ସାଂସ୍କୃତିକ ଅଙ୍ଗ ଦ୍ୱାରା ପରିଚାଳିତ ଉତ୍କଳ କଳା ଓ ସଂସ୍କୃତି ପ୍ରତିଷ୍ଠାନ ତରଫରୁ ରାଜ୍ୟସ୍ତରୀୟ ଚିତ୍ରାଙ୍କନ ପ୍ରତିଯୋଗିତା ଅନୁଷ୍ଠିତ ହୋଇଯାଇଛି । ଜିଲ୍ଲାର ୪ଟି ସ୍ଥାନରେ ଏହି ପ୍ରତିଯୋଗିତା ଅନୁଷ୍ଠିତ ହୋଇଥିଲା ।
Read More...

ଏଆଇଟିୟୁସିର ତ୍ରୟୋଦଶ ରାଜ୍ୟ ସମ୍ମିଳନୀ ଅନୁଷ୍ଠିତ

ବଞ୍ଚିବା ପାଇଁ ସଂଗ୍ରାମ- ସଂଗ୍ରାମ କରି ବଞ୍ଚିବାସମସ୍ତ ସଂସ୍ଥାର ଶ୍ରମିକ କର୍ମଚାରୀଙ୍କୁ ୟୁନିୟନ ଭୁକ୍ତ କରିବା ସଂକଳ୍ପ ଗୃହିତ :୧୧୩ ଜଣ ରାଜ୍ୟ ପରିଷଦ, ୩୯ ଜଣ କାର୍ଯ୍ୟକାରୀ କମିଟି ଓ କର୍ମକର୍ତ୍ତା ମଣ୍ଡଳୀ ନିର୍ବାଚିତ ରାଉରକେଲା, (ସସ୍ମିତା ପ୍ରଧାନ) : ଏଆଇଟିୟୁସିର ତ୍ରୟୋଦଶ ରାଜ୍ୟ
Read More...

ନାଗସାପକୁ ଉଦ୍ଧାର କରି ବିଷ ଦାନ୍ତ କାଢିବା ଘଟଣା : ବନ ବିଭାଗ ଦ୍ୱାରା ଗିରଫ ହେଲେ ସାପ ଧରାଳୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଲେଇସର୍ଡା ଗାଁରେ ଜଣେ ସାପ ଧରାଳୀ ଗତ କିଛି ଦିନ ତଳେ ନାଗ ସାପକୁ ଧରି ଏକ ନେଲ କଟର ସାହାଯ୍ୟରେ ତା’ର ବିଷ ଦାନ୍ତ ଉପାଡୁଥିବା ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା । ତେବେ ଏହାକୁ ନେଇ ବଲାଙ୍ଗିର ବନ ବିଭାଗର ରେଂଜର କେଶବ
Read More...

ଶିକାବେହେଙ୍ଗାରେ ଜୈବିକ କୃଷି, ଶିଶୁଶିକ୍ଷା ଓ ମହିଳା ସଶକ୍ତିକରଣ ସଚେତନତା କର୍ମଶାଳା

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ପୁଇଁତଳା ବ୍ଲକ ଅନ୍ତର୍ଗତ ଶିକାବେହେଙ୍ଗା ଗ୍ରାମଠାରେ ଆଜି ଜୈବିକ କୃଷ, ଶିଶୁଶିକ୍ଷା ଓ ମହିଳା ସଶକ୍ତିକରଣ ଉପରେ ଏକ ସଚେତନତା କର୍ମଶାଳା ଅନୁଷ୍ଠିତ ହୋଇଯାଇଛି । ସେଞ୍ଚୁରିଆନ ବିଶ୍ୱବିଦ୍ୟାଳୟ ଅନ୍ତର୍ଗତ ଏମଏସ ସ୍ୱାମୀନାଥନ ସ୍କୁଲ ଅଫ
Read More...

ଟି-୨୦ ବିଶ୍ୱକପ୍‌ ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇ ଇଂଲଣ୍ଡ ଚାମ୍ପିଅନ୍‌

ମେଲବର୍ଣ୍ଣ : ଅନ୍ତର୍ଜାତୀୟ କ୍ରିକେଟ୍‌ ପରିଷଦ (ଆଇସିସି) ଦ୍ବାରା ପରିଚାଳିତ ଟି-୨୦ ବିଶ୍ୱକପ୍‌ରେ ଫାଇନାଲ ମ୍ୟାଚ୍‌ରେ ପାକିସ୍ତାନକୁ ହରାଇ ଇଂଲଣ୍ଡ ଚାମ୍ପିଅନ୍‌ ହୋଇଛି । ମେଲବର୍ଣ୍ଣ କ୍ରିକେଟ୍‌ ଗ୍ରାଉଣ୍ଡ (ଏମ୍‌ସିଜି)ରେ ଆଜି ଖେଳା ଯାଇଥିବା ଫାଇନାଲ ମ୍ୟାଚ୍‌ରେ ୫ ୱିକେଟ୍‌ରେ
Read More...