Daily Archives

ନାବାଳିକାଙ୍କୁ ବଳତ୍କାର ମାମଲାରେ ଉଚଲବାହାଲର ଅଭିଯୁକ୍ତକୁ ୨୦ ବର୍ଷ ଦୋଷୀ ସାବ୍ୟସ୍ତ ସହ ୧ ଲକ୍ଷ ଟଙ୍କା ଜୋରିମାନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୩ ବର୍ଷ ପରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଉଚଲବାହାଲ ଗ୍ରାମର ଦୟାକର ଘିବେଲାକୁ ନାବାଳିକାଙ୍କୁ ବଳାତ୍କାର ମାମଲାରେ ୨୦ ବର୍ଷ ପାଇଁ ଦୋଷୀ ସାବ୍ୟସ୍ତ ସହ ୧ ଲକ୍ଷଟଙ୍କା ଜୋରିମାନା ଲଗାଯାଇଥିବା ବେଳେ ଏହାକୁ ନେଇ ଏସ୍‌ପି ନିତିନ କୁଶଲକର ଆଜି ସୂଚନା
Read More...

ପତ୍ନୀଙ୍କ ଜନ୍ମ ଦିନରେ ସ୍କାଏ ଲଂଚ ରାଷ୍ଟୁରାଣ୍ଟ ଉପହାର ଦେଲେ ସ୍ୱାମୀ ଶୁଭମ ଦର୍ଜୀ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ସ୍ଥାନୀୟ ବିକ୍ରମ ଛକ ନିକଟସ୍ଥ ବିକ୍ରମ ହାଇଟ୍‌ସ ଠାରେ ବିଙ୍ଗ ଷ୍ଟ୍ରଙ୍ଗ ଫିଟ୍‌ନେସ୍‌ କ୍ଲବର ଅନ୍ୟତମ ଏକ ଅଂଶ ସ୍କାଏ ଲଂଚ ରାଷ୍ଟୁରାଣ୍ଟ ଉଦ୍‌ଘାଟିତ ହୋଇଯାଇଛି । ତେବେ ଏହି ରାଷ୍ଟୁରେଣ୍ଟ ଟିକୁ ପରିଚାଳକ ଶୁଭମ ଦର୍ଜୀ ନିଜ ପତ୍ନୀ ଶ୍ରୀମତୀ ପାୟଲ
Read More...

ଭାରତୀୟ ସମ୍ବିଧାନ ରାଷ୍ଟ୍ରର ମାର୍ଗଦର୍ଶିକା

ରାଉରକେଲା, (ସସ୍ମିତା ପ୍ରଧାନ) : ସମ୍ବିଧାନ ପ୍ରଣୟନ ସଭାର ବିଜ୍ଞ ପ୍ରଣମ୍ୟ ସଦସ୍ୟମାନଙ୍କ ପ୍ରାୟ ତିନି ବର୍ଷର ଚିନ୍ତନ ମନ୍ଥନ ଦ୍ୱାରା ପ୍ରସ୍ତୁତ ଭାରତୀୟ ସମ୍ବିଧାନ ସମସ୍ତ ରାଜନୈତିକ ଦଳ ତଥା ଜନ ସାଧାରଣ ପାଇଁ ପ୍ରଗତିର ମାର୍ଗଦର୍ଶିକା ବୋଲି ମ୍ୟୁନିସିପାଲ ମହାବିଦ୍ୟାଳୟ, ରାଉରକେଲାରେ
Read More...

ପରିଚୟ ଓ ଜନନାଟ୍ୟ ମଂଚର ମିଳିତ ଆନୁକୂଲ୍ୟରେ ଜଗନ ମୋହନ ଲାଲାଙ୍କ ଜୟନ୍ତୀ ପାଳିତ

ରାଉରକେଲା, (ସସ୍ମିତା ପ୍ରଧାନ) : ଇସ୍ପାତ ନଗରୀର ନାଟ୍ୟାନୁଷ୍ଠାନ ପରିଚୟ ଓ ଜନନାଟ୍ୟ ମଂଚର ମିଳିତ ଆନୁକୂଲ୍ୟରେ ପ୍ରଥମ ଓଡିଆ ନାଟକର ସ୍ରଷ୍ଟା ନାଟ୍ୟକାର ଜଗନ ମୋହନ ଲାଲା ଜୟନ୍ତୀ ସେକ୍ଟର ୫ ସ୍ଥିତ କଲଚରାଲ ଏକାଡ଼େମୀ ଠାରେ ପାଳିତ ହୋଇଯାଇଛି । ପଞ୍ଚାନନ ମହାପାତ୍ରଙ୍କ ସଭାପତିତ୍ୱ ତଥା
Read More...

ଭେଟେରାନ କଳାକାର ବିକ୍ରମ ଗୋଖଲେଙ୍କ ପରଲୋକ

ପୁଣେ : ହିନ୍ଦୀ ଏବଂ ମରାଠୀ ସିନେମାର ପ୍ରସିଦ୍ଧ ଅଭିନେତା ବିକ୍ରମ ଗୋଖଲେଙ୍କ ଦେହାନ୍ତ ଘଟିଛି । ଚିକିତ୍ସାଧିନ ଅବସ୍ଥାରେ ଦେହାନ୍ତ ହୋଇଥିବା ସୂଚନା ମିଳିଛି । ମୃତ୍ୟୁବେଳକୁ ତାଙ୍କୁ ୭୫ ବର୍ଷ ବୟସ ହୋଇଥିଲା । ଗତ ୫ ତାରିଖରେ ସ୍ଵାସ୍ଥ୍ୟାବସ୍ଥା ବିଗିଡିବାରୁ ପୁଣେର ପଣ୍ଡିତ ଦୀନାନାଥ
Read More...

ଲୁଟ୍‌ ଉଦ୍ୟମ : ୩ ଗିରଫ

ତୁଷୁରା, (କେପିଏନ୍‌ଏସ୍‌) : ତୁଷୁରା ଥାନା ଅନ୍ତର୍ଗତ ଚିଂଚେଡ ଗ୍ରାମ ନିକଟ ନଦୀ ପୋଲ ଉପରେ ଲୁଟ୍‌ ଉଦ୍ୟମ ହୋଇଥିବା ଜଣାପଡିଛି । ସୂଚନା ଅନୁସାରେ, ଚିଂଚେଡ ଗ୍ରାମର ଚୈତନ୍ୟ ରଣା ରାତିରେ ବାଇକ୍‌ ଯୋଗେ ଘରକୁ ଫେରୁଥିଲେ । ଏହି ସମୟରେ ପୋଲ ଉପରେ ୩ ଜଣ ଯୁବକ ତାଙ୍କୁ ଅଟକାଇ ମାଡ ମାରିବା ସହ
Read More...

ଧାନ ଖରିରେ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ଭଷ୍ମୀଭୂତ, ଚାଷୀ ଏବେ ଚିନ୍ତାରେ

ବଙ୍ଗୋମୁଣ୍ଡା, (ହୁଲେଶ୍ୱର ହଂସ) : ବଲାଙ୍ଗିର ଜିଲ୍ଲା ବଙ୍ଗୋମୁଣ୍ଡା ବ୍ଲକ ଝରିଆଲ ଗ୍ରାମ ପଞ୍ଚାୟତର ଧାନ ଖଲାରେ ଥିବା ଧାନ ଖରିରେ କୌଣସି କାରଣରୁ ନିଆଁ ଲାଗି ଲକ୍ଷାଧିକ ଟଙ୍କାର ଧାନ ଭଷ୍ମୀଭୂତ ହୋଇଯାଇଛି । ସୂଚନାନୁଯାୟୀ, ଝରିଆଲ ଗ୍ରାମର କିଶୋର କୁମାର ସାହୁ (୪.୫ ଏକରର ଧାନ), ରାଜେଶ୍ଵର
Read More...

ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ଶୋକସଭା

ବଲାଙ୍ଗିର, (ଦେବାଶିଷ ମିଶ୍ର) : ଭାରତୀୟ ଶିକ୍ଷଣ ମଣ୍ଡଳ ତରଫରୁ ସ୍ଥାନୀୟ କାର୍ଯ୍ୟାଳୟରେ ପ୍ରଫେସର ତରୁଣ କଲୁମାର ମିଶ୍ରଙ୍କ ସଭାପତିତ୍ୱରେ ସ୍ୱର୍ଗତ ଭରତ ଚନ୍ଦ୍ର ମିଶ୍ରଙ୍କ ବିୟୋଗରେ ଏକ ଶୋକସଭାର ଆୟୋଜନ ହୋଇଯାଇଛି । ସ୍ୱର୍ଗତ ମିଶ୍ର ଏକାଧାରରେ ଜଣେ ଛାତ୍ର ବତ୍ସଳ, ଆଦର୍ଶ ଶିକ୍ଷକ ତଥା
Read More...

ସମ୍ବିଧାନ ସୁରକ୍ଷା ମଂଚ ତରଫରୁ ସମ୍ବିଧାନ ଦିବସ ପାଳିତ

ସମ୍ବିଧାନକୁ ଜାଣିବା ଏକାନ୍ତ ଅବଶ୍ୟକ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ବହୁଜନ ପରିବାର (ସମ୍ବିଧାନ ସୁରକ୍ଷା ମଂଚ) ତରଫରୁ ୭୩ତମ ସମ୍ବିଧାନ ଦିବସ ସ୍ଥାନୀୟ ଟାଉନ ହଲ୍‌ ଠାରେ ମହାସମାରୋହରେ ପାଳିତ ହୋଇଯାଇଛି । ବାସୁଦେବ ମୁଗ୍ରୀଙ୍କ ସଭାପତିତ୍ୱରେ ତଥା କୁନା ବାଗଙ୍କ
Read More...

ଗଞ୍ଜାମ ମହାବିଦ୍ୟାଳୟରେ ଜାତୀୟ ସମ୍ବିଧାନ ଦିବସ ପାଳିତ

ଗଞ୍ଜାମ, (ପ୍ରଦୀପ କୁମାର ପଣ୍ଡା) : ଗଞ୍ଜାମ ସହର ସ୍ଥିତ ଗଞ୍ଜାମ ମହାବିଦ୍ୟାଳୟ ଅଡିଟୋରିୟମ ହଲରେ ଜାତୀୟ ସମ୍ବିଧାନ ଦିବସ ଅବସରରେ ନେହେରୁ ଯୁବକେନ୍ଦ୍ର ଓ ଗଞ୍ଜାମ ସ୍ୱେଚ୍ଛାସେବୀ ଦିଗଦର୍ଶନ ୟୁଥ କ୍ଲବର ମିଳିତ ଆନୁକୂଲ୍ୟରେ ପାଳିତ ହୋଇଯାଇଛି । ସଭାପତି ଉମାକାନ୍ତ ବେହେରାଙ୍କ ସଭାପତିତ୍ୱରେ
Read More...