jsm

ନାଗସାପକୁ ଉଦ୍ଧାର କରି ବିଷ ଦାନ୍ତ କାଢିବା ଘଟଣା : ବନ ବିଭାଗ ଦ୍ୱାରା ଗିରଫ ହେଲେ ସାପ ଧରାଳୀ

csstore

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବିଲେଇସର୍ଡା ଗାଁରେ ଜଣେ ସାପ ଧରାଳୀ ଗତ କିଛି ଦିନ ତଳେ ନାଗ ସାପକୁ ଧରି ଏକ ନେଲ କଟର ସାହାଯ୍ୟରେ ତା’ର ବିଷ ଦାନ୍ତ ଉପାଡୁଥିବା ନେଇ ସୋସିଆଲ ମିଡିଆରେ ଭିଡିଓ ଭାଇରାଲ ହୋଇଥିଲା । ତେବେ ଏହାକୁ ନେଇ ବଲାଙ୍ଗିର ବନ ବିଭାଗର ରେଂଜର କେଶବ କିଶୋରଙ୍କ ତତ୍ୱାବଧାନରେ ବନ ବିଭାଗର ଏକ ଟିମ୍‌ ଗତ ରାତ୍ରୀରେ ବିଲେଇସର୍ଡା ଗାଁର ସାପ ଧରାଳୀ ବୀର ଓରଫ ବିରଳା ବିଶ୍ୱାଳଙ୍କୁ ଗିରଫ କରି ବନ ବିଭାଗ ଅଫିସକୁ ଆଣିଥିବା ଜଣାପଡିଛି ।

yuvodaya
Leave A Reply

Your email address will not be published.