Daily Archives

କାଞ୍ଚନବେନ ରସିକଲାଲ ଢୋଲକିଆ ଚାରିଟେବୁଲ ଟ୍ରଷ୍ଟ ଖରିଆରରୋଡ଼ ଆନୁକୂଲ୍ୟରେ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ

ନୂଆପଡ଼ା, (ନିରାକାର ମେହେର) : ନୂଆପଡ଼ା ଜିଲ୍ଲା ସଦର ବ୍ଲକ ଅନ୍ତର୍ଗତ ସାରାବଙ୍ଗ ରାଜୀବ ଭବନ ଠାରେ କାଞ୍ଚନବେନ ରସିକଲାଲ ଢୋଲକିଆ ଚାରିଟେବୁଲ ଟ୍ରଷ୍ଟ ଖରିଆରରୋଡ ଓ ଏସସିଡ଼ି ଚକ୍ଷୁ ଚିକିତ୍ସାଳୟ ପିପଲପଦର ଟିଟିଲାଗଡ଼ର ମିଳିତ ଆନୁକୂଲ୍ୟରେ ଏକ ନିଃଶୁଳ୍କ ଚକ୍ଷୁ ଚିକିତ୍ସା ଶିବିର ଅନୁଷ୍ଠିତ
Read More...

ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ

ବଲାଙ୍ଗିର, (କେପିଏନ୍‌ଏସ୍‌) : ଆଜି ବଲାଙ୍ଗିର ଠାରେ ଅଖିଳ ଭାରତୀୟ ଗ୍ରାହକ ପଞ୍ଚାୟତ ପଶ୍ଚିମ ଓଡିଶାର ରାଜ୍ୟ କାର୍ଯ୍ୟକାରିଣୀ ବୈଠକ ସଭାପତି ଶଶିଭୂଷଣ ପୁରୋହିତଙ୍କ ଅଧ୍ୟକ୍ଷତାରେ ଅନୁଷ୍ଠିତ ହୋଇ ଆଗାମୀ ଖାଉଟି ପକ୍ଷ ପାଳନ ଖାଉଟି ଦିବସ ଓ ଅନ୍ୟାନ୍ୟ କାର୍ଯ୍ୟକ୍ରମ ଉପରେ ଆଲୋଚନା ହୋଇ
Read More...

ବଲାଙ୍ଗିର ବ୍ରାହ୍ମଣ ସମାଜର ନୂଆଖାଇ ଭେଟ୍‌ଘାଟ୍‌ ଓ ନୂତନ କର୍ମକର୍ତ୍ତା ନିର୍ବାଚନ

ବଲାଙ୍ଗିର, (କେପିଏନ୍‌ଏସ୍‌) : ବଲାଙ୍ଗିର ଜିଲ୍ଲା ବ୍ରାହ୍ମଣ ସମାଜର ନୂଆଖାଇ ଭେଟ୍‌ଘାଟ୍‌ ଜିଲ୍ଲା ସଭାପତି ପଣ୍ଡିତ ଗିରିଧାରୀ ଶତପଥୀଙ୍କ ଅଧ୍ୟକ୍ଷତାରେ ଆଜି ସ୍ଥାନୀୟ ନୃସିଂହ ମନ୍ଦିର ଠାରେ ଅନୁଷ୍ଠିତ ହୋଇଯାଇଛି । ସାଧାରଣ ପରିଷଦ ବୈଠକରେ ଜିଲ୍ଲାର ନୂତନ କର୍ମକର୍ତ୍ତା ନିର୍ବାଚିତ
Read More...

ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାର ପକ୍ଷରୁ ସିନାପାଲିଠାରେ ହେବାକୁଥିବା ଗାୟତ୍ରୀ ସଂସ୍କାର ମହୋତ୍ସବ ପାଇଁ ବୈଠକ…

ବଲାଙ୍ଗିର, (ଦେବାଶିଷ ମିଶ୍ର) : ବଲାଙ୍ଗିର ଜିଲ୍ଲା ଗାୟତ୍ରୀ ପରିବାର ଜିଲ୍ଲା ସଂଯୋଜକ ଉଦୟନାଥ ପାତ୍ରଙ୍କ ଅଧ୍ୟକ୍ଷତାରେ ଆଜି ବଲାଙ୍ଗିର ଗାୟତ୍ରୀ ଶକ୍ତିପୀଠରେ ପରିଜନମାନଙ୍କ ବୈଠକ ଅନୁଷ୍ଠିତ ହୋଇଯାଇଛି । ଆଗାମୀ ଜାନୁୟାରୀ ୧୯ରୁ ୨୦ ତାରିଖ ପର୍ଯ୍ୟନ୍ତ ଅନୁଷ୍ଠିତ ହେବାକୁଥିବା ନାରୀ
Read More...

୪ର୍ଥ ବୀର ବଜରଙ୍ଗ ବଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଉଦ୍‌ଯାପିତ

କାଲସାଏପାଲି ଫୁଟବଲ ଟିମ୍‌ ଚାମ୍ପିୟନ ବଲାଙ୍ଗିର, (ଦେବାଶିଷ ମିଶ୍ର) : ବୀର ବଜରଙ୍ଗ ବଲି ଏସୋସିଏସନ କୁଦେଇପାଲି ତରଫରୁ ଚତୁର୍ଥ ବର୍ଷ ବୀର ବଜରଙ୍ଗ ବଲି ଫୁଟବଲ ଟୁର୍ଣ୍ଣାମେଣ୍ଟ ଖୁଜେନପାଲି ପଡିଆରେ ପଞ୍ଚମ ଦିନର ଖେଳରେ କର୍ଲାମୁହାଣକୁ କାଲସାଏପାଲି ୨-୦ ଗୋଲରେ ହରାଇ ଫାଇନାଲରେ ପ୍ରବେଶ
Read More...

ଜାତୀୟ ଅଙ୍ଗଦାନ ଦିବସ ପାଳନ

ରାଉରକେଲା, (ସସ୍ମିତା ପ୍ରଧାନ) : 'ମୃତ୍ୟୁ ପରେ ଶରୀରର ଅଙ୍ଗଦାନ ଦ୍ୱାରା ପୀଡିତମାନଙ୍କୁ ନୂତନ ଜୀବନ ପ୍ରଦାନ କରନ୍ତୁ' ଜାତୀୟ ଅଙ୍ଗଦାନ ଦିବସର ଏହି ବାର୍ତ୍ତାକୁ ଇନର ହୁଇଲ୍ କ୍ଲବ ଓ ରୋଟାରି କ୍ଲବ ରାଉରକେଲା ରିଭରସାଇଡ ଜନସାଧାରଣରେ ପ୍ରସାର ନିମିତ୍ତ ଏକ ବିଶାଳ ରାଲିର ଆୟୋଜନ କରିଥିଲା।
Read More...

ମାହେଶ୍ୱରୀ ସଂଗଠନ ତରଫରୁ ‘ସେବା ପରମୋଧର୍ମ’ କାର୍ଯ୍ୟକ୍ରମ ଅନୁଷ୍ଠିତ

ତରଭା, (କେପିଏନ୍‌ଏସ୍‌) : 'ସେବା ପରମୋଧର୍ମ' ସେବା ସର୍ବୋପରି ଏହାକୁ ପାଥେୟ କରି ମାହେଶ୍ୱରୀ ତାର ସେବା ଜାରି ରଖିଛି । ଏହି କ୍ରମରେ ଆଜି ମାହେଶ୍ୱରୀର ଏକ ମହିଳା ଶାଖା ତରଭା ଠାରେ ଆରମ୍ଭ ହୋଇଛି ଓ ସର୍ବସମ୍ମତି କ୍ରମେ କଞ୍ଚନା ବହିଦାରଙ୍କୁ ସଂଯୋଜିକାର ଦାୟିତ୍ଵ ଦିଆଯାଇଛି । ଉଦ୍ଦେଶ୍ୟ
Read More...

ପଦପୁର ଉପନିର୍ବାଚନରେ ପ୍ରଚାର କଲେ କେନ୍ଦ୍ର ରେଳମନ୍ତ୍ରୀ ଓ କେନ୍ଦ୍ର କୃଷିମନ୍ତ୍ରୀ

କାଲି ଜମି ଦିଅ, ତାପର ଦିନ ପଦମପୁର ରେଳ ଲାଇନ କାମ ଆରମ୍ଭ ହେବ : ଅଶ୍ୱିନୀ ବୈଷ୍ଣବଫସଲ ବୀମା ରାଶିକୁ ଅଟକାଇ ଥିଲେ ରାଜ୍ୟ ସରକାର : ନରେନ୍ଦ୍ର ସିଂ ତୋମାର ପଦ୍ମପୁର, (ନିରୋଜ କୁମାର ପାଣୀ) : ବରଗଡରୁ ନୂଆପଡା ଭାୟା ପଦ୍ମପୁର ରେଳ ପ୍ରକଳ୍ପକୁ କେନ୍ଦ୍ର ସରକାର ଅନୁମୋଦନ ଦେଇ ସାରିଛନ୍ତି
Read More...

ଦ୍ଵିତୀୟ ଯୁଧିଷ୍ଠିର ମିଶ୍ର ସ୍ମାରକୀ କପ୍‌ ଉଦ୍‌ଘାଟିତ

ବଲାଙ୍ଗିର, (ଦେବାଶିଷ ମିଶ୍ର) : ରାଜେନ୍ଦ୍ର ବିଶ୍ୱବିଦ୍ୟାଳୟ ଖେଳ ପଡିଆ ଠାରେ ସ୍ୱର୍ଗତ ଯୁଧିଷ୍ଠିର ମିଶ୍ର ସ୍ମାରକୀ ଅନ୍ତଃ ବିଭାଗ କ୍ରିକେଟ କପ୍‌ର ଦ୍ଵିତୀୟ ସଂସ୍କରଣ ଆଜି ଉଦ୍‌ଘାଟିତ ହୋଇଯାଇଛି । ଉଦ୍‌ଘାଟନୀ ମ୍ୟାଚ୍‌ଟି ବିଶ୍ୱବିଦ୍ୟାଳୟର ରସାୟନ ବିଜ୍ଞାନ ବିଭାଗ ବନାମ କମ୍ପ୍ୟୁଟର
Read More...

ପଦ୍ମପୁର ଅଂଚଳର ବିକାଶ ପାଇଁ ବିଜେପିକୁ ଭୋଟ ଦିଅନ୍ତୁ : ସମୀର ମହାନ୍ତି

ଶାସକ ବିଜେଡିର ମିଛ ଓ ପ୍ରତାରଣାକୁ ସ୍ୱାଭିମାନୀ ପଦ୍ମପୁର ଅଂଚଳବାସୀ ଭଲ ଭାବେ ବୁଝି ସାରିଛନ୍ତିପରୀ, ମମିତା, ମାହାଙ୍ଗା ଭଳି ହତ୍ୟା ଘଟଣାରେ ଅଭିଯୁକ୍ତ ମନ୍ତ୍ରୀ ଓ ନେତାମାନେ ପ୍ରଚାର ପାଇଁ ଡେରା ପକାଇଛନ୍ତିଅପାରଗତା ରାଜ୍ୟ ସରକାରଙ୍କ କାରଣରୁ ପ୍ରସିଦ୍ଧ ପର୍ଯ୍ୟଟନସ୍ଥଳୀ ନୃସିଂହନନାଥ,
Read More...