ନାବାଳିକାଙ୍କୁ ବଳତ୍କାର ମାମଲାରେ ଉଚଲବାହାଲର ଅଭିଯୁକ୍ତକୁ ୨୦ ବର୍ଷ ଦୋଷୀ ସାବ୍ୟସ୍ତ ସହ ୧ ଲକ୍ଷ ଟଙ୍କା ଜୋରିମାନା

ବଲାଙ୍ଗିର, (କେପିଏନ୍‌ଏସ୍‌) : ଦୀର୍ଘ ୩ ବର୍ଷ ପରେ ବଲାଙ୍ଗିର ସଦର ଥାନା ଅନ୍ତର୍ଗତ ଉଚଲବାହାଲ ଗ୍ରାମର ଦୟାକର ଘିବେଲାକୁ ନାବାଳିକାଙ୍କୁ ବଳାତ୍କାର ମାମଲାରେ ୨୦ ବର୍ଷ ପାଇଁ ଦୋଷୀ ସାବ୍ୟସ୍ତ ସହ ୧ ଲକ୍ଷଟଙ୍କା ଜୋରିମାନା ଲଗାଯାଇଥିବା ବେଳେ ଏହାକୁ ନେଇ ଏସ୍‌ପି ନିତିନ କୁଶଲକର ଆଜି ସୂଚନା ଦେଇଛନ୍ତି । ତେବେ ବଲାଙ୍ଗିର ସଦର ଥାନା କେସ୍ ନଂ. ୩୨୮ ତା. ୨୨.୧୨.୨୦୨୧୯ ୟୁ/ଏସ୍‌-୩୭୬ (୨) (ଜେ) (ଆଇ) (୩)/ ୨୯୪/୫୦୬/ ୩୪ ଆଇପିସି/ ଆର୍‌ ଡବ୍ଲ୍ୟୁ / ସେକ୍‌ସନ୍‌ -୪ରେ ଏହି ମାମାଲା ରୁଜୁ ହୋଏଥିବା ବେଳେ ଆଜି ଏହି ମାମାଲାଟିର ଶୁଣାଣୀ ହୋଏଥିବା ନେଇ ଏସସ୍‌ପି ନିତିନ କୁଶଲକର ସୂଚନା ଦେଇଛନ୍ତି ।

Leave A Reply

Your email address will not be published.

eighteen − 3 =